ଆଦି ପୁସ୍ତକ 31:2 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 31 ଆଦି ପୁସ୍ତକ 31:2

Genesis 31:2
ଏହାପରେ ଯାକୁବ ଜାଣି ପାରିଲା ଯେ ଲାବନ ପୂର୍ବପରି ତା' ସହିତ ବ୍ଯବହାର କରୁ ନାହିଁ।

Genesis 31:1Genesis 31Genesis 31:3

Genesis 31:2 in Other Translations

King James Version (KJV)
And Jacob beheld the countenance of Laban, and, behold, it was not toward him as before.

American Standard Version (ASV)
And Jacob beheld the countenance of Laban, and, behold, it was not toward him as beforetime.

Bible in Basic English (BBE)
And Jacob saw that Laban's feeling for him was no longer what it had been before.

Darby English Bible (DBY)
And Jacob saw the countenance of Laban, and behold, it was not toward him as previously.

Webster's Bible (WBT)
And Jacob beheld the countenance of Laban, and behold, it was not towards him as before.

World English Bible (WEB)
Jacob saw the expression on Laban's face, and, behold, it was not toward him as before.

Young's Literal Translation (YLT)
and Jacob seeth the face of Laban, and lo, it is not with him as heretofore.

And
Jacob
וַיַּ֥רְאwayyarva-YAHR
beheld
יַֽעֲקֹ֖בyaʿăqōbya-uh-KOVE

אֶתʾetet
the
countenance
פְּנֵ֣יpĕnêpeh-NAY
of
Laban,
לָבָ֑ןlābānla-VAHN
behold,
and,
וְהִנֵּ֥הwĕhinnēveh-hee-NAY
it
was
not
אֵינֶנּ֛וּʾênennûay-NEH-noo
toward
עִמּ֖וֹʿimmôEE-moh
him
as
כִּתְמ֥וֹלkitmôlkeet-MOLE
before.
שִׁלְשֽׁוֹם׃šilšômsheel-SHOME

Cross Reference

ଆଦି ପୁସ୍ତକ 4:5
କିନ୍ତୁ ସଦାପ୍ରଭୁ କଯିନଙ୍କୁ ଓ ତାଙ୍କର ନବୈେଦ୍ଯକୁ ଗ୍ରହଣ କଲେ ନାହିଁ। ଏଣୁ କଯିନ ବହୁତ କୋରଧ ଏବଂ ଦୁଃଖ କଲା।

ଆଦି ପୁସ୍ତକ 30:27
ଲାବନ ତାଙ୍କୁ କହିଲା, ମାେତେ କିଛି କହିବାକୁ ଦିଅ। ମୁଁ ଗୁଣି ବିଦ୍ଯା କରି ଜାଣି ପାରିଛି ଯେ, ସଦାପ୍ରଭୁ ତୁମ୍ଭ ପାଇଁ ମାେତେ ଆଶୀର୍ବାଦ କରିଛନ୍ତି।

ଯାତ୍ରା ପୁସ୍ତକ 4:10
କିନ୍ତୁ ମାଶାେ ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ, କଥା କହିବାର ଚାତୁର୍ୟ୍ଯ ମାଠାେ ରେ ନାହିଁ। ଏବଂ ଅତୀତ ରେ ମୁଁ ଜଣେ ଉତ୍ତମ ବକ୍ତା ନଥିଲି। ବର୍ତ୍ତମାନ ମଧ୍ଯ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମାେତେ କହିଲ। ଆପଣ ଜାଣନ୍ତି ଯେ, ମୁଁ ବହୁତ ଧିର କ ହେ ଏବଂ ଉତ୍ତମ ଶବ୍ଦ ବ୍ଯବହାର କରିପାରିବି ନାହିଁ।

ଦିତୀୟ ବିବରଣ 19:4
ସହେି ନଗରକକ୍ସ୍ଟ ଯେଉଁ ନରହତ୍ଯାକାରୀମାନେ ଯିବେ, ସମାନେେ ଜାଣିଶକ୍ସ୍ଟଣି ନରହତ୍ଯା କରି ନ ଥିବେ। ଅଜ୍ଞାତ ସାର ରେ ଏବଂ ସେ ଯାହାକକ୍ସ୍ଟ ହତ୍ଯା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସହେି ଲୋକମାନେ କବଳେ ସଠାେକକ୍ସ୍ଟ ୟାଇ ଆଶ୍ରଯ ନଇେ ପାରିବ।

ଦିତୀୟ ବିବରଣ 28:54
ଏପରିକି ତୁମ୍ଭମାନଙ୍କ ମଧିଅରେ ଥିବା ଦୟାଳକ୍ସ୍ଟ ଭଦ୍ ରେଲାକ ମଧ୍ଯ ଅତି କୃର ହାଇେ ଉଠିବ। ସେ ଅନ୍ୟମାନଙ୍କ ପାଇଁ ଅତି ନିଷ୍ଠକ୍ସ୍ଟର ହବେ। ସେ ମଧ୍ଯ ତା'ର ସ୍ତ୍ରୀ ପାଇଁ ନିଷ୍ଠକ୍ସ୍ଟର ହବେ ଯାହାକକ୍ସ୍ଟ ସେ ବହକ୍ସ୍ଟତ ଭଲ ପାଉଥିଲା। ଏବଂ ସେ ମଧ୍ଯ ତା'ର ପିଲାମାନଙ୍କ ପାଇଁ ନିଷ୍ଠକ୍ସ୍ଟର ହବେ।

ପ୍ରଥମ ଶାମୁୟେଲ 18:9
ସହେିଦିନଠାରକ୍ସ୍ଟ ଶାଉଲ ଦାଉଦଙ୍କ ପ୍ରତି ଦୃଷ୍ଟି ରଖିଲେ। ସେ ଇର୍ଷା ଓ ଘୃଣା ରେ ତାଙ୍କୁ ଦକ୍ସ୍ଟଷ୍ଟି ପକାଇଲେ।

ପ୍ରଥମ ଶାମୁୟେଲ 19:7
ଯୋନାଥନ ଦାଉଦଙ୍କକ୍ସ୍ଟ ଡାକିଲା ଓ ତାଙ୍କୁ ସମସ୍ତ କଥା ଶକ୍ସ୍ଟଣାଇଲା। ଯୋନାଥନ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ନିକଟକକ୍ସ୍ଟ ଆଣିଲା, ତହିଁରେ ଦାଉଦ ପୂର୍ବପରି ଶାଉଲଙ୍କ ପାଖ ରେ ରହିଲେ।

ଦାନିଏଲ 3:19
ଏଥି ରେ ନବୂଖଦ୍ନିତ୍ସର ଅତ୍ଯନ୍ତ କୋର୍ଧାନ୍ବିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳ ରେ ତା'ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦଲୋ।