English
ଆଦି ପୁସ୍ତକ 16:6 ଚିତ୍ର
କିନ୍ତୁ ଅବ୍ରାମ ସାରୀକୁ କହିଲେ, ହାଗାର ତୁମ୍ଭର ଦାସୀ। ତୁମ୍ଭେ ତା'ପ୍ରତି ଯାହା ଚାହଁ ତାହା କରିପାର। ତେଣୁ ସାରୀ ତା' ପ୍ରତି କଠିନ ବ୍ଯବହାର କରନ୍ତେ, ହାଗାର ଛାଡ଼ି ପଳାଇଲା।