Ezekiel 37:6
ପୁଣି ମୁଁ ତୁମ୍ଭମାନଙ୍କ ଉପ ରେ ଶିରା ଓ ମାଂସ ଉତ୍ପନ୍ନ କରିବି। ଆଉ ଚର୍ମ ରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବି ଓ ତୁମ୍ଭମାନଙ୍କ ମଧିଅରେ ପ୍ରାଣବାଯୁ ଦବେି। ଆଉ ତୁମ୍ଭମାନେେ ଜୀବିତ ହବେ। ତହିଁରେ ଏହା ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।'
Ezekiel 37:6 in Other Translations
King James Version (KJV)
And I will lay sinews upon you, and will bring up flesh upon you, and cover you with skin, and put breath in you, and ye shall live; and ye shall know that I am the LORD.
American Standard Version (ASV)
And I will lay sinews upon you, and will bring up flesh upon you, and cover you with skin, and put breath in you, and ye shall live; and ye shall know that I am Jehovah.
Bible in Basic English (BBE)
And I will put muscles on you and make flesh come on you, and put skin over you, and breath into you, so that you may have life; and you will be certain that I am the Lord.
Darby English Bible (DBY)
And I will put sinews upon you, and will bring up flesh upon you, and cover you with skin, and put breath in you, and ye shall live: and ye shall know that I [am] Jehovah.
World English Bible (WEB)
I will lay sinews on you, and will bring up flesh on you, and cover you with skin, and put breath in you, and you shall live; and you shall know that I am Yahweh.
Young's Literal Translation (YLT)
and I have given on you sinews, and cause flesh to come up upon you, and covered you over with skin, and given in you a spirit, and ye have lived, and ye have known that I `am' Jehovah.'
| And I will lay | וְנָתַתִּי֩ | wĕnātattiy | veh-na-ta-TEE |
| sinews | עֲלֵיכֶ֨ם | ʿălêkem | uh-lay-HEM |
| upon | גִּידִ֜ים | gîdîm | ɡee-DEEM |
| up bring will and you, | וְֽהַעֲלֵתִ֧י | wĕhaʿălētî | veh-ha-uh-lay-TEE |
| flesh | עֲלֵיכֶ֣ם | ʿălêkem | uh-lay-HEM |
| upon | בָּשָׂ֗ר | bāśār | ba-SAHR |
| you, and cover | וְקָרַמְתִּ֤י | wĕqāramtî | veh-ka-rahm-TEE |
| עֲלֵיכֶם֙ | ʿălêkem | uh-lay-HEM | |
| skin, with you | ע֔וֹר | ʿôr | ore |
| and put | וְנָתַתִּ֥י | wĕnātattî | veh-na-ta-TEE |
| breath | בָכֶ֛ם | bākem | va-HEM |
| live; shall ye and you, in | ר֖וּחַ | rûaḥ | ROO-ak |
| know shall ye and | וִחְיִיתֶ֑ם | wiḥyîtem | veek-yee-TEM |
| that | וִידַעְתֶּ֖ם | wîdaʿtem | vee-da-TEM |
| I | כִּֽי | kî | kee |
| am the Lord. | אֲנִ֥י | ʾănî | uh-NEE |
| יְהוָֽה׃ | yĕhwâ | yeh-VA |
Cross Reference
ଯୋୟେଲ 2:27
ଏହାଦ୍ବାରା ତୁମ୍ଭମାନେେ ଜାଣିବ ଯେ ଆମ୍ଭେ ଇଶ୍ରାୟେଲ ସହିତ ଅଛୁ। ଆଉ ମଧ୍ଯ ତୁମ୍ଭମାନେେ ଜାଣିବ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର, ତୁମ୍ଭର ଅନ୍ୟ କହେି ପରମେଶ୍ବର ନାହିଁନ୍ତି। ଆମ୍ଭର ଲୋକମାନେ ଆଉ କବେେ ଲଜ୍ଜିତ ହବେେ ନାହିଁ।
ଯୋୟେଲ 3:17
ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ଆମ୍ଭେ ପବିତ୍ର ପର୍ବତ ସିଯୋନ ରେ ବାସ କରିବା। ୟିରୁଶାଲମ ଗୋଟିଏ ପବିତ୍ର ସ୍ଥାନ ରେ ପରିଣତ ହବେ। ବିଦେଶୀଯମାନେ ଆଉ ଏହି ନଗର ରେ ପ୍ରବେଶ କରିପାରିବେ ନାହିଁ।
ଯିଶାଇୟ 49:23
ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହବେେ ଓ ସମାନଙ୍କେର ରାଣୀମାନେ ତୁମ୍ଭର ପାଳିତା ମାତା ହବେେ, ସମାନେେ ନତମୁଖ ହାଇେ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭର ପାଦର ଧୂଳି ଚାଟିବେ ; ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପ ରେ ବିଶ୍ବାସ ରଖନ୍ତି, ସେ ଲଜ୍ଜିତ ହବେେ ନାହିଁ, ଏହା ତୁମ୍ଭେ ଜାଣିବ।
ଯିହିଜିକଲ 6:7
ତୁମ୍ଭମାନଙ୍କର ଲୋକମାନେ ନିହତ ହବେ, ତାହା ହେଲେ ତୁମ୍ଭମାନେେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ।'
ଯିହିଜିକଲ 34:27
କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ଯଗୁଡ଼ିକ ଉତ୍ପନ୍ନ କରିବ। ଏବଂ ସମାନେେ ନିଜ ଦେଶ ରେ ନିରାପଦ ରେ ରହିବେ। ଆଉ ମୁଁ ସମାନଙ୍କେ ୟୁଆଳିର ଖିଲ ଭାଙ୍ଗିବି ଓ ସମାନଙ୍କେୁ ଦାସତ୍ବ କରିବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କରିବି। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
ଯିହିଜିକଲ 35:9
ମୁଁ ଚିରକାଳ ଶୂନ୍ଯସ୍ଥାନ କରିବି ଓ ତୁମ୍ଭର ନଗରଗୁଡ଼ିକ ଜନଶୂନ୍ଯ ହବେ। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭମାନେେ ଜାଣିବ।
ଯିହିଜିକଲ 38:23
ଏବଂ ଏହି ପ୍ରକା ରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦଖାଇେ ଦବେି ଯେ, ମୁଁ ମହାନ୍ ଓ ପବିତ୍ର ଅଟେ। ତାହା ହେଲେ ସମାନେେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।
ଯିହିଜିକଲ 39:6
ପରମେଶ୍ବର କହିଲେ, ପୁଣି ନିରାପଦ ରେ ବାସ କରୁଛନ୍ତି ବୋଲି ମନେ କରୁଥିବା ମାଗୋଗର ଓ ଦ୍ବୀପ ସମୂହ ଉପରକୁ ମୁଁ ଅଗ୍ନି ପ୍ ରରଣେ କରିବି। ତହିଁରେ ଏହା ସମାନେେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।
ଯିହିଜିକଲ 39:28
ପୁଣି ମୁଁ ଯେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଅଟେ। ତାହା ସମାନେେ ଜାଣିବେ। ମୁଁ ନାନା ଜାତିମାନଙ୍କ ମଧିଅରେ ସମାନଙ୍କେୁ ନିର୍ବାସିତ କରାଇଲି ଓ ପୁନର୍ବାର ସମାନଙ୍କେ ନିଜ ଦେଶ ରେ ସମାନଙ୍କେୁ ସଂଗ୍ରହ କରିଅଛି। ମୁଁ ସମାନଙ୍କେର କାହାକୁ ଆଉ ସଠାେ ରେ ରଖିବି ନାହିଁ।
ଯିହିଜିକଲ 39:22
ସହେି ଦିନଠାରୁ ଇଶ୍ରାୟେଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସମାନଙ୍କେର ପରମେଶ୍ବର ଅଟୁ।
ଯିହିଜିକଲ 37:14
ଆଉ ମୁଁ ତୁମ୍ଭମାନଙ୍କ ମଧିଅରେ ଆପଣା ଆତ୍ମା ପ୍ରବେଶ କରାଇବି। ତହିଁରେ ତୁମ୍ଭମାନେେ ଜୀବିତ ହବେ। ପୁଣି ମୁଁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ନିଜ ଦେଶ ରେ ବସାଇବି। ତାହା ହେଲେ ମୁଁ ସଦାପ୍ରଭୁ ଏହା କହିଅଛି ଓ ସଫଳ କରିଅଛି ବୋଲି ତୁମ୍ଭମାନେେ ଜାଣିବ।' ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
ଯିହିଜିକଲ 35:15
ଇଶ୍ରାୟେଲ ପରିବାର ଧ୍ବଂସ ସମୟରେ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ମୁଁ ତୁମ୍ଭକୁ ସହେି ଭାବରେ ସବୋ କରିବି। ସଯେୀର ପର୍ବତ ଓ ପ୍ରକୃତ ରେ ସମଗ୍ର ଇଦୋମ, ଧ୍ବଂସ ହବେ। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
ଯିହିଜିକଲ 35:12
ତୁମ୍ଭେ ଇଶ୍ରାୟେଲର ପର୍ବତଗଣ ବିରୁଦ୍ଧ ରେ ଯେଉଁସବୁ ନିନ୍ଦାର କଥା କହିଅଛ ଅର୍ଥାତ୍ ' ସେସବୁ ଧ୍ବଂସସ୍ଥାନ ହବେ ଓ ଆମ୍ଭମାନେେ ତାହାକୁ ଖାଦ୍ୟପରି ଚର୍ବଣ କରିବୁ।' ମୁଁ ସଦାପ୍ରଭୁ ଶୁଣିଅଛି।
ପ୍ରଥମ ରାଜାବଳୀ 20:28
ଏହି ସମୟରେ ପରମେଶ୍ବରଙ୍କ ପ୍ ରରେିତ ଜଣେ ଲୋକ ଆହାବ୍ଙ୍କୁ ଆସି କହିଲେ, ସଦାପ୍ରଭୁ କୁହନ୍ତୁ, 'ଅରାମୀଯ ଲୋକମାନେ କହିଛନ୍ତି ସଦାପ୍ରଭୁ ପ୍ରର୍ବତଗଣ ପରମେଶ୍ବର ଅଟନ୍ତି କିନ୍ତୁ ତଳଭୂମିର ପରମେଶ୍ବର ନୁହଁନ୍ତି। ତେଣୁ ମୁଁ ତୁମ୍ଭକୁ ଏହି ବିଶାଳ ସୈନ୍ଯବାହିନୀକୁ ପରାସ୍ତ କରିବାକୁ ଦବେି। ଯାହା ଫଳ ରେ ମୁଁ ଯେ ପରମେଶ୍ବର ତୁମ୍ଭେ ଜାଣି ପାରିବ।'
ଯିହିଜିକଲ 6:13
ସମାନେେ ଜାଣିବେ ଯେ, ଆମ୍ଭେ ହିଁ ସଦାପ୍ରଭୁ, ଯେତବେେଳେ ସମାନେେ ସମାନଙ୍କେର ମୃତ ଶରୀର ମୂର୍ତ୍ତିମାନଙ୍କ ମଧିଅରେ, ୟଜ୍ଞବଦେୀ ଚାରିପାଖ ରେ, ପର୍ବତର ଶୀର୍ଷ ଦେଶ ରେ, ଶୃଙ୍ଗ ରେ, ପ୍ରେତ୍ୟକକ ସବୁଜ ହରିତବର୍ଣ୍ଣ ବୃକ୍ଷ ତଳେ ଓ ପ୍ରେତ୍ୟକକ ଆଲୋନ ଓକ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନମାନଙ୍କ ରେ ସମାନେେ ନିଜ ନିଜର ସକଳ ପ୍ରତିମାଗୁଡ଼ିକୁ ସୁବାସିତ ନବୈେଦ୍ଯ ଉତ୍ସର୍ଗ କରୁଥିଲେ, ସହେି ସକଳ ସ୍ଥାନ ରେ ପାଇବେ।
ଯିହିଜିକଲ 7:4
ଆମ୍ଭେ ତୁମ୍ଭକୁ କୌଣସି ଦୟା ଦଖାଇବୋ ନାହିଁ, ଆମ୍ଭେ ତୁମ୍ଭକୁ ଅନୁକମ୍ପା କରିବା ନାହିଁ। କିନ୍ତୁ ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କାର୍ୟ୍ଯ ପାଇଁ ଓ ତୁମ୍ଭର ସମସ୍ତ ଘୃଣ୍ଯ ପ୍ରଥା ପାଇଁ ଦଣ୍ଡିତ କରିବା। ଯାହା ଫଳ ରେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ହିଁ ସଦାପ୍ରଭୁ।
ଯିହିଜିକଲ 7:9
ଆମ୍ଭେ ତୁମ୍ଭକୁ କୌଣସି ଦୟା ଦଖାଇବୋ ନାହିଁ କି ତୁମ୍ଭକୁ ଅନୁକମ୍ପା କରିବା ନାହିଁ। ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କର୍ମ ୟୋଗୁ ଓ ତୁମ୍ଭ ମଧିଅରେ ଥିବା ଘୃଣା ପ୍ରଥା ଯୋଗୁଁ ଦଣ୍ଡିତ କରିବା। ଏବଂ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ୟିଏ ତୁମ୍ଭକୁ ଆଘାତ କରିଛନ୍ତି।
ଯିହିଜିକଲ 11:10
ତୁମ୍ଭମାନେେ ଖଡ୍ଗ ରେ ପତିତ ହବେ ; ଆମ୍ଭେ ଇଶ୍ରାୟେଲର ସୀମା ମଧିଅରେ ତୁମ୍ଭମାନଙ୍କର ବିଚାର କରିବା ; ତହିଁରେ ତୁମ୍ଭମାନେେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ।
ଯିହିଜିକଲ 11:12
ଏବଂ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ଯାହାର ନିଯମ ତୁମ୍ଭମାନେେ ଅନୁସରଣ କରି ନାହଁ ଓ ଯାହାର ଶାସନ ତୁମ୍ଭମାନେେ ମାନି ନାହଁ, କିନ୍ତୁ ତୁମ୍ଭ ଚତୁଃପାଶର୍ବ ରେ ଥିବା ଦେଶଗୁଡ଼ିକର ପ୍ରଥା ଅନୁସରଣ କରିଛ।
ଯିହିଜିକଲ 20:38
ପୁଣି ମୁଁ ବିଦ୍ରାହୀମାନଙ୍କୁ ଓ ମାେ ବିରୋଧୀ ପାପୀମାନଙ୍କୁ ତୁମ୍ଭମାନଙ୍କ ମଧ୍ଯରୁ ବାହାର କରି ଦୂର କରି ଦବେି। ସମାନେେ ଯେଉଁ ଦେଶ ରେ ପ୍ରବାସ କରି ରହୁଛନ୍ତି, ସେ ଦେଶରୁ ମୁଁ ସମାନଙ୍କେୁ ବାହାର କରି ଆଣିବି, ମାତ୍ର ସମାନେେ ଇଶ୍ରାୟେଲ ଦେଶ ରେ ପ୍ରବେଶ କରିବେ ନାହିଁ। ତହିଁରେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭମାନେେ ଜାଣିବ।
ଯିହିଜିକଲ 28:22
ଆଉ କୁହ, ' ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି,
ଯିହିଜିକଲ 32:15
ମୁଁ ମିଶର ଦେଶକୁ ଧ୍ବଂସ କରି ଶୂନ୍ଯସ୍ଥାନ ରେ ପରିଣତ କରିବି। ଯେଉଁଥି ରେ ସେ ପରିପୂର୍ଣ୍ଣ ଥିଲା। ସେସବୁରୁ ମୁଁ ତାକୁ ରହିତ କରିବି। ଏବଂ ତାହାର ସମସ୍ତ ନିବାସୀଙ୍କୁ ଆଘାତ କରିବି। ତାହା ହେଲେ ମୁଁ ଯେ ସ୍ବଯଂ ସଦାପ୍ରଭୁ, ତାହା ସମାନେେ ଜାଣିବେ।
ଦିତୀୟ ବିବରଣ 29:6
ତୁମ୍ଭେ ଆସିବା ସମୟରେ ସାଥି ରେ ଖାଦ୍ୟ ଆଣି ନଥିଲ, ତୁମ୍ଭେ ତୁମ୍ଭମାନଙ୍କ ସହିତ ପିଇବା ପାଇଁ କୌଣସି ମଦ ଆଣି ନଥିଲ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ଯତ୍ନ ନଇେଥିଲେ। ସେ ଏପରି କରିଥିଲେ, କାରଣ ତୁମ୍ଭମାନେେ ବକ୍ସ୍ଟଝିପାରିବ ସେ ହେଉଛନ୍ତି ସଦାପ୍ରଭୁ ତୁମ୍ଭର ପରମେଶ୍ବର।