ଆଦି ପୁସ୍ତକ 38:10 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 38 ଆଦି ପୁସ୍ତକ 38:10

Genesis 38:10
ଏଥି ରେ ସଦାପ୍ରଭୁ କ୍ରୋଧିତ ହେଲେ ଓ ଓନନକୁ ମାରି ଦେଲେ।

Genesis 38:9Genesis 38Genesis 38:11

Genesis 38:10 in Other Translations

King James Version (KJV)
And the thing which he did displeased the LORD: wherefore he slew him also.

American Standard Version (ASV)
And the thing which he did was evil in the sight of Jehovah: and he slew him also.

Bible in Basic English (BBE)
And what he did was evil in the eyes of the Lord, so that he put him to death, like his brother.

Darby English Bible (DBY)
And the thing which he did was evil in the sight of Jehovah, and he slew him also.

Webster's Bible (WBT)
And the thing which he did displeased the LORD: wherefore he slew him also.

World English Bible (WEB)
The thing which he did was evil in the sight of Yahweh, and he killed him also.

Young's Literal Translation (YLT)
and that which he hath done is evil in the eyes of Jehovah, and He putteth him also to death.

And
the
thing
which
וַיֵּ֛רַעwayyēraʿva-YAY-ra
he
did
בְּעֵינֵ֥יbĕʿênêbeh-ay-NAY
displeased
יְהוָ֖הyĕhwâyeh-VA

אֲשֶׁ֣רʾăšeruh-SHER
the
Lord:
עָשָׂ֑הʿāśâah-SA
wherefore
he
slew
וַיָּ֖מֶתwayyāmetva-YA-met
him
also.
גַּםgamɡahm
אֹתֽוֹ׃ʾōtôoh-TOH

Cross Reference

ଆଦି ପୁସ୍ତକ 46:12
ଯିହୁଦାର ପୁତ୍ର, ଏର, ଓନନ୍, ଶଲୋ, ପରେସ୍ ଓ ସରହେ। କିନ୍ତୁ ଏର, ଓନନ୍ କିଣାନ ଦେଶ ରେ ମରିଥିଲେ, ପରେସର ପୁତ୍ର ହିଷ୍ରୋଣ ଓ ହାମୂଲ ଥିଲେ।

ଗଣନା ପୁସ୍ତକ 26:19
ଏହିମାନେ ଯିହୁଦା ପରିବାରବର୍ଗର ପୁରୁଷ ଲୋକ ଅଟନ୍ତି: ଶଲୋଠାରୁ ଶଲୋଯୀଯ ଗୋଷ୍ଠୀ, ପରେସଠାରୁ ପରେସୀଯ ଗୋଷ୍ଠୀ;

ଗଣନା ପୁସ୍ତକ 11:1
ତା'ପରେ ଲୋକମାନେ ସଦାପ୍ରଭୁଙ୍କଠା ରେ ଅଭିଯୋଗ କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ତାହା ଶୁଣିବାରୁ ତାଙ୍କର କୋରଧ ପ୍ରଜ୍ବଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସମାନଙ୍କେ ମଧିଅରେ ପ୍ରଜ୍ବଳିତ ହାଇେ ଛାଉଣୀର ପ୍ରାନ୍ତଭାଗ ଗ୍ରାସ କଲା।

ହଗୟ 1:13
ହାଗଯ ସଦାପ୍ରଭୁ ପରମେଶ୍ବରଙ୍କ ଜଣେ ଦୂତ ଥିଲେ, ଯାହା ମାଧ୍ଯମ ରେ ସେ ଏହି ବାର୍ତ୍ତା ଲୋକମାନଙ୍କ ପାଖକୁ ପଠାଇଥିଲେ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।

ଯିରିମିୟ 44:4
ତଥାପି ଆମ୍ଭେ ଆମ୍ଭର ଦାସ ଭବିଷ୍ଯଦବକ୍ତାମାନଙ୍କୁ ବାରମ୍ବାର ତୁମ୍ଭମାନଙ୍କ ନିକଟକୁ ପଠାଇଲୁ। ଆଉ ତୁମ୍ଭମାନଙ୍କୁ ଜଣାଇଲୁ, 'ତୁମ୍ଭମାନେେ ଏହି ଘୃଣ୍ଯ କର୍ମ କର ନାହିଁ, ଆମ୍ଭେ ତାହା ଘୃଣା କରୁ।'

ହିତୋପଦେଶ 24:18
ଯଦି ତୁମ୍ଭେ ଏପରି କର, ତାହା ମଧ୍ଯ ସଦାପ୍ରଭୁ ଦେଖିବେ। ସଦାପ୍ରଭୁ ଏପରି କର୍ମ ରେ ତୁମ୍ଭମାନଙ୍କ ପ୍ରତି ଖୁସି ହବେେ ନାହିଁ। ଏହାପ ରେ ସଦାପ୍ରଭୁ ତୁମ୍ଭର ଶତ୍ରୁକୁ ସାହାୟ୍ଯ କରିପାରନ୍ତି।

ହିତୋପଦେଶ 14:32
ଦୁଷ୍ଟଲୋକ ଆପଣା ମନ୍ଦ କର୍ମ ରେ ତଡ଼ି ଦିଆୟାଏ। ମାତ୍ର ମରଣକାଳ ରେ ଧାର୍ମିକର ଆଶ୍ରଯ ଥାଏ।

ପ୍ରଥମ ବଂଶାବଳୀ 21:7
ଦାଉଦ ପରମେଶ୍ବରଙ୍କ ଦୃଷ୍ଟି ରେ ଏକ ମନ୍ଦକର୍ମ କଲେ। ତେଣୁ ପରମେଶ୍ବର ଇଶ୍ରାୟେଲକୁ ଦଣ୍ଡ ଦେଲେ।

ଦିତୀୟ ଶାମୁୟେଲ 11:27
ଶୋକ କରିବାର ସମୟ ଗତ ହବୋପରେ ଦାଉଦ ଲୋକ ପଠାଇ ବତ୍ଶବୋକକ୍ସ୍ଟ ନିଜ ଗୃହକକ୍ସ୍ଟ ଡକାଇଲେ। ତା'ପରେ ସେ ଦାଉଦଙ୍କର ସ୍ତ୍ରୀ ହାଇେ ରହିଲେ ଓ ସେ ଦାଉଦ ପାଇଁ ଏକ ପକ୍ସ୍ଟତ୍ରକକ୍ସ୍ଟ ଜନ୍ମ ଦଲୋ। ମାତ୍ର ଦାଉଦ ଏପରି ଯେଉଁ କାର୍ୟ୍ଯ କଲେ, ସେଥି ରେ ସଦାପ୍ରଭୁ ସନ୍ତକ୍ସ୍ଟଷ୍ଟ ହେଲେ ନାହିଁ।

ଗଣନା ପୁସ୍ତକ 22:34
ତହୁଁ ବିଲିଯମ ସଦାପ୍ରଭିଙ୍କ ଦୂତକୁ କହିଲା, ମୁଁ ପାପ କରିଅଛି, କାରଣ ତୁମ୍ଭେ ମାେ ବିପକ୍ଷ ରେ ପଥରେ ଠିଆ ହାଇେଅଛ। ଏହା ମୁଁ ଜାଣି ନ ଥିଲି। ମାେ ୟାତ୍ରା ଯଦି ତୁମ୍ଭ ଦୃଷ୍ଟି ରେ ମନ୍ଦ ହୁଏ, ତବେେ ମୁଁ ଗୃହକୁ ଫରେିୟିବି।