ହବକକୂକ 1:8 in Oriya

ଓଡିଆ ଓଡିଆ ବାଇବେଲ ହବକକୂକ ହବକକୂକ 1 ହବକକୂକ 1:8

Habakkuk 1:8
ସମାନଙ୍କେର ଘୋଡାଗୁଡିକ ଚିତାବାଘଠାରୁ ଦ୍ରୁତଗାମୀ ହବେେ ଏବଂ ଗଧିଆଠାରୁ ଦ୍ରୁତଗାମୀ ସମସ୍ଥଳ ରେ ହବେେ। ସମାନଙ୍କେର ସୈନ୍ଯମାନେ ଘୋଡା ଚଢି ବହୁଦୂରରୁ ଆସିବେ। ଗୋଟିଏ ଭୋକିଲା ଚିଲ ପକ୍ଷୀ ଆକାଶରୁ ଶିକାର ଉପ ରେ ଝାମ୍ପ ମାରିଲା ପରି ସମାନେେ ଦ୍ରୁତ ବଗେ ରେ ଶତୃଙ୍କୁ ଆକ୍ରମଣ କରିବେ।

Habakkuk 1:7Habakkuk 1Habakkuk 1:9

Habakkuk 1:8 in Other Translations

King James Version (KJV)
Their horses also are swifter than the leopards, and are more fierce than the evening wolves: and their horsemen shall spread themselves, and their horsemen shall come from far; they shall fly as the eagle that hasteth to eat.

American Standard Version (ASV)
Their horses also are swifter than leopards, and are more fierce than the evening wolves; and their horsemen press proudly on: yea, their horsemen come from far; they fly as an eagle that hasteth to devour.

Bible in Basic English (BBE)
And their horses are quicker than leopards and their horsemen more cruel than evening wolves; they come from far away, like an eagle in flight rushing on its food.

Darby English Bible (DBY)
And their horses are swifter than the leopards, and are more agile than the evening wolves; and their horsemen prance proudly, and their horsemen come from afar: they fly as an eagle that hasteth to devour.

World English Bible (WEB)
Their horses also are swifter than leopards, and are more fierce than the evening wolves. Their horsemen press proudly on. Yes, their horsemen come from afar. They fly as an eagle that hurries to devour.

Young's Literal Translation (YLT)
Swifter than leopards have been its horses, And sharper than evening wolves, And increased have its horsemen, Even its horsemen from afar come in, They fly as an eagle, hasting to consume.

that
also
וְקַלּ֨וּwĕqallûveh-KA-loo
are
swifter
than
מִנְּמֵרִ֜יםminnĕmērîmmee-neh-may-REEM
leopards,
the
Their
סוּסָ֗יוsûsāywsoo-SAV
horses
fierce
more
are
וְחַדּוּ֙wĕḥaddûveh-ha-DOO
and
wolves:
than
מִזְּאֵ֣בֵיmizzĕʾēbêmee-zeh-A-vay
the
עֶ֔רֶבʿerebEH-rev
evening
spread
shall
וּפָ֖שׁוּûpāšûoo-FA-shoo
horsemen
their
פָּֽרָשָׁ֑יוpārāšāywpa-ra-SHAV
and
themselves,
and
their
וּפָֽרָשָׁיו֙ûpārāšāywoo-FA-ra-shav
horsemen
far;
מֵרָח֣וֹקmērāḥôqmay-ra-HOKE
from
come
יָבֹ֔אוּyābōʾûya-VOH-oo
shall
fly
shall
יָעֻ֕פוּyāʿupûya-OO-foo
they
as
the
כְּנֶ֖שֶׁרkĕnešerkeh-NEH-sher
eagle
hasteth
חָ֥שׁḥāšhahsh
to
eat.
לֶאֱכֽוֹל׃leʾĕkôlleh-ay-HOLE

Cross Reference

ଯିରିମିୟ 4:13
ଦେଖ, ସେ ମେଘଖଣ୍ଡ ସଦୃଶ ଆସୁଅଛି। ତାହାର କଥାଗୁଡ଼ିକ ଘୂର୍ଣ୍ଣିବାଯୁ ସଦୃଶ ଓ ତାହାର ଅସ୍ତ୍ରଗୁଡ଼ିକ ଇଗଲ ପକ୍ଷୀଠାରୁ ଅଧିକ ଦ୍ରୁତଗାମୀ ହବେେ। ଏହା ଆମ୍ଭମାନଙ୍କ ପାଇଁ ବହୁ ଅମଙ୍ଗଳ ହବେ ଓ ଆମ୍ଭମାନେେ ବିନଷ୍ଟ ହବୋ।

ସିଫନିୟ 3:3
ୟିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା'ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସମାନେେ ସକାଳକୁ କିଛି ରଖନ୍ତି ନାହିଁ।

