Genesis 9:9
ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି।
Genesis 9:9 in Other Translations
King James Version (KJV)
And I, behold, I establish my covenant with you, and with your seed after you;
American Standard Version (ASV)
And I, behold, I establish my covenant with you, and with your seed after you;
Bible in Basic English (BBE)
Truly, I will make my agreement with you and with your seed after you,
Darby English Bible (DBY)
And I, behold, I establish my covenant with you, and with your seed after you;
Webster's Bible (WBT)
And I, behold, I establish my covenant with you, and with your seed after you;
World English Bible (WEB)
"As for me, behold, I establish my covenant with you, and with your offspring after you,
Young's Literal Translation (YLT)
`And I, lo, I am establishing My covenant with you, and with your seed after you,
| And I, | וַֽאֲנִ֕י | waʾănî | va-uh-NEE |
| behold, | הִנְנִ֥י | hinnî | heen-NEE |
| I establish | מֵקִ֛ים | mēqîm | may-KEEM |
| אֶת | ʾet | et | |
| my covenant | בְּרִיתִ֖י | bĕrîtî | beh-ree-TEE |
| with | אִתְּכֶ֑ם | ʾittĕkem | ee-teh-HEM |
| you, and with | וְאֶֽת | wĕʾet | veh-ET |
| your seed | זַרְעֲכֶ֖ם | zarʿăkem | zahr-uh-HEM |
| after | אַֽחֲרֵיכֶֽם׃ | ʾaḥărêkem | AH-huh-ray-HEM |
Cross Reference
ଆଦି ପୁସ୍ତକ 6:18
ମୁଁ ତୁମ୍ଭ ସହିତ ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି କରିବି। ଏବଂ ତୁମ୍ଭେ ତୁମ୍ଭର ସ୍ତ୍ରୀ ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ।
ଆଦି ପୁସ୍ତକ 9:11
ଏହା ମାରେତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ଯା ରେ ଧ୍ବଂସ ପାଇଥିଲା। କିନ୍ତୁ ଏପରି ପ୍ରଳଯ ଆଉ ପୁନ୍ନରାଯ ହବେ ନାହିଁ। ଏହରି ବନ୍ଯା ଦ୍ବାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହବେ ନାହିଁ।
ଆଦି ପୁସ୍ତକ 9:17
ତେଣୁ ସଦାପ୍ରଭୁ ନୋହକୁ କହିଲେ, ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ଚୁକ୍ତି ସ୍ଥିର କରିଅଛୁ, ତହିଁରେ ଇନ୍ଦ୍ରଧନୁ ଏହି ଚ଼ିହ୍ନ ହବେ।
ଆଦି ପୁସ୍ତକ 17:7
ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସହେି ଚୁକ୍ତି ମଧ୍ଯ ତୁମ୍ଭର ବଂଶଧରମାନଙ୍କ ପାଇଁ ହବେ। ଏହି ଚୁକ୍ତି ଅନନ୍ତକାଳସ୍ଥାଯୀ ହବେ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କର ପରମେଶ୍ବର ହବେି।
ଆଦି ପୁସ୍ତକ 22:17
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।
ଯିଶାଇୟ 54:9
କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସହେିପରି ଆମ୍ଭେ ତୁମ୍ଭ ପ୍ରତି କୋର୍ଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।
ଯିରିମିୟ 31:35
ସଦାପ୍ରଭୁ କହନ୍ତି, ୟିଏ ଦିବସ ରେ ଆଲୋକ ଦବୋ ପାଇଁ ସୂର୍ୟ୍ଯ ଓ ରାତ୍ରି ରେ ଜ୍ଯୋତି ପ୍ରଦାନ କରିବା ପାଇଁ ଚନ୍ଦ୍ର ଓ ନକ୍ଷତ୍ରାଦି ସୃଷ୍ଟି କରନ୍ତି, ଆଉ ଯଦି, ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜନ କରାନ୍ତି, ସହେି ହେଉଛନ୍ତି ସୈନ୍ଯାଧିପତି ସଦାପ୍ରଭୁ।
ଯିରିମିୟ 33:20
ସଦାପ୍ରଭୁ କହନ୍ତି, ଯଦି କହେି ଦିନରାତି ସହିତ ନିଯମ ଭଙ୍ଗ କରେ, ସେ ନିଯମିତ ଭାବରେ ଦଖାେ ଦିଏ ନାହିଁ। ମାତ୍ର ଯଥା ସମୟରେ ଦିବାରାତ୍ରି ହୁଏ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:3
ଏହି ସୁସମାଚ଼ାର ପରମେଶ୍ବରଙ୍କ ପୁତ୍ର ତଥା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧ ରେ ଅଟେ।