ଆଦି ପୁସ୍ତକ 1:6 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 1 ଆଦି ପୁସ୍ତକ 1:6

Genesis 1:6
ଏହାପରେ ପରମେଶ୍ବର କହିଲେ, ଜଳ ମଧିଅରେ ବୃହତ ଗମ୍ବୁଜ ଜାତ ହାଇେ ଜଳକୁ ଦୁଇଭାଗ କରୁ!

Genesis 1:5Genesis 1Genesis 1:7

Genesis 1:6 in Other Translations

King James Version (KJV)
And God said, Let there be a firmament in the midst of the waters, and let it divide the waters from the waters.

American Standard Version (ASV)
And God said, Let there be a firmament in the midst of the waters, and let it divide the waters from the waters.

Bible in Basic English (BBE)
And God said, Let there be a solid arch stretching over the waters, parting the waters from the waters.

Darby English Bible (DBY)
And God said, Let there be an expanse in the midst of the waters, and let it be a division between waters and waters.

Webster's Bible (WBT)
And God said, Let there be a firmament in the midst of the waters, and let it divide the waters from the waters.

World English Bible (WEB)
God said, "Let there be an expanse in the midst of the waters, and let it divide the waters from the waters."

Young's Literal Translation (YLT)
And God saith, `Let an expanse be in the midst of the waters, and let it be separating between waters and waters.'

And
God
וַיֹּ֣אמֶרwayyōʾmerva-YOH-mer
said,
אֱלֹהִ֔יםʾĕlōhîmay-loh-HEEM
Let
there
be
יְהִ֥יyĕhîyeh-HEE
firmament
a
רָקִ֖יעַrāqîaʿra-KEE-ah
in
the
midst
בְּת֣וֹךְbĕtôkbeh-TOKE
waters,
the
of
הַמָּ֑יִםhammāyimha-MA-yeem
and
let
וִיהִ֣יwîhîvee-HEE
it
divide
מַבְדִּ֔ילmabdîlmahv-DEEL

בֵּ֥יןbênbane
the
waters
מַ֖יִםmayimMA-yeem
from
the
waters.
לָמָֽיִם׃lāmāyimla-MA-yeem

Cross Reference

ଯିରିମିୟ 51:15
ସଦାପ୍ରଭୁ ଆପଣା ପରାକ୍ରମ ରେ ପୃଥିବୀ ନର୍ମାଣ କରିଅଛନ୍ତି। ସେ ଆପଣା ଜ୍ଞାନ ରେ ଜଗତ ସ୍ଥାପନ କରିଅଛନ୍ତି ଓ ଆପଣା ବୁଦ୍ଧି ରେ ସେ ଗଗନ ମଣ୍ଡଳ ବିସ୍ତାର କରିଅଛନ୍ତି।

ଗୀତସଂହିତା 104:2
ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର। ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।

ଆୟୁବ ପୁସ୍ତକ 37:18
ଆୟୁବ, ତୁମ୍ଭେ କ'ଣ ଆକାଶ ମଣ୍ଡଳ ବିସ୍ତାର କରିବା ପାଇଁ ପରମେଶ୍ବରଙ୍କୁ ସାହାୟ୍ଯ କରିପାରିବ ଏବଂ ମାର୍ଜିତ ପିତଳ ପରି ଚକ୍ଚକ୍ କରିପାରିବ।

ଗୀତସଂହିତା 33:6
ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା। ପରମେଶ୍ବରଙ୍କ ନିଶ୍ବାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।

ଆୟୁବ ପୁସ୍ତକ 26:7
ପରମେଶ୍ବର ଉତ୍ତର ଆକାଶ ବିସ୍ତାର କରନ୍ତି, ଶୂନ୍ଯ ସ୍ଥାନ ରେ ପରମେଶ୍ବର ପୃଥିବୀକୁ ଶୂନ୍ଯ ରେ ଟଙ୍ଗାଇ ରଖନ୍ତି।

ଗୀତସଂହିତା 33:9
କାରଣ ପରମେଶ୍ବରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା ସ ୟଦି ସେ କାହାରିକୁ ଚାଲୁରଖିବା ପାଇଁ ଚାହାନ୍ତି ତବେେ ଚାଲୁରଖି ପାରିବେ।

ଗୀତସଂହିତା 136:5
ପରମେଶ୍ବରଙ୍କର ପ୍ରଶଂସା କର ୟିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

ଯିରିମିୟ 10:12
ପରମେଶ୍ବର ସ୍ବପରାକ୍ରମ ରେ ପୃଥିବୀ ନିର୍ମାଣ କରିଅଛନ୍ତି। ସେ ନିଜର ଜ୍ଞାନଦ୍ବାରା ଜଗତ ସ୍ଥାପନ କରିଅଛନ୍ତି ଓ ନିଜ ବୁଦ୍ଧି ବଳ ରେ ପୃଥିବୀ ଉପ ରେ ଆକାଶମଣ୍ଡଳକୁ ବିସ୍ତାର କରିଅଛନ୍ତି।

