ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:19 in Oriya

ଓଡିଆ ଓଡିଆ ବାଇବେଲ ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3 ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:19

Galatians 3:19
ତା' ହେଲେ ବ୍ଯବସ୍ଥାର ପ୍ରଯୋଜନ କ'ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦଖାଇବୋ ଲାଗି ବ୍ଯବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶଷେ ସନ୍ତାନଙ୍କ ଆସିବା ପର୍ୟ୍ଯନ୍ତ ବ୍ଯବସ୍ଥା ଜାରି ରହିବାର ଥିଲା। ପରମେଶ୍ବରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧ ରେ ଥିଲା। ବ୍ଯବସ୍ଥାଗୁଡ଼ିକ ସ୍ବର୍ଗଦୂତମାନଙ୍କ ଜରିଆ ରେ ଦିଆଯାଇଥିଲା। ସ୍ବର୍ଗଦୂତମାନେ ମାଶାଙ୍କେ ମଧ୍ଯସ୍ଥତା ରେ ମନୁଷ୍ଯମାନଙ୍କୁ ଦେଲେ।

Galatians 3:18Galatians 3Galatians 3:20

Galatians 3:19 in Other Translations

King James Version (KJV)
Wherefore then serveth the law? It was added because of transgressions, till the seed should come to whom the promise was made; and it was ordained by angels in the hand of a mediator.

American Standard Version (ASV)
What then is the law? It was added because of transgressions, till the seed should come to whom the promise hath been made; `and it was' ordained through angels by the hand of a mediator.

Bible in Basic English (BBE)
What then is the law? It was an addition made because of sin, till the coming of the seed to whom the undertaking had been given; and it was ordered through angels by the hand of a go-between.

Darby English Bible (DBY)
Why then the law? It was added for the sake of transgressions, until the seed came to whom the promise was made, ordained through angels in [the] hand of a mediator.

World English Bible (WEB)
What then is the law? It was added because of transgressions, until the seed should come to whom the promise has been made. It was ordained through angels by the hand of a mediator.

Young's Literal Translation (YLT)
Why, then, the law? on account of the transgressions it was added, till the seed might come to which the promise hath been made, having been set in order through messengers in the hand of a mediator --

Wherefore
Τίtitee
then
οὖνounoon
serveth
the
hooh
law?
νόμοςnomosNOH-mose
added
was
It
τῶνtōntone
because
παραβάσεωνparabaseōnpa-ra-VA-say-one

of
χάρινcharinHA-reen
transgressions,
προσετέθηprosetethēprose-ay-TAY-thay
till
ἄχριςachrisAH-hrees
the
οὗhouoo
seed
ἔλθῃelthēALE-thay

τὸtotoh
should
come
σπέρμαspermaSPARE-ma
whom
to
oh
the
promise
was
made;
ἐπήγγελταιepēngeltaiape-AYNG-gale-tay
ordained
was
it
and
διαταγεὶςdiatageisthee-ah-ta-GEES
by
δι'dithee
angels
ἀγγέλωνangelōnang-GAY-lone
in
ἐνenane
hand
the
χειρὶcheirihee-REE
of
a
mediator.
μεσίτουmesitoumay-SEE-too

Cross Reference

ରେରିତମାନଙ୍କ କାର୍ଯ୍ୟର ବିବରଣ 7:53
ତୁମ୍ଭମାନେେ ପରମେଶ୍ବରଙ୍କ ଦୂତ ଦ୍ବାରା ମାଶାଙ୍କେୁ ଦିଆଯାଇଥିବା ବ୍ଯବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ଯ ହାଇନୋହଁ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:16
ସେ ଚୁକ୍ତିକୁ ମଧ୍ଯ ଏଡ଼ାଇ ଦଇେ ହୁଏ ନାହିଁ। ସହେିପରି ପରମେଶ୍ବର ଅବ୍ରହାମ ଓ ତାହାଙ୍କ ସନ୍ତାନଙ୍କୁ ପ୍ରତିଶୃତି ଦଇେଥିଲେ। କିନ୍ତୁ ସେ ତାହାଙ୍କର ସମସ୍ତ ବଂଶଧର ପାଇଁ ଏହି ପ୍ରତିଜ୍ଞା ଦଇେ ନ ଥିଲେ। ତା'ର ଅର୍ଥ ଜଣେ ମାତ୍ର ବ୍ଯକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସହେି ବ୍ଯକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ।

ଏବ୍ରୀମାନଙ୍କ ନିକଟକୁ ପତ୍ର 2:2
ସ୍ବର୍ଗଦୂତମାନଙ୍କ ମାଧ୍ଯମ ରେ ପରମେଶ୍ବର କହିଥିବା ଶିକ୍ଷା ସତ୍ଯ ବୋଲି ଦଖାଇେ ଦିଆଗଲା। ପ୍ରେତ୍ୟକକ ଥର ୟିହୁଦୀମାନେ ତାହାର ବିରୁଦ୍ଧାଚରଣ କରି ଦଣ୍ଡ ପାଇଥିଲେ। ଯେତବେେଳେ ସହେି ଶିକ୍ଷାକୁ ସମାନେେ ଅବମାନନା କଲେ, ସମାନେେ ଦଣ୍ଡିତ ହେଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:7
ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ଯବସ୍ଥା ହେଉଛି ଏକା କଥା। ଏହା ସତ୍ଯ ନୁହେଁ। କିନ୍ତୁ ବ୍ଯବସ୍ଥା ହେଉଛି ଏକମାତ୍ର ଉପାୟ ଯାହା ଦ୍ବାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କବେେ ହେଲେ ଜାଣି ପାରି ନଥାନ୍ତି, ଲୋଭ କରିବା ଅର୍ଥ କଣ। କିନ୍ତୁ ବ୍ଯବସ୍ଥା କହିଲା, ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କବେେ ହେଲେ ଲୋଭ କର ନାହିଁ।

ଦିତୀୟ ବିବରଣ 5:5
ସହେି ସମୟରେ, ମୁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ଯ କହିବା ନିମନ୍ତେ ସହେି ସ୍ଥାନ ରେ ସଦାପ୍ରଭୁଙ୍କର ଓ ତୁମ୍ଭମାନଙ୍କ ମଧିଅରେ ଛିଡା ହଲିେ କାରଣ ତୁମ୍ଭମାନେେ ଅଗ୍ନିକକ୍ସ୍ଟ ଭୟ କଲ, ଏବଂ ସେଥିପାଇଁ ତୁମ୍ଭମାନେେ ପର୍ବତ ଉପରକକ୍ସ୍ଟ ଗଲ ନାହିଁ। ତାଙ୍କର ବାକ୍ଯ ଏହିସବୁ,

ରେରିତମାନଙ୍କ କାର୍ଯ୍ୟର ବିବରଣ 7:38
ଏହି ମାଶାେ ମରୁଭୂମିରେ ଯିହୂଦୀମାନଙ୍କ ମଣ୍ଡଳୀ ରେ ଥିଲେ। ଯେଉଁ ସ୍ବର୍ଗଦୂତ ସୀନୟ ପର୍ବତ ରେ ରହି ତାହାଙ୍କ ସହିତ କଥାବାର୍ତ୍ତା ହାଇେଥିଲେ, ସହେି ସ୍ବର୍ଗଦୂତ ଆମ୍ଭ ପିତୃପୁରୁଷ ମାଶାଙ୍କେ ସହିତ ଥିଲେ, ମାଶାେ ପରମେଶ୍ବରଙ୍କ ଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ। ଏହି ଆଜ୍ଞାସବୁ ମାଶାେ ଆମ୍ଭମାନଙ୍କୁ ଦେଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:15
କାରଣ ବ୍ଯବସ୍ଥା ପାଳନ ନକରିବା ଦ୍ବାରା ବ୍ଯବସ୍ଥା ପରମେଶ୍ବରଙ୍କର କୋରଧ ଆଣିଥାଏ। କିନ୍ତୁ ଯଦି ବ୍ଯବସ୍ଥା ନଥାନ୍ତା, ତା' ହେଲେ ଅବାଧ୍ଯ ହବୋର ପ୍ରଶ୍ନ ଉଠିବ ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:1
ଅତଏବ ଯିହୂଦୀମାନଙ୍କଠା ରେ କଣ ଅଧିକ ଅଛି ଯାହା ଅନ୍ୟ ଲୋକମାନଙ୍କଠା ରେ ନାହିଁ? ଅସୁନ୍ନତ ହବୋ ରେ କଣ ବିଶଷେ ମୂଲ୍ଯ ଅଛି?

