ଯିହିଜିକଲ 16:23 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 16 ଯିହିଜିକଲ 16:23

Ezekiel 16:23
ମାଟେ ଭାବରେ ତୁମ୍ଭେ ଏହା କରିଛ। ଏହା ତୁମ୍ଭ ପାଇଁ ବହୁତ ଖରାପ ଅଟେ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।

Ezekiel 16:22Ezekiel 16Ezekiel 16:24

Ezekiel 16:23 in Other Translations

King James Version (KJV)
And it came to pass after all thy wickedness, (woe, woe unto thee! saith the LORD GOD;)

American Standard Version (ASV)
And it is come to pass after all thy wickedness, (woe, woe unto thee! saith the Lord Jehovah,)

Bible in Basic English (BBE)
And it came about, after all your evil-doing, says the Lord,

Darby English Bible (DBY)
And it came to pass after all thy wickedness (woe, woe unto thee! saith the Lord Jehovah),

World English Bible (WEB)
It is happen after all your wickedness, (woe, woe to you! says the Lord Yahweh),

Young's Literal Translation (YLT)
And it cometh to pass, after all thy wickedness, (Wo, wo, to thee -- an affirmation of the Lord Jehovah),

And
it
came
to
pass
וַיְהִ֕יwayhîvai-HEE
after
אַחֲרֵ֖יʾaḥărêah-huh-RAY
all
כָּלkālkahl
wickedness,
thy
רָעָתֵ֑ךְrāʿātēkra-ah-TAKE
(woe,
א֣וֹיʾôyoy
woe
א֣וֹיʾôyoy
unto
thee!
saith
לָ֔ךְlāklahk
the
Lord
נְאֻ֖םnĕʾumneh-OOM
God;)
אֲדֹנָ֥יʾădōnāyuh-doh-NAI
יְהוִֽה׃yĕhwiyeh-VEE

Cross Reference

ଯିରିମିୟ 13:27
ଆମ୍ଭେ ପର୍ବତଗୁଡ଼ିକ ଉପ ରେ ତୁମ୍ଭର ଘୃଣ୍ଯକର୍ମ, ବ୍ଯଭିଚାର, ହିଁ ହିଁ ହବୋର ଶବ୍ଦ ଓ ବେଶ୍ଯାବୃତ୍ତିର ଦୁଷ୍ଟତା ଦେଖିଅଛୁ। ୟିରୁଶାଲମ, ଦୁଃଖ ପାଉ। ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ। କେତକୋଳ ଏହି ପାପକର୍ମ କରିଚାଲିବ ?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 8:13
ମୁଁ ସେତବେେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗ ରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜାରେ ରେ କହିଲା, ହାୟ, ହାୟ ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଲେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।

ମାଥିଉଲିଖିତ ସୁସମାଚାର 23:13
ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।

ମାଥିଉଲିଖିତ ସୁସମାଚାର 11:21
ସେ କହିଲେ, 'ହାୟ କୋରାଜୀନ୍! ହାୟ ବେଥ୍ସାଇଦା! ତୁମ୍ଭ ଅଞ୍ଚଳ ରେ ଯେଉଁ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ କରାଗଲା, ସଗେୁଡିକ ଯଦି ସୋର ଓ ସୀଦୋନ ରେ କରିଥାଆନ୍ତୁ, ତବେେ ବହୁ ପୂର୍ବରୁ ସେ ଲୋକମାନେ ହୃଦୟ ଓ ଜୀବନ ପରିବର୍ତ୍ତନ କରି ସାରି ଥାଆନ୍ତେ। ସମାନେେ ଅଖା ପିନ୍ଧି ଓ ଦହେ ରେ ପାଉଁଶ ବୋଳି ହାଇେ ତାହାଙ୍କ ପାପ ପାଇଁ ଦୁଃଖ ପ୍ରକାଶ କରି ସାରି ଥାଆନ୍ତେ।

ସିଫନିୟ 3:1
ହେ ୟିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧ ରେ ସଂଗ୍ରାମ କଲେ। ସମାନେେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସମାନେେ ପାପ ରେ କଳୁଷିତ ହାଇଗେଲେ।

ଯିହିଜିକଲ 24:6
ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ୟିରୁଶାଲମ, ଏକ ରକ୍ତାକ୍ତ ନଗରୀ। ସହେି ହଣ୍ଡା, ଯାହା ମଧିଅରେ କଳଙ୍କ ରହିଛି ଓ ଯାହାର କଳଙ୍କ ତା' ମଧ୍ଯରୁ ଦୂର ହାଇେ ନାହିଁ। ପାତ୍ର ମଧ୍ଯରୁ ପ୍ରେତ୍ୟକକ ମାଂସ ଖଣ୍ଡ ବାହାର କର। କ'ଣ ଖାଇବାକୁ ହବେ ଓ କ'ଣ ଖାଇବାକୁ ନ ହବେ ସେଥିପାଇଁ ଗୁଳାବାଣ୍ଟ କର ନାହିଁ, ଏହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ଯ କରିଦିଅ।

ଯିହିଜିକଲ 13:18
'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ସ୍ତ୍ରୀ ଲୋକମାନେ ତୁମ୍ଭକୁ ଧିକ୍, ଯେଉଁମାନେ ସମସ୍ତ ଲୋକମାନଙ୍କ ପାଇଁ କଙ୍କଣ ତିଆରି କରୁଛନ୍ତି ଓ ୟାଦୁ ଓଢ଼ଣୀ ମୁଣ୍ଡ ରେ ପିନ୍ଧିବା ପାଇଁ ତିଆରି କରୁଛନ୍ତି, ଲୋକମାନଙ୍କୁ ଫାଶ ରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି।

ଯିହିଜିକଲ 13:3
ମାରେ ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ଯେଉଁ ନିର୍ବୋଧ ଭବିଷ୍ଯଦବକ୍ତାମାନେ ପ୍ରକୃତ ଦର୍ଶନ ପ୍ରାପ୍ତ ନ ହାଇେ ନିଜ ନିଜ ଇଚ୍ଛାର ଅନୁସରଣ କରନ୍ତି, କିନ୍ତୁ ପ୍ରକୃତ ଦର୍ଶନ ଦେଖନ୍ତି ନାହିଁ।

ଯିହିଜିକଲ 2:10
ଆଉ ମୁଁ ସହେି ଗୁଡ଼ା ହାଇେଥିବା ପୁସ୍ତକକୁ ପ୍ରସାରିତ କଲି ଓ ତାହାର ଉପର ଓ ତଳ ଲଖାେ ହାଇେଥିବାର ଦେଖିଲି। ଆଉ ସେଥି ରେ ବିଳାପ, ଶାେକ ଓ ସନ୍ତାପର କଥା ଲିଖିତ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:12
ତେଣୁ ହେ ସ୍ବର୍ଗ ଓ ସ୍ବର୍ଗବାସୀଗଣ, ଆନନ୍ଦ ଉଲ୍ଲାସ କର। କିନ୍ତୁ ହାୟ ! ଏହା ପୃଥିବୀ ଓ ସମୁଦ୍ର ପାଇଁ ଅତ୍ଯନ୍ତ ଖରାପ ସମୟ, ଯେ ହତେୁ ସମୟ ଅତି ଅଳ୍ପ, ବୋଲି ଜାଣି ଶୟତାନ ଭୀଷଣ କୋର୍ଧ ରେ ପୂର୍ଣ୍ଣ ହାଇେ ତୁମ୍ଭମାନଙ୍କ ମଧ୍ଯକୁ ଓହ୍ଲାଇ ଯାଇଅଛି।