ଏବ୍ରୀମାନଙ୍କ ନିକଟକୁ ପତ୍ର 11:8 in Oriya

ଓଡିଆ ଓଡିଆ ବାଇବେଲ ଏବ୍ରୀମାନଙ୍କ ନିକଟକୁ ପତ୍ର ଏବ୍ରୀମାନଙ୍କ ନିକଟକୁ ପତ୍ର 11 ଏବ୍ରୀମାନଙ୍କ ନିକଟକୁ ପତ୍ର 11:8

Hebrews 11:8
ପରମେଶ୍ବର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ୟିବା ପାଇଁ ଡାକିଲେ। ପରମେଶ୍ବର ତାହାଙ୍କୁ ସହେି ଦେଶ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ବାସ ଦ୍ବାରା ମାନିଲେ, ଓ ସହେି ସ୍ଥାନ ପାଇଁ ପ୍ରସ୍ଥାନ କଲେ।

Hebrews 11:7Hebrews 11Hebrews 11:9

Hebrews 11:8 in Other Translations

King James Version (KJV)
By faith Abraham, when he was called to go out into a place which he should after receive for an inheritance, obeyed; and he went out, not knowing whither he went.

American Standard Version (ASV)
By faith Abraham, when he was called, obeyed to go out unto a place which he was to receive for an inheritance; and he went out, not knowing whither he went.

Bible in Basic English (BBE)
By faith Abraham did as God said when he was ordered to go out into a place which was to be given to him as a heritage, and went out without knowledge of where he was going.

Darby English Bible (DBY)
By faith Abraham, being called, obeyed to go out into the place which he was to receive for an inheritance, and went out, not knowing where he was going.

World English Bible (WEB)
By faith, Abraham, when he was called, obeyed to go out to the place which he was to receive for an inheritance. He went out, not knowing where he went.

Young's Literal Translation (YLT)
By faith Abraham, being called, did obey, to go forth to the place that he was about to receive for an inheritance, and he went forth, not knowing whither he doth go;

By
faith
ΠίστειpisteiPEE-stee
Abraham,
καλούμενοςkaloumenoska-LOO-may-nose
when
he
was
called
Ἀβραὰμabraamah-vra-AM
out
go
to
ὑπήκουσενhypēkousenyoo-PAY-koo-sane
into
ἐξελθεῖνexeltheinayks-ale-THEEN
a
εἰςeisees
place
τὸνtontone
which
τόπονtoponTOH-pone
after
should
he
ὃνhonone
receive
ἤμελλενēmellenA-male-lane
for
λαμβάνεινlambaneinlahm-VA-neen
an
inheritance,
εἰςeisees
obeyed;
κληρονομίανklēronomianklay-roh-noh-MEE-an
and
καὶkaikay
out,
went
he
ἐξῆλθενexēlthenayks-ALE-thane
not
μὴmay
knowing
ἐπιστάμενοςepistamenosay-pee-STA-may-nose
whither
ποῦpoupoo
he
went.
ἔρχεταιerchetaiARE-hay-tay

Cross Reference

ଆଦି ପୁସ୍ତକ 12:1
ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କୁ ପରିତ୍ଯାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦଖାଇବେି ସହେି ଦେଶକୁ ୟାଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:2
ସେ ଉତ୍ତର ଦେଲେ, ମାରେ ଯିହୂଦୀ ପିତାମାନେ ଓ ଭାଇମାନେ, ମାେ କଥା ଶୁଣ। ଆମ୍ଭର ପିତା ଅବ୍ରାହାମ ହାରୋଣ ନଗର ରେ ବାସ କରିବା ପୂର୍ବରୁ ଯେତବେେଳେ ମସପେତାମିଆ ରେ ଥିଲେ, ସେତବେେଳେ ଗୌରବମୟ ପରମେଶ୍ବର ତାହାଙ୍କୁ ଦର୍ଶନ ଦଇେ କହିଲେ,

ଆଦି ପୁସ୍ତକ 12:7
ସଦାପ୍ରଭୁ ଅବ୍ରାମକୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦବେି।

ପିତରଙ୍କ ପ୍ରଥମ ପତ୍ 1:22
ଏବେ, ସତ୍ଯ ପାଳନ ଦ୍ବାରା ତୁମ୍ଭମାନେେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭମାନେେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ଯ ପ୍ ରମେ ଦଖାଇେ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ ରମେ କର।

ମାଥିଉଲିଖିତ ସୁସମାଚାର 7:24
ତେଣୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ଯକ୍ତିଭଳି।

ଗୀତସଂହିତା 105:9
ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ ପରମେଶ୍ବର ଇସହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:16
ମାତ୍ର ସମସ୍ତେ ସୁମାଗ୍ଭରକୁ ଗ୍ରହଣ କରି ନାହାଁନ୍ତି। ୟିଶାଇୟ କହନ୍ତି: ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡିକ କିଏ କ'ଣ ବିଶ୍ବାସ କଲା?

ଯାକୁବଙ୍କ ପତ୍ 2:14
ମାେ ଭାଇ ଓ ଭଉଣୀମାନେ !ଯଦି ଜଣେ କୁ ହେ, ଯେ, ସେ ଜଣେ ବିଶ୍ବାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା ହେଲେ ତାହାର ବିଶ୍ବାସ ମୂଲ୍ଯହୀନ। କ'ଣ ଏହି ଭଳି ବିଶ୍ବାସ ତାହାକୁ ରକ୍ଷା କରିପାରିବ ? ନା !

ପିତରଙ୍କ ପ୍ରଥମ ପତ୍ 4:17
ଏବେ ବିଚାରର ସମୟ ଆସିଛି। ତାହା ପରମେଶ୍ବରଙ୍କ ପରିବାରଠାରୁ ଆରମ୍ଭ ହବେ। ଯଦି ସହେି ବିଚାର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ବରଙ୍କ ସୁସମାଚାର ଗ୍ରହଣ କରି ନାହାଁନ୍ତି, ସମାନଙ୍କେର କି ଅବସ୍ଥା ହବେ ?

ଏବ୍ରୀମାନଙ୍କ ନିକଟକୁ ପତ୍ର 11:33
ସେ ସମସ୍ତଙ୍କର ବହୁତ ଅଧିକ ବିଶ୍ବାସ ଥିଲା। ସହେି ବିଶ୍ବାସ ବଳ ରେ ସମାନେେ ସାମ୍ରାଜ୍ଯଗୁଡ଼ିକୁ ପରାସ୍ତ କରିଥିଲେ। ସମାନେ ସମସ୍ତେ ଧାର୍ମିକ କାର୍ୟ୍ଯ କଲେ, ପରମେଶ୍ବରଙ୍କ ପ୍ରତିଜ୍ଞାର ବିଷୟଗୁଡ଼ିକ ପାଇଲେ। ସମାନେେ ନିଜ ବିଶ୍ବାସ ଦ୍ବାରା ସିଂହମାନଙ୍କର ମୁହଁ ବନ୍ଦ କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:17
ଅତୀତ ରେ ତୁମ୍ଭମାନେେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭମାନେେ ସମସ୍ତ ହୃଦୟର ସହିତ ପାଳନ କଲ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:5
ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ପରମେଶ୍ବର ମାେତେ ବାର୍ତ୍ତାବହ ହବୋର ବିଶଷେ କାର୍ୟ୍ଯ ଦଇେଛନ୍ତି। ପରମେଶ୍ବର, ଏହା ଦ୍ବାରା ସମସ୍ତ ଜାତିର ଲୋକଙ୍କ ମନ ରେ ତାହାଙ୍କ ପ୍ରତି ବିଶ୍ବାସ ଜନ୍ମାଇବା ଓ ତାହାଙ୍କୁ ମାନିବା ପାଇଁ ଏହି କାମ ମାେତେ ଦେଲେ। ମୁଁ ଏହି କାମ ଯୀଶୁଖ୍ରୀଷ୍ଟଙ୍କ ପାଇଁ କରୁଛି।