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:19
ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:20
ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:21
ଏହାର ଅର୍ଥ କ'ଣ ଏହା ଯେ ବ୍ଯବସ୍ଥା ପରମେଶ୍ବରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତ ରେ ଜୀବନ ଭଳି ବ୍ଯବସ୍ଥା ଯଦି ଦିଆଯାଇ ପାରିଥାଆନ୍ତା, ତବେେ ସହେି ବ୍ଯବସ୍ଥା ଦ୍ବାରା ପରମେଶ୍ବରଙ୍କ ସହିତ ଆମ୍ଭେ ପ୍ରକୃତ ରେ ଧାର୍ମିକ ହାଇେ ପାରିଥାଆନ୍ତୁ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:1
ମୁଁ କହୁଛି ଯେ, ଯେପର୍ୟ୍ଯନ୍ତ ଜଣେ ଉତ୍ତରାଧିକାରୀ ଅବସ୍ଥା ରେ ଅଛି, ସେ ସମସ୍ତ ସମ୍ପତ୍ତିର ମାଲିକ ହାଇେଥିଲେ ମଧ୍ଯ, ଜଣେ ଦାସଠାରୁ ବେଶି ଭିନ୍ନ ନୁହେଁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:8
ଆମ୍ଭେ ଜାଣୁ ଯେ, ବ୍ଯବସ୍ଥା ଭଲ, ଯଦି ଲୋକେ ଠିକ୍ ଭାବରେ ଏହାକୁ ବ୍ଯବହାର କରନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 2:5
ଯେଉଁ ଭାବୀଜଗତ ବିଷୟ ରେ ଆମ୍ଭେ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରମେଶ୍ବର ଦୂତମାନଙ୍କୁ ବାଛି ନାହାନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:13
ବ୍ଯବସ୍ଥାକୁ କବଳେ ଶୁଣିଥିଲେ କହେି ପରମେଶ୍ବରଙ୍କ ପ୍ରତି ଧାର୍ମିକ ହାଇେ ପାରିବ ନାହିଁ। ବ୍ଯବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ଯବସ୍ଥା, ଲୋକମାନଙ୍କୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ।

ଯୋହନଲିଖିତ ସୁସମାଚାର 15:22
ମୁଁ ଯଦି ଆସି ନଥାନ୍ତି ଓ ଏଜଗତର ଲୋକମାନଙ୍କୁ କହିନଥାନ୍ତି, ତବେେ ସମାନେେ ପାପରେ ଦୋଷୀ ବୋଲି ବିବଚେିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସମାନଙ୍କେୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସମାନଙ୍କେ ପାଖ ରେ କୌଣସି ଆଳ ନାହିଁ।

ଯୋହନଲିଖିତ ସୁସମାଚାର 5:45
ଭାବ ନାହିଁ ଯେ ମୁଁ ପରମପିତାଙ୍କ ଆଗ ରେ ତୁମ୍ଭ ବିରୁଦ୍ଧ ରେ ଅଭିଯୋଗ କରିବି। ମାଶାେ ହେଉଛନ୍ତି ଜଣେ, ୟିଏ ତୁମ୍ଭ ବିରୁଦ୍ଧ ରେ ଅଭିଯୋଗ କରନ୍ତି। ତୁମ୍ଭେ ମାଶାଙ୍କେଠା ରେ ଭରସା ରଖିଛ ଯେ ସେ ତୁମ୍ଭକୁ ଉଦ୍ଧାର କରିବେ।

ଯାତ୍ରା ପୁସ୍ତକ 24:1
ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇଶ୍ରାୟେଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭମାନେେ ଦୂରରୁ ମାେତେ ଉପାସନା କରିବ।

ଯାତ୍ରା ପୁସ୍ତକ 34:27
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଏ ସମସ୍ତ ଲୋଖ ଯାହା ଆମ୍ଭେ ସବୁ କହିଲୁ। ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ ଏବଂ ତୁମ୍ଭର ଇଶ୍ରାୟେଲୀୟ ଲୋକମାନଙ୍କ ସହିତ କଲୁ।

ଲେବୀୟ ପୁସ୍ତକ 15:32
ଧାତୁ ସ୍ରାବ ଓ ବିର୍ୟ୍ଯ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହାଦ୍ବାରା ଅଶୁଚି ହୁଏ।

ଦିତୀୟ ବିବରଣ 4:8
ଯେଉଁସବୁ ଯଥାର୍ଥା ବିଧି ଓ ବ୍ଯବସ୍ଥା ଯେପରି ଶିକ୍ଷା ଆଦି ଦଇେଅଛି, ତାହା ତକ୍ସ୍ଟଲ୍ଯ କୌଣସି ଜାତିଗଣ ମଧିଅରେ ନାହିଁ।

ଦିତୀୟ ବିବରଣ 5:22
ମାଶାେ କହିଲେ, ସଦାପ୍ରଭୁ ପର୍ବତ ରେ ଅଗ୍ନି ଓ ମେଘ ଓ ଘାରେ ଅନ୍ଧାର ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କର ସମସ୍ତ ସମାଜପ୍ରତି ଏହି ସମସ୍ତ ବାକ୍ଯ ଉଚ୍ଚସ୍ବର ରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦକ୍ସ୍ଟଇଖଣ୍ତ ପ୍ରସ୍ତର ପଟା ରେ ଲେଖି ମାେତେ ଦେଲେ।

ଦିତୀୟ ବିବରଣ 9:13
ସଦାପ୍ରଭୁ ମାେତେ କହିଲେ, 'ଆମ୍ଭେ ଏହି ଲୋକମାନଙ୍କୁ ଦେଖିଲକ୍ସ୍ଟ, ଆଉ ଏମାନେ ଶକ୍ତଗ୍ରୀବ ଲୋକ।

ଦିତୀୟ ବିବରଣ 9:25
ଏହିପରି ମୁ ମକ୍ସ୍ଟହଁ ମାଡି ଚାଳିଶ ଦିନ ଚାଳିଶରାତି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପଡି ରହିଲି। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ।

ଦିତୀୟ ବିବରଣ 18:15
ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ଯଦ୍ ବକ୍ତଙ୍କକ୍ସ୍ଟ ପଠାଇବେ। ଏହି ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ବାଛିବେ। ସେ ମାେ ତକ୍ସ୍ଟଲ୍ଯ ହବେ। ତୁମ୍ଭମାନେେ ସହେି ଭବିଷ୍ଯଦ୍ ବକ୍ତାଙ୍କ କଥାକକ୍ସ୍ଟ ପାଳନ କରିବ।

ଦିତୀୟ ବିବରଣ 33:2
ମାଶାେ ଆଶୀର୍ବାଦ କଲେ ଏବଂ କହିଲେ,

ଗୀତସଂହିତା 106:23
ପରମେଶ୍ବର ଚାହିଁଥିଲେ ସହେି ଲୋକମାନଙ୍କୁ ସଂପୂର୍ଣ୍ଣ ଧ୍ବଂସ କରିବାକୁ କିନ୍ତୁ ମାଶାେ ତାହାଙ୍କ ମନୋନୀତ ବ୍ଯକ୍ତି ତାଙ୍କର କୋପ ଫରୋଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନାଶ କଲେ ନାହିଁ।

ଗୀତସଂହିତା 147:19
ପରମେଶ୍ବର ୟାକୁବକୁ ଆପଣା ଆଦେଶ ଦେଲେ, ପରମେଶ୍ବର ଇଶ୍ରାୟେଲ ପ୍ରତି ଆପଣା ବ୍ଯବସ୍ଥା ଓ ବିଧି ପ୍ରକାଶ କଲେ !

ଲୂକଲିଖିତ ସୁସମାଚାର 16:31
କିନ୍ତୁ ଅବ୍ରହାମ ତାହାକୁ କହିଲେ, 'ନା, ଯଦି ତୁମ୍ଭ ଭାଇମାନେ ମାଶାେ ଓ ଭବିଷ୍ଯଦ୍ବକ୍ତାଙ୍କ କଥା ଶୁଣିବେ ନାହିଁ, ତବେେ ସମାନେେ ମୃତ୍ଯୁରୁ ଫରେି ଆସି ଥିବା କୌଣସି ଲୋକଙ୍କ କଥା ମଧ୍ଯ ଶୁଣିବେ ନାହିଁ।'

ଯୋହନଲିଖିତ ସୁସମାଚାର 1:17
ମାଶାଙ୍କେ ଦ୍ବାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଅନୁଗ୍ରହ ଓ ସତ୍ଯ ମାର୍ଗ ଆସିଲା।

ଯାତ୍ରା ପୁସ୍ତକ 20:19
ଆଉ ସମାନେେ ମାଶାଙ୍କେୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ ଆମ୍ଭମାନେେ ଶୁଣିବୁ, ମାତ୍ର ପରମେଶ୍ବର ଆମ୍ଭମାନଙ୍କ ସଙ୍ଗେ କଥା ନ କୁହନ୍ତୁ, ନ ହେଲ ଆମ୍ଭମାନେେ ମରିୟିବୁ।