ଯିହିଜିକଲ 34:3 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 34 ଯିହିଜିକଲ 34:3

Ezekiel 34:3
ତୁମ୍ଭମାନେେ କ୍ଷୀର ପିଉଅଛ, ପଶମକୁ ପରିଧାନ କରୁଅଛି। ତୁମ୍ଭମାନେେ ସହେି ହୃଷ୍ଟପୁଷ୍ଟ ପଶୁମାନଙ୍କୁ ହତ୍ଯା କର କିନ୍ତୁ ତୁମ୍ଭେ ପଲର ୟନ୍ତ୍ର ନେଉ ନାହିଁ।

Ezekiel 34:2Ezekiel 34Ezekiel 34:4

Ezekiel 34:3 in Other Translations

King James Version (KJV)
Ye eat the fat, and ye clothe you with the wool, ye kill them that are fed: but ye feed not the flock.

American Standard Version (ASV)
Ye eat the fat, and ye clothe you with the wool, ye kill the fatlings; but ye feed not the sheep.

Bible in Basic English (BBE)
You take the milk and are clothed with the wool, you put the fat beasts to death, but you give the sheep no food.

Darby English Bible (DBY)
Ye eat the fat, and ye clothe you with the wool; ye kill them that are fattened: [but] ye feed not the flock.

World English Bible (WEB)
You eat the fat, and you clothe you with the wool, you kill the fatlings; but you don't feed the sheep.

Young's Literal Translation (YLT)
The fat ye do eat, and the wool ye put on, The fed one ye slaughter, the flock ye feed not.

Ye
eat
אֶתʾetet

הַחֵ֤לֶבhaḥēlebha-HAY-lev
the
fat,
תֹּאכֵ֙לוּ֙tōʾkēlûtoh-HAY-LOO
clothe
ye
and
וְאֶתwĕʾetveh-ET
you
with
הַצֶּ֣מֶרhaṣṣemerha-TSEH-mer
the
wool,
תִּלְבָּ֔שׁוּtilbāšûteel-BA-shoo
kill
ye
הַבְּרִיאָ֖הhabbĕrîʾâha-beh-ree-AH
them
that
are
fed:
תִּזְבָּ֑חוּtizbāḥûteez-BA-hoo
feed
ye
but
הַצֹּ֖אןhaṣṣōnha-TSONE
not
לֹ֥אlōʾloh
the
flock.
תִרְעֽוּ׃tirʿûteer-OO

Cross Reference

ଯିଖରିୟ 11:16
କାରଣ ଏହି ଦେଶ ରେ ଆମ୍ଭେ ଏକ ମଷେପାଳକ ଉତ୍ଥାପିତ କରୁଛୁ। ସେ ହଜିୟାଇଥିବା ମଷଗେୁଡିକ ନିମନ୍ତେ ଯତ୍ନ ନବେ ନାହିଁ। ବିପଥଗାମୀମାନଙ୍କୁ ସେ ଖାଜେିବ ନାହିଁ। ସେ କ୍ଷତିଗ୍ରସ୍ଥ ଲୋକଙ୍କୁ ସୁସ୍ଥ କରିବ ନାହିଁ। ଯେଉଁମାନେ ଜୀବନ୍ତ ଅଛନ୍ତି, ସମାନଙ୍କେୁ ସେ ଖୁଆଇବ ନାହିଁ। ସେ ସଗେୁଡିକର ଖୁରାକୁ ଛିଣ୍ତାଇ ହୃଷ୍ଟପୃଷ୍ଟ ମଷେମାନଙ୍କୁ ଭକ୍ଷଣ କରିବ।

ଯିଖରିୟ 11:5
ଯେଉଁମାନେ ସଗେୁଡିକୁ କିଣନ୍ତି ସମାନେେ ସଗେୁଡିକୁ ହତ୍ଯା କଲେ, ଆଉ ସମାନେେ ଦୋଷୀ ସାବ୍ଯସ୍ତ ହବେେ ନାହିଁ। ଯେଉଁମାନେ ସଗେୁଡିକୁ ବିକ୍ରୀ କରନ୍ତି, କହିବେ, 'ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ମୁଁ ଧନୀ ହାଇେଅଛି।' ଏବଂ ସମାନଙ୍କେର ମଷେପାଳକମାନଙ୍କର ସମାନଙ୍କେର ମଷେ ଦଳର ଉପ ରେ ଦୟା ନଥିବ।

ସିଫନିୟ 3:3
ୟିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା'ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସମାନେେ ସକାଳକୁ କିଛି ରଖନ୍ତି ନାହିଁ।

ମୀଖା 3:1
ତା'ପ ରେ ମୁଁ କହିଲି, ହେ ଯାକୁବର ପ୍ରାଚୀନଗଣ ଓ ଇଶ୍ରାୟେଲ ବଂଶର ଶାସକଗଣ, ମାେ କଥା ଶୁଣ, ତୁମ୍ଭମାନେେ ନ୍ଯାଯ କ'ଣ ଜାଣିବା ଉଚିତ।

ଯିହିଜିକଲ 33:25
ତେଣୁ ତୁମ୍ଭେ ସମାନଙ୍କେୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ତୁମ୍ଭେ ରକ୍ତ ସହିତ ମାଂସ ଖାଉଅଛ ଓ ତୁମ୍ଭେ ତୁମ୍ଭର ପ୍ରତିମାଗଣକୁ ଦେଖ ସାହାୟ୍ଯ ପାଇଁ, ଆଉ ରକ୍ତପାତ କରୁଅଛ। ତବେେ ତୁମ୍ଭମାନଙ୍କୁ କାହିଁକି ଦଶାଧେିକାର ଦିଆୟିବ ?

ଯିହିଜିକଲ 22:25
ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

ଯିହିଜିକଲ 19:6
ପୁଣି ସେ ଅନ୍ୟ ସିଂହମାନଙ୍କ ସହିତ ବିଚରଣ କରି ୟୁବା ସିଂହ ହାଇେ ଉଠିଲା। ସେ ମୃଗଯା କରିବା ଶିଖିଲା ଓ ମନୁଷ୍ଯମାନଙ୍କୁ ଗ୍ରାସ କଲା।

ଯିହିଜିକଲ 19:3
ସହେି ପ୍ରତିପାଳିତ ଛୁଆମାନଙ୍କ ମଧ୍ଯରୁ ଗୋଟଏ ଛୁଆ ୟୁବା ସିଂହ ହେଲା। ସେ ମୃଗଯା କରିବା ଶିଖିଲା ଓ ସେ ମନୁଷ୍ଯମାନଙ୍କୁ ଗ୍ରାସ କଲା।

ଯିରିମିୟଙ୍କ ବିଳାପ 4:13
ଏହା ଘଟିଲା, କାରଣ ୟିରୁଶାଲମର ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ପାପ କଲେ। ଏବଂ ସମାନେେ ତାଙ୍କ ସତ୍ ଲୋକମାନଙ୍କର ରକ୍ତପାତ କଲେ।

ଯିରିମିୟ 22:17
ମାତ୍ର ହେ ଯିହାୟୋଦାରକୀମ, ତୁମ୍ଭେ କବଳେ ନିଜର ସ୍ବାର୍ଥ ଦେଖିଛ, ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ଯ ଓ ନିର୍ଦ୍ ଦୋଷର ରକ୍ତପାତ ରେ ବୁଡ଼ି ରହିଛି।

ଯିରିମିୟ 2:30
ଆମ୍ଭେ ବୃଥା ରେ ତୁମ୍ଭ ସନ୍ତାନଗଣଙ୍କୁ ଦଣ୍ଡ ଦଇେଅଛୁ। ମାତ୍ର ଏହାର ଫଳ କିଛି ହେଲା ନାହିଁ। କାରଣ ତୁମ୍ଭମାନେେ ଠିକ୍ ବାଟକୁ ଫରେିଲ ନାହିଁ। ତୁମ୍ଭମାନେେ ତୁମ୍ଭ ଖଡ୍ଗ ରେ ତୁମ୍ଭର ଭବିଷ୍ଯଦବକ୍ତାଗଣଙ୍କୁ ହତ୍ଯା କରିଅଛ। ଆଉ ଭୟଙ୍କର ସିଂହ ତୁଲ୍ଯ ସମାନଙ୍କେୁ ଗ୍ରାସ କରିଅଛ।

ଯିଶାଇୟ 56:11
ସମାନେେ ପଟେୁ କୁକୁର ସଦୃଶ ତବେେ ତୃପ୍ତ ହୁଅନ୍ତି ନାହିଁ। ଆଉ ମଧ୍ଯ ସମାନେେ ବିଚାରଶୂନ୍ଯ ମଷେପାଳକ। ସମାନେେ ଚାରିଆଡ଼ୁ ଆପଣା ଆପଣା ଲାଭ ଚେଷ୍ଟା ରେ ଆପଣା ଆପଣା ବାଟ ଆଡ଼େ ଫରେିଅଛନ୍ତି।

ଯିଶାଇୟ 1:15
ତୁମ୍ଭମାନେେ ସବୁ ହସ୍ତ ପ୍ରସାରଣ କରି ମାେତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହାଇେ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭମାନେେ ସବୁ ଅନକେ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତ ରେ ପରିପୂର୍ଣ୍ଣ।

ଯିଶାଇୟ 1:10
ହେ ସଦୋମର ପ୍ରାଚୀନଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ହେ ହ ମାରୋର ଲୋକମାନେ ପରମେଶ୍ବରଙ୍କ ଶିକ୍ଷାସମୂହ ପ୍ରତି ଧ୍ଯାନ ଦିଅ।

ଦିତୀୟ ରାଜାବଳୀ 21:16
ପୁଣି ମନଃଶି ବହୁ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯା କରି ୟିରୁଶାଲମ୍ ରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ୟ୍ଯନ୍ତ ରକ୍ତ ରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଦୁଷ୍କର୍ମ କଲେ।'

ପ୍ରଥମ ରାଜାବଳୀ 21:13
ତା'ପରେ ଦୁଇଟି ପାପାଧମ ଲୋକ ଆସି ସମାନଙ୍କେ ସମ୍ମୁଖ ରେ ସାକ୍ଷୀ ଦବୋକୁ ବସିଲେ। ସମାନେେ ମିଥ୍ଯା ସାକ୍ଷ୍ଯ ଦଇେ କହିଲେ ଯେ, ନାବୋତ ପରମେଶ୍ବରଙ୍କୁ ଓ ରାଜାଙ୍କୁ ଅଭିଶାପ ଦଇେଛି। ତହୁଁ ସମାନେେ ନାବୋତକୁ ନଗର ବାହାରକୁ ନଇେ ପଥର ମାରି ବଧ କଲେ।