Genesis 27:8
ତେଣୁ ପୁତ୍ର, ମାରେ କଥା ଶୁଣ। ମୁଁ ଯେପରି କହୁଛି ସହେିପରି କର।
Genesis 27:8 in Other Translations
King James Version (KJV)
Now therefore, my son, obey my voice according to that which I command thee.
American Standard Version (ASV)
Now therefore, my son, obey my voice according to that which I command thee.
Bible in Basic English (BBE)
Now, my son, do what I say.
Darby English Bible (DBY)
And now, my son, hearken to my voice in that which I command thee.
Webster's Bible (WBT)
Now therefore, my son, obey my voice, according to that which I command thee.
World English Bible (WEB)
Now therefore, my son, obey my voice according to that which I command you.
Young's Literal Translation (YLT)
`And now, my son, hearken to my voice, to that which I am commanding thee:
| Now | וְעַתָּ֥ה | wĕʿattâ | veh-ah-TA |
| therefore, my son, | בְנִ֖י | bĕnî | veh-NEE |
| obey | שְׁמַ֣ע | šĕmaʿ | sheh-MA |
| my voice | בְּקֹלִ֑י | bĕqōlî | beh-koh-LEE |
| which that to according | לַֽאֲשֶׁ֥ר | laʾăšer | la-uh-SHER |
| I | אֲנִ֖י | ʾănî | uh-NEE |
| command | מְצַוָּ֥ה | mĕṣawwâ | meh-tsa-WA |
| thee. | אֹתָֽךְ׃ | ʾōtāk | oh-TAHK |
Cross Reference
ଆଦି ପୁସ୍ତକ 27:13
ତେଣୁ ରିବିକା ତାଙ୍କୁ କହିଲେ, ଯଦି କିଛି ସମସ୍ଯା ଆ ସେ ତବେେ ମୁଁ ସହିନବେି। ମୁଁ ଯାହା କହୁଛି ତୁମ୍ଭେ ସହେିପରି କର। ୟାଅ ମାେ ପାଇଁ ଛଳେି ଧରି ଆସ।
ଆଦି ପୁସ୍ତକ 25:23
ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ଗର୍ଭ ରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହବେେ। ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହବେ। ପୁଣି ଜେଷ୍ଠ କନିଷ୍ଠର ସବୋ କରିବ।
ଆଦି ପୁସ୍ତକ 27:43
ତେଣୁ ହେ ମାରେ ପୁତ୍ର ମୁଁ ଯମେନ୍ତ କହୁଛି, ସହେିପରି କର। ମାରେଭ୍ରାତା ଲାବନ ହାରଣ ରେ ବାସ କରୁଛି। ତୁମ୍ଭେ ତା' ପାଖ ରେ ୟାଇ ଲୁଚ।
ରେରିତମାନଙ୍କ କାର୍ଯ୍ୟର ବିବରଣ 4:19
କିନ୍ତୁ ଯୋହନ ଓ ପିତର ସମାନଙ୍କେୁ ଉତ୍ତର ଦେଲେ, ପରମେଶ୍ବରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ କି ନାହିଁ, ତାହା ତୁମ୍ଭମାନେେ ବିଚାର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନକହି ରହିପାରିବୁ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:29
ପିତର ଓ ଅନ୍ୟ ପ୍ ରରେିତମାନେ ଉତ୍ତର ଦେଲେ, ଆମ୍ଭମାନେେ ମନୁଷ୍ଯମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ବରଙ୍କ ଆଜ୍ଞା ନିଶ୍ଚୟ ମାନିବୁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:1
ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।