ଯିହିଜିକଲ 43:5 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 43 ଯିହିଜିକଲ 43:5

Ezekiel 43:5
ତା'ପ ରେ ଆତ୍ମାଟି ମାେତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ। ଆଉ ସଦାପ୍ରଭୁଙ୍କ ମହିମା ରେ ମନ୍ଦିର ପରିପୂର୍ଣ୍ଣ ହେଲା।

Ezekiel 43:4Ezekiel 43Ezekiel 43:6

Ezekiel 43:5 in Other Translations

King James Version (KJV)
So the spirit took me up, and brought me into the inner court; and, behold, the glory of the LORD filled the house.

American Standard Version (ASV)
And the Spirit took me up, and brought me into the inner court; and, behold, the glory of Jehovah filled the house.

Bible in Basic English (BBE)
And the spirit, lifting me up, took me into the inner square; and I saw that the house was full of the glory of the Lord.

Darby English Bible (DBY)
And the Spirit lifted me up, and brought me into the inner court; and behold, the glory of Jehovah filled the house.

World English Bible (WEB)
The Spirit took me up, and brought me into the inner court; and, behold, the glory of Yahweh filled the house.

Young's Literal Translation (YLT)
And take me up doth the Spirit, and bringeth me in unto the inner court, and lo, the honour of Jehovah hath filled the house.

So
the
spirit
וַתִּשָּׂאֵ֣נִיwattiśśāʾēnîva-tee-sa-A-nee
up,
me
took
ר֔וּחַrûaḥROO-ak
and
brought
וַתְּבִאֵ֕נִיwattĕbiʾēnîva-teh-vee-A-nee
me
into
אֶלʾelel
inner
the
הֶֽחָצֵ֖רheḥāṣērheh-ha-TSARE
court;
הַפְּנִימִ֑יhappĕnîmîha-peh-nee-MEE
and,
behold,
וְהִנֵּ֛הwĕhinnēveh-hee-NAY
the
glory
מָלֵ֥אmālēʾma-LAY
Lord
the
of
כְבוֹדkĕbôdheh-VODE
filled
יְהוָ֖הyĕhwâyeh-VA
the
house.
הַבָּֽיִת׃habbāyitha-BA-yeet

Cross Reference

ଯିହିଜିକଲ 11:24
ତା'ପ ରେ ଗୋଟିଏ ପବନ ମାେତେ ଉଠାଇଲା ଏବଂ ନିର୍ବାସିତରୂପେ ମାେତେ ବାବିଲକୁ ନଇଗେଲା। ପରମେଶ୍ବରଙ୍କର ଆତ୍ମା ଦ୍ବାରା ମୁଁ ଦର୍ଶନ ରେ ଏହିସବୁ ଜିନିଷଗୁଡ଼ିକ ଦେଖିଲି। ତା'ପ ରେ ଯେଉଁ ଦର୍ଶନ ମୁଁ ଦେଖିଥିଲି ଚାଲିଗଲା।

ଯିହିଜିକଲ 8:3
ତା'ପ ରେ ଆମ୍ଭେ ଦେଖିଲୁ, ସେ ଏକ ହସ୍ତ ପରି ଜଣାଯାଉଥିବା କିଛି ବିସ୍ତାର କରି ମାରେକେଶ ଧରିଲେ। ତା'ପ ରେ ପବନ ମାେତେ ଉଠାଇ ନଲୋ, ପୃଥିବୀ ଓ ଆକାଶର ମଧ୍ଯବର୍ତ୍ତୀ ସ୍ଥାନ ରେ ରଖି ଦଲୋ। ଏବଂ ପରମେଶ୍ବରଙ୍କର ଦର୍ଶନକ୍ରମେ ୟିରୁଶାଲମର ଭିତର ପ୍ରାଙ୍ଗଣର ଉତ୍ତରାମୁଖୀ ପ୍ରବେଶ ସ୍ଥାନର ଦ୍ବାର ନିକଟକୁ ମାେତେ ଆଣିଲେ। ସଠାେ ରେ ଏକ ମୂର୍ତ୍ତି ଥିଲା, ଯାହା ପରମେଶ୍ବରଙ୍କର କୋରଧର କାରଣ ହେଲା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:2
ମୁଁ ଚଉଦ ବର୍ଷ ପୂର୍ବରୁ ଘଟି ଥିବା ଗୋଟିଏ ଘଟଣା କହୁଛି। ଜଣେ ଖ୍ରୀଷ୍ଟ ରେ ଥିବା ଲୋକକୁ ମୁଁ ଜାଣେ (ସ୍ବଦହେ ରେ କି ଦହରହେିତ ହାଇେ, ତାହା ମୁଁ ଜାଣେ ନାହିଁ, ପରମେଶ୍ବର ଜାଣନ୍ତି) ଯାହାଙ୍କୁ ତୃତୀୟ ସ୍ବର୍ଗକୁ ନିଆଗଲା।

ଯିହିଜିକଲ 44:4
ତା'ପ ରେ ସେ ମାେତେ ଉତ୍ତର ଦ୍ବାର ଦଇେ ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖକୁ ଆଣିଲେ। ତା'ପ ରେ ମୁଁ ଦୃଷ୍ଟିପାତ କରି ଦେଖିଲି ସଦାପ୍ରଭୁଙ୍କ ମନ୍ଦିର ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ୍ଣ ଥିଲା। ତେଣୁ ମୁଁ ଭୂମିକୁ ଛୁଇଁ ପ୍ରଣାମ କଲି।

ପ୍ରଥମ ରାଜାବଳୀ 8:10
ଯାଜକମାନେ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ମହାପବିତ୍ର ସ୍ଥାନ ରେ ରଖି ସାରିଲା ପରେ ବାହାରି ଆସିଲେ, ଏବଂ ସଦାପ୍ରଭୁଙ୍କ ମନ୍ଦିର ମେଘ ରେ ପରିପୂର୍ଣ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:39
ସମାନେେ ଦୁ ହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ନଇଗେଲେ। ନଫୁସକ ତାହାଙ୍କୁ ଆଉ ଦେଖିପାରିଲେ ନାହିଁ। ସେ ଖୁସି ରେ ତାହାଙ୍କ ବାଟରେ ଚ଼ାଲିଗଲେ।

ହଗୟ 2:7
ଆମ୍ଭେ ସମସ୍ତ ଦେଶକୁ ଥରାଇ ଦବୋ ଏବଂ ସମାନେେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା'ପ ରେ ଆମ୍ଭ ଏହି ମନ୍ଦିରକୁ ମହିମା ରେ ପୂର୍ଣ୍ଣ କରିବା। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି।

ଯିହିଜିକଲ 40:2
ଦର୍ଶନ ୟୋଗେ ପରମେଶ୍ବର ମାେତେ ଇଶ୍ରାୟେଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତ ରେ ବସାଇଲେ। ସହେି ପର୍ବତ ଉପ ରେ ମାରେ ସମ୍ମୁଖ ରେ ଗୋଟିଏ ନଗର ତୁଲ୍ଯ ଆକୃତି ଥିଲା।

ଯିହିଜିକଲ 37:1
ସଦାପ୍ରଭୁଙ୍କର ହସ୍ତ ମାେ ଆଡ଼କୁ ପ୍ରସାରିତ ହେଲା ଓ ସେ ତାଙ୍କ ଆତ୍ମା ରେ ମାେତେ ବାହାରକୁ ନଇୟୋଇ ଉପତ୍ୟକାର ମଧ୍ଯସ୍ଥଳୀ ରେ ବସାଇଲେ ଏବଂ ସହେି ଉପତ୍ୟକା ଅସ୍ଥି ରେ ପରିପୂର୍ଣ୍ଣ ଥିଲା।

ଯିହିଜିକଲ 10:4
ସଦାପ୍ରଭୁଙ୍କର ମହିମା କିରୂବଦୂତର ଉପରୁ ଉଠିଲା ଏବଂ ମନ୍ଦିରର ଦ୍ବାର ଆଡ଼କୁ ଗଲା, ତେଣୁ ଗୃହ ମେଘ ରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ମହିମାରୁ ଉଜ୍ଜ୍ବଳ ତଜେ ରେ ପରିପୂର୍ଣ୍ଣ ହେଲା।

ଯିହିଜିକଲ 3:12
ଏହାପ ରେ ଆତ୍ମା ମାେତେ ଉପରକୁ ଉଠାଇଲା, ଏବଂ ମୁଁ ମାରେ ପଛ ରେ ଏକ ଶବ୍ଦ ଶୁଣିଲି। ତାହା ଏକ ବଜ୍ର ଧ୍ବନି ଥିଲା, ଏହା ଶୁଣାଗଲା, ଧନ୍ଯ ସଦାପ୍ରଭୁଙ୍କର ମହିମା।

ଯିଶାଇୟ 6:3
ସମାନେେ ପରସ୍ପରକୁ ଡ଼ାକି କହୁଥିଲେ, ସର୍ବ ଶକ୍ତିମାନ ସଦାପ୍ରଭୁ ଧର୍ମମଯ, ଧର୍ମମଯ, ଧର୍ମମଯ। ତାଙ୍କର ମହିମା ସମଗ୍ର ପୃଥିବୀ ରେ ବ୍ଯାପିୟାଇଛି।' ସହେି ଦବଦେୂତମାନଙ୍କର ସ୍ବର ଅତି ଉଚ୍ଚ ଥିଲା।

ପରମଗୀତ 1:4
ମାେତେ ଏକା ତୁମ୍ଭ ପାଖକୁ ଟାଣିନିଅ। ଆସ ଆମ୍ଭେ ଏକତ୍ରୀତ ହାଇେ ଦୌଡ଼ିବା। ରାଜା ଆପଣା ଅନ୍ତଃପୁରକୁ ମାେତେ ଆଣିଅଛନ୍ତି।

ଦିତୀୟ ବଂଶାବଳୀ 5:14
ସହେି ମେଘ ହତେୁ ଯାଜକମାନେ ସମାନଙ୍କେର ସବୋ ଜାରି ରଖିପାରିଲେ ନାହିଁ। କାରଣ, ସଦାପ୍ରଭୁଙ୍କ ମହିମା ପରମେଶ୍ବରଙ୍କ ମନ୍ଦିରକୁ ପୂର୍ଣ୍ଣ କରିଥିଲା।

ଦିତୀୟ ରାଜାବଳୀ 2:16
ସମାନେେ ତାଙ୍କୁ କହିଲେ, ଦେଖ, ଆମ୍ଭ ସହିତ ପଗ୍ଭଶ ବଳବାନ୍ ଲୋକ ଅଛନ୍ତି। ଆମ୍ଭେ ବିନଯ କରୁଛୁ, ସମାନଙ୍କେୁ ତୁମ୍ଭର ମହାଶୟଙ୍କୁ ଖାଜେିବା ରେ ୟିବାକୁ ଦିଅ। ହାଇପୋ ରେ ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଉର୍ଦ୍ଧ୍ବକୁ ନଇେ କୌଣସି ପର୍ବତ କି ଉପତ୍ୟକା ଉପରେ ପକାଇ ଦଇେଥିବେ।

ପ୍ରଥମ ରାଜାବଳୀ 18:12
ଯଦି ମୁଁ ୟାଇ ତୁମ୍ଭ ବିଷଯ ରେ ରାଜା ଆହାବ୍ଙ୍କୁ ଜଣାଏ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭରୁ ମାରେ ଅଜଣା ସ୍ଥାନକୁ ନଇେଯିବେ। ଯେତବେେଳେ ଆହାବ୍ ତୁମ୍ଭକୁ ନ ପାଇବେ ସେ ମାେତେ ହତ୍ଯା କରିବେ। ମାତ୍ର ମୁଁ ବାଲ୍ଯ କାଳରୁ ସଦାପ୍ରଭୁଙ୍କ ଅନୁଗାମୀ ହାଇେ ଆସୁଛି।

ଯାତ୍ରା ପୁସ୍ତକ 40:34
ଏହାପରେ ସହେି ମେଘ ସମାଗମ ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା।