Genesis 15:6
ଅବ୍ରାମ ସଦାପ୍ରଭୁଙ୍କୁ ବିଶ୍ବାସ କଲେ ଏବଂ ପରମେଶ୍ବର ତା'ର ବିଶ୍ବାସକୁ ଧାର୍ମିକତା କାର୍ୟ୍ଯ ବୋଲି ବିବଚେନା କଲେ।
Genesis 15:6 in Other Translations
King James Version (KJV)
And he believed in the LORD; and he counted it to him for righteousness.
American Standard Version (ASV)
And he believed in Jehovah; and he reckoned it to him for righteousness.
Bible in Basic English (BBE)
And he had faith in the Lord, and it was put to his account as righteousness.
Darby English Bible (DBY)
And he believed Jehovah; and he reckoned it to him [as] righteousness.
Webster's Bible (WBT)
And he believed in the LORD; and he counted it to him for righteousness.
World English Bible (WEB)
He believed in Yahweh; and he reckoned it to him for righteousness.
Young's Literal Translation (YLT)
And he hath believed in Jehovah, and He reckoneth it to him -- righteousness.
| And he believed | וְהֶֽאֱמִ֖ן | wĕheʾĕmin | veh-heh-ay-MEEN |
| in the Lord; | בַּֽיהוָ֑ה | bayhwâ | bai-VA |
| counted he and | וַיַּחְשְׁבֶ֥הָ | wayyaḥšĕbehā | va-yahk-sheh-VEH-ha |
| it to him for righteousness. | לּ֖וֹ | lô | loh |
| צְדָקָֽה׃ | ṣĕdāqâ | tseh-da-KA |
Cross Reference
ଯାକୁବଙ୍କ ପତ୍ 2:23
ଏହାଦ୍ବାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ : ଅବ୍ରହାମ ପରମେଶ୍ବରଙ୍କୁ ବିଶ୍ବାସ କଲେ। ଓ ପରମେଶ୍ବର ଅବ୍ରହାମଙ୍କ ବିଶ୍ବାସକୁ ଗ୍ରହଣ କଲେ। ସହେି ବିଶ୍ବାସ ଅବ୍ରହାମଙ୍କୁ ପରମେଶ୍ବରଙ୍କ ନିକଟରେ ଧାର୍ମିକ କଲା।332 ପରମେଶ୍ବରଙ୍କ ମିତ୍ର333 ବୋଲି ଅବ୍ରହାମ ଡ଼କାଗଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:3
ଶାସ୍ତ୍ର କୁ ହେ, ଅବ୍ରାହାମ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ। ପରମେଶ୍ବର ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ। ଏହା ଦ୍ବାରା ପରମେଶ୍ବରଙ୍କ ପ୍ରତି ଅବ୍ରାହାମ ଧାର୍ମିକ ହେଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:9
ତବେେ ଏହି ଖୁସି କଣ କବଳେ ସୁନ୍ନତ ହାଇେଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହାଇେ ନାହାଁନ୍ତି ସମାନଙ୍କେ ପାଇଁ ମଧ୍ଯ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ବର ଅବ୍ରାହାମଙ୍କ ବିଶ୍ବାସକୁ ଗ୍ରହଣ କଲେ ଓ ସହେି ବିଶ୍ବାସ ଅବ୍ରାହାମକୁ ତାଙ୍କ ପ୍ରତି ଧାର୍ମିକ କଲା।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:6
ଅବ୍ରହାମଙ୍କ ବିଷୟ ରେ ଶାସ୍ତ୍ର ମଧ୍ଯ ଏହି କଥା କୁ ହେ : ଅବ୍ରହାମ ପରମେଶ୍ବରଙ୍କୁ ବିଶ୍ବାସ କଲେ ଓ ପରମେଶ୍ବର ତାହାଙ୍କ ନିଜ ସହିତ ଅବ୍ରହାମଙ୍କୁ ଧାର୍ମିକ କରିବା ପାଇଁ ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ।
ଗୀତସଂହିତା 106:31
ପରମେଶ୍ବର ଜାଣିଲେ ପୀନହସ୍ ସୁକର୍ମ କଲା। ପରମେଶ୍ବର ତାଙ୍କୁ ଅନନ୍ତକାଳ ମନେ ରଖିଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:11
ପରମେଶ୍ବର ଗ୍ରହଣ କରି ନଇେଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରାହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହବୋ ପୂର୍ବରୁ ପରମେଶ୍ବରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି ଓ ସୁନ୍ନତ ହାଇେ ନାହାଁନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରାହାମ ଅଟନ୍ତି। ସମାନେେ ବିଶ୍ବାସ କରନ୍ତି ଓ ଏହି କାରଣରୁ ସମାନେେ ପରମେଶ୍ବରଙ୍କ ପାଇଁ ଧାର୍ମିକ ବୋଲି ନିରୁପିତ ହୁଅନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:20
କିନ୍ତୁ ପରମେଶ୍ବରଙ୍କ ପ୍ରତି ତାହାଙ୍କର ବିଶ୍ବାସ ଦୁର୍ବଳ ହେଲା ନାହିଁ। ପରମେଶ୍ବର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି ତାହା ସେ କରିବା ରେ ସମର୍ଥ ଏଥି ରେ ଅବ୍ରାହାମ ଟିକେ ହେଲେ ସନ୍ଦହେ କଲେ ନାହିଁ। ବରଂ ତାହାଙ୍କର ବିଶ୍ବାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ବରଙ୍କୁ ଗୌରବ ଦେଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 11:8
ପରମେଶ୍ବର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ୟିବା ପାଇଁ ଡାକିଲେ। ପରମେଶ୍ବର ତାହାଙ୍କୁ ସହେି ଦେଶ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ବାସ ଦ୍ବାରା ମାନିଲେ, ଓ ସହେି ସ୍ଥାନ ପାଇଁ ପ୍ରସ୍ଥାନ କଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:19
ମାେ କହିବା କଥା ଯେ, ପରମେଶ୍ବର ଖ୍ରୀଷ୍ଟଙ୍କ ହତେୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କବଳେ ସତେିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦଇେଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ।