Genesis 26:30
ତେଣୁ ଇସ୍ହାକ ତାଙ୍କୁ ଏକ ଭୋଜି ଦେଲେ। ସମାନେେ ସମସ୍ତେ ଖାଇଲେ ଓ ପିଇଲେ।
Genesis 26:30 in Other Translations
King James Version (KJV)
And he made them a feast, and they did eat and drink.
American Standard Version (ASV)
And he made them a feast, and they did eat and drink.
Bible in Basic English (BBE)
Then he made a feast for them, and they all had food and drink.
Darby English Bible (DBY)
And he made them a feast, and they ate and drank.
Webster's Bible (WBT)
And he made them a feast, and they ate and drank.
World English Bible (WEB)
He made them a feast, and they ate and drink.
Young's Literal Translation (YLT)
And he maketh for them a banquet, and they eat and drink,
| And he made | וַיַּ֤עַשׂ | wayyaʿaś | va-YA-as |
| them a feast, | לָהֶם֙ | lāhem | la-HEM |
| eat did they and | מִשְׁתֶּ֔ה | mište | meesh-TEH |
| and drink. | וַיֹּֽאכְל֖וּ | wayyōʾkĕlû | va-yoh-heh-LOO |
| וַיִּשְׁתּֽוּ׃ | wayyištû | va-yeesh-TOO |
Cross Reference
ଆଦି ପୁସ୍ତକ 19:3
କିନ୍ତୁ ଲୋଟ ସମାନଙ୍କେୁ ତାଙ୍କର ଗୃହକୁ ୟିବା ପାଇଁ ବାରମ୍ବାର ଅନୁ ରୋଧ କଲେ। ତେଣୁ ସ୍ବର୍ଗଦୂତଗଣ ତାଙ୍କ ଗୃହକୁ ୟିବା ପାଇଁ ରାଜି ହେଲେ। ଲୋଟ ସମାନଙ୍କେୁ କିଛି ଦ୍ରାକ୍ଷାରସ ପିଇବାକୁ ଦେଲେ। ଲୋଟ ସମାନଙ୍କେ ପାଇଁ କିଛି ଖମୀର ଶୂନ୍ଯ ରୋଟୀ ପ୍ରସ୍ତୁତ କଲେ ଓ ସମାନେେ ତାହା ଗ୍ରହଣ କଲେ।
ଆଦି ପୁସ୍ତକ 21:8
ଯେ ତବେଳେ ଇସ୍ହାକ ୟଥେଷ୍ଟ ବଡ଼ ହେଲ ଖାଦ୍ୟ ଖାଇବା ଆରମ୍ଭ କଲେ। ତେଣୁ ଅବ୍ରହାମ ଏକ ବିରାଟ ଭୋଜିର ଆଯୋଜନ କଲେ।
ଆଦି ପୁସ୍ତକ 31:54
ଏହାପରେ ସେ ସହେି ପର୍ବତ ରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡ଼ାକିଲା। ତହିଁରେ ସମାନେେ ଭୋଜନ କରି ପର୍ବତ ରେ ରାତ୍ରିସାରା ରହିଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:18
ଲୋକଙ୍କ ସହିତ ଶାନ୍ତି ରେ ରହିବା ପାଇଁ ଯଥାସାଧ୍ଯ ଚେଷ୍ଟା କର।
ଏବ୍ରୀମାନଙ୍କ ନିକଟକୁ ପତ୍ର 12:14
ସମସ୍ତଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣଙ୍କର ଜୀବନ ପବିତ୍ର ନୁହେଁ, ତା' ହେଲେ ସେ ପ୍ରଭୁଙ୍କୁ କବେେ ହେଲେ ଦେଖି ପାରିବ ନାହିଁ।
ପିତରଙ୍କ ପ୍ରଥମ ପତ୍ 4:9
ପ୍ ରମେ ଅନକେ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ବାଗତ ଜଣାଅ।