ହୋଶେୟ 10:3 in Oriya

ଓଡିଆ ଓଡିଆ ବାଇବେଲ ହୋଶେୟ ହୋଶେୟ 10 ହୋଶେୟ 10:3

Hosea 10:3
ବର୍ତ୍ତମାନ ଇଶ୍ରାୟେଲୀୟମାନେ କୁହନ୍ତି, ଆମ୍ଭମାନଙ୍କର ରାଜା ନାହାନ୍ତି। ଆମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ କରୁନାହୁଁ ଏବଂ ତାଙ୍କର ରାଜା ଆମ୍ଭମାନଙ୍କର କିଛି କରିପାରିବେ ନାହିଁ।

Hosea 10:2Hosea 10Hosea 10:4

Hosea 10:3 in Other Translations

King James Version (KJV)
For now they shall say, We have no king, because we feared not the LORD; what then should a king do to us?

American Standard Version (ASV)
Surely now shall they say, We have no king; for we fear not Jehovah; and the king, what can he do for us?

Bible in Basic English (BBE)
Now, truly, they will say, We have no king, we have no fear of the Lord; and the king, what is he able to do for us?

Darby English Bible (DBY)
For now they will say, We have no king, for we feared not Jehovah; and a king, what can he do for us?

World English Bible (WEB)
Surely now they will say, "We have no king; for we don't fear Yahweh; And the king, what can he do for us?"

Young's Literal Translation (YLT)
For now they say: We have no king, Because we have not feared Jehovah, And the king -- what doth he for us?

For
כִּ֤יkee
now
עַתָּה֙ʿattāhah-TA
they
shall
say,
יֹֽאמְר֔וּyōʾmĕrûyoh-meh-ROO
no
have
We
אֵ֥יןʾênane
king,
מֶ֖לֶךְmelekMEH-lek
because
לָ֑נוּlānûLA-noo
we
feared
כִּ֣יkee
not
לֹ֤אlōʾloh

יָרֵ֙אנוּ֙yārēʾnûya-RAY-NOO
the
Lord;
אֶתʾetet
what
יְהוָ֔הyĕhwâyeh-VA
king
a
should
then
וְהַמֶּ֖לֶךְwĕhammelekveh-ha-MEH-lek
do
מַהmama
to
us?
יַּֽעֲשֶׂהyaʿăśeYA-uh-seh
לָּֽנוּ׃lānûla-NOO

Cross Reference

ହୋଶେୟ 10:15
ବୈଥଲେ ତୁମ୍ଭର ଦୁଷ୍ଟାମୀ ଯୋଗୁଁ ଏହିପରି ହବେ। ଯେତବେେଳେ ସକାଳ ହବେ ଇଶ୍ରାୟେଲର ରାଜା ସମ୍ପୂର୍ଣ୍ଣ ଧ୍ବଂସ ହବେେ।

ହୋଶେୟ 10:7
ପାଣି ରେ ଗୋଟିଏ କାଠଖଣ୍ତ ଭାସି ଗଲାପରି, ଶମରିଯାର ରାଜା ଧ୍ବଂସ ହବେେ।

ହୋଶେୟ 13:11
ଆମ୍ଭେ କୋର୍ଧିତ ହେଲୁ ଓ ତୁମ୍ଭମାନଙ୍କର ଜଣେ ରାଜା ହେଲୁ। ଯେତବେେଳେ ଅତି କୋର୍ଧିତ ହେଲୁ ତାଙ୍କୁ ଦୂରକୁ ନଇଗେଲୁ।

ଆଦି ପୁସ୍ତକ 49:10
ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।

ହୋଶେୟ 3:4
ସହେିପରି ଭାବରେ ଇଶ୍ରାୟେଲର ଲୋକମାନେ ବିନା ରାଜା ଓ ନେତା ରେ ଦୀର୍ଘଦିନ ଚଳିବେ। ସମାନେେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସମାନେେ ଯାଜକିଯ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ।

ହୋଶେୟ 11:5
ଇଶ୍ରାୟେଲୀୟମାନେ ପରମେଶ୍ବରଙ୍କ ନିକଟକୁ ଫରେିବାକୁ ମନା କଲେ। ତେଣୁ ସେଥିପାଇଁ ସମାନେେ ମିଶର ଯିବେ। ଅଶୂରର ରାଜା ସମାନଙ୍କେର ରାଜା ହବେେ।

ମୀଖା 4:9
ବର୍ତ୍ତମାନ ତୁମ୍ଭେ କାହିଁକି ଉଚ୍ଚ ସ୍ବର ରେ ବିଳାପ କରୁଛ? ତୁମ୍ଭର ରାଜା କ'ଣ ଗ୍ଭଲିୟାଇଛନ୍ତି? ତୁମ୍ଭେ କ'ଣ ତୁମ୍ଭର ମନ୍ତ୍ରୀଙ୍କୁ ହରାଇଛ? ପ୍ରସବକାଳୀନ ରମଣୀଙ୍କ ପରି ତୁମ୍ଭେ ବଦନୋ ପାଉଛ।

ଯୋହନଲିଖିତ ସୁସମାଚାର 19:15
ଯିହୂଦୀମାନେ ଚିତ୍କାର କଲେ, ତାକୁ ଦୂରକୁ ନଇଯାେଅ। ତାକୁ କୃଶ ରେ କଣ୍ଟାବିଦ୍ଧ କରି ମାରିଦିଅ।