ହୋଶେୟ 8:1
ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପ ରେ ବାଜପକ୍ଷୀ ପରି ଜଗି ରୁହ। ଇଶ୍ରାୟେଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସମାନେେ ଆମ୍ଭ ବ୍ଯବସ୍ଥା ବିଷଯକୁ ଅମାନ୍ଯ କରିଛନ୍ତି।

ଯିହିଜିକଲ 17:3
ସମାନଙ୍କେୁ କୁହ,

ଯିରିମିୟ 5:6
ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସମାନଙ୍କେୁ ବଧ କରିବ ଓ ସନ୍ଧ୍ଯା କାଳୀନ ଗଧିଆ ସମାନଙ୍କେୁ ବିନାଶ କରିବ। ଚିତାବାଘ ସମାନଙ୍କେ ନଗର ସମୂହ ନିକଟରେ ଛକି ରହିବ। ଯେଉଁଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସମାନେେ ବହୁ ଅପରାଧ କରିଛନ୍ତି ଓ ସମାନେେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହାଇେଛନ୍ତି।

ଦିତୀୟ ବିବରଣ 28:49
ସଦାପ୍ରଭୁ ତକ୍ସ୍ଟମ୍ଭପାଇଁ ଦୂରରକ୍ସ୍ଟ ଅନ୍ୟ ଏକ ଜାତି ଆଣିବେ, ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସମାନେେ ୟକ୍ସ୍ଟଦ୍ଧ କରିବେ। ତୁମ୍ଭେ ସମାନଙ୍କେର ଭାଷା ବକ୍ସ୍ଟଝିପାରିବ ନାହିଁ। ସମାନେେ ଖକ୍ସ୍ଟବ୍ଶିଘ୍ର ଆସିବେ। ଯେପରି ଆକାଶରକ୍ସ୍ଟ ବାଜପକ୍ଷୀ ଓହ୍ଲାଇଲା ପରି ।

ଲୂକଲିଖିତ ସୁସମାଚାର 17:37
ଶିଷ୍ଯମାନେ ଯୀଶୁଙ୍କୁ ପଚାରିଲେ, ଏ ଘଟଣା କେଉଁଠା ରେ ଘଟିବ ପ୍ରଭୁ?

ମାଥିଉଲିଖିତ ସୁସମାଚାର 24:28
ଯେଉଁ ସ୍ଥାନ ରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହାଇେଥିବାର ଦେଖ, ତୁମ୍ଭେ ସହଜ ରେ ଜାଣି ପାର ଯେ ସହେି ସ୍ଥାନ ରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସହେିଭଳି ମାରେ ଆସିବା ଦିନ ଏହି ପ୍ରକାର ହବେ।

ଯିହିଜିକଲ 17:12
ତୁମ୍ଭେ ସହେି ବିଦ୍ରୋହୀ ଜାତିକୁ କୁହ, ଇଶ୍ରାୟେଲ ତୁମ୍ଭେ କ'ଣ ଏସବୁର ତାତ୍ପର୍ୟ୍ଯ ଜାଣ ନାହିଁ ? ସମାନଙ୍କେୁ କୁହ, ଦେଖ, ବାବିଲର ରାଜା ୟିରୁଶାଲମକୁ ଆସି ତହିଁର ରାଜାଙ୍କୁ ଓ ତହିଁର ମୁଖ୍ଯଗଣଙ୍କୁ ଆପଣାର ନ୍ଯାଯାଳଯ ବାବିଲକୁ ନଇଗେଲା।

ଯିରିମିୟଙ୍କ ବିଳାପ 4:19
ଆମ୍ଭମାନଙ୍କୁ ଗୋଡ଼ାଇଥିବା ଲୋକମାନେ ଆକାଶର ଉତ୍କ୍ରୋଶ ପକ୍ଷୀଠାରୁ ଅଧିକ ବଗଗୋମୀ। ସମାନେେ ଆମ୍ଭମାନଙ୍କୁ ପର୍ବତ ରେ ଗୋଡ଼ାଇଲେ ଓ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତର ରେ ଲୁଚି ରହିଲେ।

ଯିଶାଇୟ 5:26
ସଦଖ, ପରଲମଶ୍ବର ଦୂରଦଲଶୀଯସଗାଷ୍ଠୀମାନଙ୍କ ପ୍ରତି ସଙ୍କଲତ ଦଲଉଛନ୍ତି।ସସ ତାଙ୍କର ଧ୍ବଜା ଉତ୍ତୋଳନ କରିସସମାନଙ୍କୁ ଡ଼ାକିବାକୁ ସିଟି ବଜାଉଛନ୍ତି। ଦୂରସଦଶରୁ ଶତ୍ରୁ ଆସୁଛନ୍ତି।ସସମାଲନ ଏଲତ ଦ୍ରୁତ ଗତିସର ଆସୁଛନ୍ତିସଯସଦଶମଧିଅଲର ଖୁବ୍ ଶୀଘ୍ର ପ୍ରଲବଶ କରିଲବ।