ଯିଖରିୟ 12:1
ଏକ ସ୍ବର୍ଗୀଯ ବାଣୀ, ଇଶ୍ରାୟେଲ ବିଷଯ ରେ ସଦାପ୍ରଭୁଙ୍କର ଏହି ବାର୍ତ୍ତା। ଏହା ହେଉଛି ସଦାପ୍ରଭୁଙ୍କର ବାର୍ତ୍ତା ୟିଏକି ସ୍ବର୍ଗକୁ ବିସ୍ତାର କରିଅଛନ୍ତି ଏବଂ ପୃଥିବୀକୁ ସ୍ଥାପନ କରିଅଛନ୍ତି। ସେ ହେଉଛନ୍ତି ଜଣେ ୟିଏକି ମନୁଷ୍ଯମାନଙ୍କ ମଧିଅରେ ନିଶ୍ବାସ ପ୍ରଶ୍ବାସ ସ୍ଥାପନ କରିଅଛନ୍ତି।

ଗୀତସଂହିତା 19:1
ଆକାଶ ପରମେଶ୍ବରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ। ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।

ଯିରିମିୟ 10:10
ମାତ୍ର ସଦାପ୍ରଭୁ ସତ୍ଯ ପରମେଶ୍ବର ଅଟନ୍ତି। ସେ ଜୀବନ୍ତ ପରମେଶ୍ବର ଓ ଅନନ୍ତକାଳସ୍ଥାଯୀ ରାଜା। ଯେତବେେଳେ ସେ କୋପ କରନ୍ତି ପୃଥିବୀ କିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କୋର୍ଧ ସହ୍ଯ କରିପାରିବେ ନାହିଁ।

ଆଦି ପୁସ୍ତକ 1:20
ଏହାପରେ ପରମେଶ୍ବର କହିଲେ, ଜଳ ଜୀବିତ ପ୍ରାଣୀ ରେ ପୂର୍ଣ୍ଣ ହେଉ ଏବଂ ପକ୍ଷୀମାନେ ପୃଥିବୀ ଉପରେ ଓ ଆକାଶ ତାରଣେ ତଳେ ଉଡ଼ନ୍ତୁ।

ଆଦି ପୁସ୍ତକ 7:11
ଦ୍ବିତୀୟ ମାସର ସତର ଦିବସ ଯେ ତବେଳେ ନୋହଙ୍କୁ 600 ବର୍ଷ ବଯସ ହାଇେଥିଲା। ମହା ସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା।

ଆୟୁବ ପୁସ୍ତକ 26:13
ପରମେଶ୍ବରଙ୍କ ଶ୍ବାସ ଦ୍ବାରା ଆକାଶ ନିର୍ମଳ ଶାେଭାପାଏ। ପରମେଶ୍ବରଙ୍କ ହସ୍ତଦ୍ବାରା ପଳାଇୟିବା ସମୁଦ୍ର ସାପ ବନ୍ଦୀ ହୁଏ।

ଆୟୁବ ପୁସ୍ତକ 37:11
ପରମେଶ୍ବର ବାଦଲକୁ ଜଳ ରେ ପୂର୍ଣ୍ଣ କରନ୍ତି ଓ ସହେି ମେଘ ରେ ବିଜୁଳି ସୃଷ୍ଟି କରିଛନ୍ତି।

ଆୟୁବ ପୁସ୍ତକ 38:22
ଆୟୁବ, ତୁମ୍ଭେ କବେେ ମାରେ ଭଣ୍ଡାର ଘରକୁ ୟାଇଛ କି, ଯେଉଁଠା ରେ କି ମୁଁ ବରଫ ଏବଂ କୁଆପଥର ରଖିଛି।

ଗୀତସଂହିତା 148:4
ହେ ଉଚ୍ଚତମ ସ୍ବର୍ଗ, ତାଙ୍କର ପ୍ରଶଂସା କର ! ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।

ଗୀତସଂହିତା 150:1
ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ବରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର !ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ଯମଣ୍ଡଳରେ ତାଙ୍କର ପ୍ରଶଂସା କର।

ଉପଦେଶକ 11:3
କେତଗେୁଡ଼ିଏ କଥା ଅଛି ଯାହାକି ତୁମ୍ଭେ ନିଶ୍ଚିତ ହବେ। ଯଦି ମେଘମାଳା ବର୍ଷାବିନ୍ଦୁ ରେ ପୂର୍ଣ୍ଣ ହାଇେଥାନ୍ତି, ତବେେ ସଗେୁଡ଼ିକ ପୃଥିବୀ ରେ ପାଣି ଢ଼ାଳି ଦବେେ। ଏବଂ ବୃକ୍ଷ ଯଦି ଦକ୍ଷିଣ କିଅବା ଉତ୍ତର ଦିଗ ରେ ପଡ଼େ ତବେେ ଯେଉଁ ସ୍ଥାନ ରେ ପଡ଼େ ସହେି ସ୍ଥାନ ରେ ରହିବ।

ଆଦି ପୁସ୍ତକ 1:14
ଏହାପରେ ପରମେଶ୍ବର କହିଲେ, ଆକାଶର ତାରଣେ ରେ ଜ୍ଯୋତିଗଣ ଉତ୍ପନ୍ନ ହୁଅନ୍ତୁ। ସହେି ଜ୍ଯୋତିଗଣ ରାତ୍ରରୁ ଦିନକୁ ପୃଥକ୍ କରିବେ। ସହେି ଜାତିଗେଣ ଋତୁ, ଦିନ ଓ ବର୍ଷଗୁଡ଼ିକର ସମୟକାଳ ଦଖାଇବୋ ପାଇଁ ଚ଼ିହ୍ନ ରୂପେ ବ୍ଯବହୃତ ହବେ।