ଯିହିଜିକଲ 36:24
ପରମେଶ୍ବର କହନ୍ତି, ମୁଁ ଜାତିମାନଙ୍କ ମଧ୍ଯରୁ ତୁମ୍ଭମାନଙ୍କୁ ନଇେ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି

ଯିଶାଇୟ 51:2
ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତବେେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ବାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।

ଯିଶାଇୟ 41:2
ସେ ଧର୍ମ ରେ ଯାହାକୁ ନିଜ ଚରଣ ନିକଟକୁ ଡ଼ାକନ୍ତି ଏପରି ଏକ ବ୍ଯକ୍ତି ଯକେି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି ? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖ ରେ ସମର୍ପି ଦିଅନ୍ତି ଓ ରାଜାମାନଙ୍କ ଉପ ରେ ତାହାକୁ କତ୍ତୃର୍ତ୍ବ କରାନ୍ତି। ସେ ଖଡ୍ଗଦ୍ବାରା ସହେି ଦେଶ ସମୂହକୁ ଧୂଳି ତୁଲ୍ଯ କରନ୍ତି ଓ ଧନୁ ସାହାୟ୍ଯ ରେ କୁଟାପରି ଉଡ଼ାଇ ଦିଅନ୍ତି।

ଆଦି ପୁସ୍ତକ 11:31
ତରହେ ଆପଣା ପୁତ୍ର ଅବ୍ରାମକୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଂଗ ରେ ନଲୋ। ଏବଂ ସେ ସମସ୍ତ କଲଦୀଯମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ଯ ରେ ୟାତ୍ରା କରି ହାରଣ ନଗର ରେ ବସତି ସ୍ଥାପନ କଲେ।

ଆଦି ପୁସ୍ତକ 13:15
ଯେଉଁ ସମସ୍ତ ଭୂମି ତୁମ୍ଭ ସମ୍ମୁଖ ରେ ତୁମ୍ଭେ ଚ଼ିରଦିନ ଦେଖୁଛ, ମୁଁ ତାହା ତୁମ୍ଭଙ୍କୁ ଓ ତୁମ୍ଭର ବଂଶଧରଙ୍କୁ ଦବେି।

ଆଦି ପୁସ୍ତକ 15:5
ଏହାପରେ ପରମେଶ୍ବର ତାଙ୍କୁ ବାହାରକୁ ନେଲେ ଓ କହିଲେ, ଉର୍ଦ୍ଧ ରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରିପାରିବ। ଏବଂ ସେ ମଧ୍ଯ କହିଲେ, ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ଯକ ହବେେ।

ଆଦି ପୁସ୍ତକ 15:7
ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ମୁଁ ସହେି ସଦାପ୍ରଭୁ, ୟିଏ ତୁମ୍ଭମାନଙ୍କୁ କଲଦୀଯମାନଙ୍କର ଊରଠାରୁ ଏହି ଦେଶ ତୁମ୍ଭକୁ ଦବୋପାଇଁ ବାହାର କରି ଆଣିଲି।

ଆଦି ପୁସ୍ତକ 17:8
ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶ ରେ ଅସ୍ଥାଯୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହବେ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦବେି ଏବଂ ମୁଁ ସମାନଙ୍କେର ପରମେଶ୍ବର ହବେି।

ଆଦି ପୁସ୍ତକ 22:18
ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହବେେ। ଆମ୍ଭେ ଏପରି କରିବୁ କାରଣ ତୁମ୍ଭେ ମାରେ ବାକ୍ଯ ମାନିଅଛ।

ଆଦି ପୁସ୍ତକ 26:3
ତୁମ୍ଭେ ଏହି ଦେଶ ରେ ପ୍ରବାସ କର। ତହିଁରେ ମୁଁ ତୁମ୍ଭକୁ ସାହାୟ୍ଯ ଓ ଆଶୀର୍ବାଦ କରିବି। ପୁଣି ମୁଁ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦବେି। ତୁମ୍ଭ ପିତା ଅବ୍ରାହାମଙ୍କ ନିକଟରେ କରିଥବା ଶପଥ ମୁଁ ସଫଳ କରିବି।

ଦିତୀୟ ବିବରଣ 9:5
ତୁମ୍ଭେ ଆପଣା ଧାର୍ମୀକତା ଅବା ହୃଦଯର ସରଳତା ହତେକ୍ସ୍ଟରକ୍ସ୍ଟ ସମାନଙ୍କେ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନକ୍ସ୍ଟ ହେଁ, ମାତ୍ର ଏହି ଗୋଷ୍ଠୀଯ ଲୋକମାନଙ୍କ ଦୃଷ୍ଟତାପାଇଁ ଆଉ ତୁମ୍ଭମାନଙ୍କର ପୁର୍ବପୁରୁଷ ଅବ୍ରହାମଙ୍କକ୍ସ୍ଟ, ଇସହାକ୍ ଓ ୟାକକ୍ସ୍ଟବଙ୍କକ୍ସ୍ଟ ଶପଥପୂର୍ବକ ଯେଉଁ ବାକ୍ଯ କହିଥିଲେ, ତାହା ସଫଳ କରିବାପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେେ।

ଯିହୋଶୂୟ 24:3
କିନ୍ତୁ ମୁ ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷ ଅବ୍ରହାମଙ୍କକ୍ସ୍ଟ ସେ ଭୂମିରକ୍ସ୍ଟ ଆଣି ନଦୀ ଏପାରି ରେ ରଖିଲି। ମୁ ତାଙ୍କୁ କିଣାନ ଦେଶର ସବୁଆଡେ ଆଗଇେ ନଲେି, ଏବଂ ତା'ର ବଂଶକକ୍ସ୍ଟ ବହକ୍ସ୍ଟ ସନ୍ତାନ ଦଲେି। ଏବଂ ତାକକ୍ସ୍ଟ ମଧ୍ଯ ଏକ ପକ୍ସ୍ଟତ୍ର ଦଲେି ଯାହାର ନାମ ଇସ୍ହାକ।

ନିହିମିୟା 9:7
ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ବର ଅଟ। ତୁମ୍ଭେ ହିଁ ଅବ୍ରାହାମଙ୍କୁ ମନୋନୀତ କଲ। ବାବିଲୋନିଆର ଊର୍ ଦେଶରୁ ତାଙ୍କୁ ବାହାର କରିଆଣି ଅବ୍ରହାମ ନାମ ଦଲେ।

ପିତରଙ୍କ ପ୍ରଥମ ପତ୍ 3:1
ଠିକ୍ ସହେି ଭଳି ପତ୍ନୀମାନେ ନିଜ ନିଜର ପତିମାନଙ୍କର ଅଧିକାର ମାନିବା ଉଚିତ୍। ତା' ହେଲେ, ଯଦି ପତିମାନଙ୍କ ମଧ୍ଯରୁ କେତଜେଣ ପରମେଶ୍ବରଙ୍କ ଶିକ୍ଷା ମାନୁ ନାହାଁନ୍ତି, ସମାନଙ୍କେୁ ବିଶ୍ବାସ କରିବା ପାଇଁ ମନାଇପାରିବ। ତୁମ୍ଭେ କିଛି କହିବା ଦରକାର ହବେ ନାହିଁ। ସମାନେେ ସମାନଙ୍କେର ପତ୍ନୀଙ୍କ ଜୀବନ ଦେଖି ପ୍ରଭାବିତ ହବେେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 5:9
ପୁଣି ଯୀଶୁ ନିର୍ଦ୍ ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସମାନେେ ଅନନ୍ତ ଜୀବନ ପାଇପାରିବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:5
ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ। ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ।