ଯିହିଜିକଲ 16:30 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 16 ଯିହିଜିକଲ 16:30

Ezekiel 16:30
ତୁମ୍ଭର ଇଚ୍ଛା କେତେ ଦୁର୍ବଳ, ଯେତବେେଳେ ତୁମ୍ଭେ ସ୍ବେଚ୍ଛାଚାରିଣୀ ବେଶ୍ଯା ସ୍ତ୍ରୀ ପରି ଏହିସବୁ କାର୍ୟ୍ଯ କରିଅଛ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।

Ezekiel 16:29Ezekiel 16Ezekiel 16:31

Ezekiel 16:30 in Other Translations

King James Version (KJV)
How weak is thine heart, saith the LORD GOD, seeing thou doest all these things, the work of an imperious whorish woman;

American Standard Version (ASV)
How weak is thy heart, saith the Lord Jehovah, seeing thou doest all these things, the work of an impudent harlot;

Bible in Basic English (BBE)
How feeble is your heart, says the Lord, seeing that you do all these things, the work of a loose and overruling woman;

Darby English Bible (DBY)
How weak is thy heart, saith the Lord Jehovah, seeing thou doest all these [things], the work of a whorish woman, under no restraint;

World English Bible (WEB)
How weak is your heart, says the Lord Yahweh, seeing you do all these things, the work of an impudent prostitute;

Young's Literal Translation (YLT)
How weak `is' thy heart, An affirmation of the Lord Jehovah, In thy doing all these, The work of a domineering whorish woman.

things,
מָ֤הma
How
אֲמֻלָה֙ʾămulāhuh-moo-LA
weak
is
thine
לִבָּתֵ֔ךְlibbātēklee-ba-TAKE
heart,
נְאֻ֖םnĕʾumneh-OOM
saith
the
אֲדֹנָ֣יʾădōnāyuh-doh-NAI
Lord
יְהוִ֑הyĕhwiyeh-VEE
God,
doest
thou
בַּעֲשׂוֹתֵךְ֙baʿăśôtēkba-uh-soh-take
seeing
אֶתʾetet

כָּלkālkahl
all
אֵ֔לֶּהʾēlleA-leh
these
work
the
מַעֲשֵׂ֥הmaʿăśēma-uh-SAY
woman;
whorish
of
אִשָּֽׁהʾiššâee-SHA
an
זוֹנָ֖הzônâzoh-NA
imperious
שַׁלָּֽטֶת׃šallāṭetsha-LA-tet

Cross Reference

ଯିରିମିୟ 3:3
ତୁମ୍ଭର ପାପକର୍ମ ଯୋଗୁଁ ବୃଷ୍ଟି ନିବୃତ୍ତ ହାଇେଅଛି। ବସନ୍ତକାଳୀନ ବର୍ଷା ଆସି ନାହିଁ। କିନ୍ତୁ ତୁମ୍ଭେ ଜଣେ ବେଶ୍ଯାର ଭଂଗୀ ଓ ଲଜ୍ଜ୍ଯାହୀନ ଚାହାଣୀ ବଜାଯ ରଖିଛ ଓ ଲଜ୍ଜିତ ହବୋକୁ ଅସ୍ବୀକାର କରୁଛ।

ଯିରିମିୟ 4:22
ପରମେଶ୍ବର କହିଲେ, ମାରେଲୋକମାନେ ନିର୍ବୋଧ ଏବଂ ସମାନେେ ମାେତେ ଜାଣନ୍ତି ନାହିଁ। ସମାନେେ ନିର୍ବୋଧ ସନ୍ତାନ ତୁଲ୍ଯ, ସମାନଙ୍କେର ଅର୍ନ୍ତଦୃଷ୍ଟି ନାହିଁ। ସମାନେେ କୁକର୍ମ କରିବା ରେ ଧୂରନ୍ଧର। ମାତ୍ର ସୁକର୍ମ କିପରି କରିବାକୁ ହୁଏ ସମାନେେ ଜାଣନ୍ତି ନାହିଁ।

ଯିଶାଇୟ 3:9
ସମାନଙ୍କେର ମୁଖମଣ୍ଡଳରୁ କୁକର୍ମ କରି ଦୋଷୀ ହବୋର ପରିଚଯ ମିଳେ। ଆଉମଧ୍ଯ ସମାନେେ ସମାନଙ୍କେର ପାପ ଲାଗି ଗର୍ବିତ। ସଦୋମର ଲୋକମାନଙ୍କ ପରି ସମାନେେ ସମାନଙ୍କେର ପାପକୁ ଗୋପନ ରଖନ୍ତି। ଏହା ସମାନଙ୍କେ ପାଇଁ କୁଫଳ ହବେ କାରଣ ସମାନେେ ନିଜେ ନିଜର ଅନିଷ୍ଟ କରିବାକୁ ୟାଆନ୍ତି।

ଯିଶାଇୟ 1:3
ଗାଈ ତା'ର ମୁନିବକୁ ଜାଣେ, ଗଧ ନିଜର ମୁନିବର ସଂଚାଳକଙ୍କୁ ଜାଣେ, ମାତ୍ର ଇଶ୍ରାୟେଲ ଲୋକମାନେ ମାେତେ ଚିହ୍ନିପାରିଲେ ନାହିଁ। ମାରେଲୋକମାନେ ମାେତେ ବୁଝୁ ନାହାଁନ୍ତି।'

ହିତୋପଦେଶ 9:13
ଅଜ୍ଞାନ କଳିହୁଡ଼ି ସ୍ତ୍ରୀ ଉଚ୍ଚସ୍ବର ରେ ନିର୍ବୋଧ ବିଷଯ ରେ କ ହେ। ସେ କିଛି ବୁଝିପା ରେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:1
ସାତଦୂତଙ୍କ ମଧ୍ଯରୁ ଯେଉଁମାନେ ସାତାଟେି ପାତ୍ର ଧାରଣ କରିଥିଲେ, ସମାନଙ୍କେ ମଧ୍ଯରୁ ଜଣେ ମାେ ନିକଟକୁ ଆସି ମାେତେ କହିଲେ, ଆସ ପ୍ରସିଦ୍ଧ ବେଶ୍ଯାକୁ କ'ଣ ଦଣ୍ଡ ଦିଆୟିବ, ତାହା ମୁଁ ତୁମ୍ଭକୁ ଦଖାଇବେି। ସେ ବହୁତ ଜଳରାଶି ଉପରେ ବସିଛି।

ଯିରିମିୟ 2:12
ହେ ସ୍ବର୍ଗ, ଚକିତ ଓ ଭୟ ରେ କମ୍ପିତ ହୁଅ। ସଦାପ୍ରଭୁ ଏହା କହିଲେ।

ହିତୋପଦେଶ 7:21
ସହେି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା'ର ଚାଟୁ ବାକ୍ଯ ରେ ତାକୁ ଟାଣି ନଲୋ।

ହିତୋପଦେଶ 7:11
ସେ ବଡ଼ ତୁଣ୍ଡଇେ ଓ ଅବାଧ୍ଯା ଥଲା। ତା'ର ପାଦ ଆଦୌ ଗୃହ ରେ ରହୁ ନ ଥିଲା।

ବିଚାରକର୍ତାମାନଙ୍କ ବିବରଣ 16:15
ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହାଲା, ତୁମ୍ଭେ ପକ୍ସ୍ଟଣି ଥରେ ମାେତେ କହିଲ, ତୁମ୍ଭେ କିପରି କହିପାରକ୍ସ୍ଟଛ, 'ମୁ ତୁମ୍ଭକୁ ଭଲ ପାଏ,' ତୁମ୍ଭେ କେତବେେଳେ ହେଲେ ମାେତେ ବିଶ୍ବାସ କରୁନାହଁ? ତୁମ୍ଭର ମହାବଳ କେଉଁଥି ରେ ଅଛି ମାେତେ କହି ନାହଁ। ତୁମ୍ଭେ ମାେତେ ତିନି ଥର ୟାକ ବୋକା ବନାଇଲ।