ଯିହିଜିକଲ 11:11 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 11 ଯିହିଜିକଲ 11:11

Ezekiel 11:11
ଏବଂ ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହବେ ନାହିଁ କିଅବା ତୁମ୍ଭମାନେେ ତାହା ମଧିଅରେ ମାଂସ ହବେ ନାହିଁ। ଆମ୍ଭେ ଇଶ୍ରାୟେଲ ସୀମା ମଧିଅରେ ତୁମ୍ଭର ବିଚାର କରିବା।

Ezekiel 11:10Ezekiel 11Ezekiel 11:12

Ezekiel 11:11 in Other Translations

King James Version (KJV)
This city shall not be your caldron, neither shall ye be the flesh in the midst thereof; but I will judge you in the border of Israel:

American Standard Version (ASV)
This `city' shall not be your caldron, neither shall ye be the flesh in the midst thereof; I will judge you in the border of Israel;

Bible in Basic English (BBE)
This town will not be your cooking-pot, and you will not be the flesh inside it; I will be your judge at the limit of the land of Israel;

Darby English Bible (DBY)
This shall not be your cauldron, neither shall ye be the flesh in the midst of it: I will judge you in the borders of Israel;

World English Bible (WEB)
This [city] shall not be your caldron, neither shall you be the flesh in the midst of it; I will judge you in the border of Israel;

Young's Literal Translation (YLT)
It is not to you for a pot, Nor are ye in its midst for flesh, At the border of Israel I do judge you.

This
הִ֗יאhîʾhee
city
shall
not
לֹֽאlōʾloh
be
תִהְיֶ֤הtihyetee-YEH
your
caldron,
לָכֶם֙lākemla-HEM
ye
shall
neither
לְסִ֔ירlĕsîrleh-SEER
be
וְאַתֶּ֛םwĕʾattemveh-ah-TEM
the
flesh
תִּהְי֥וּtihyûtee-YOO
midst
the
in
בְתוֹכָ֖הּbĕtôkāhveh-toh-HA
thereof;
but
I
will
judge
לְבָשָׂ֑רlĕbāśārleh-va-SAHR
in
you
אֶלʾelel
the
border
גְּב֥וּלgĕbûlɡeh-VOOL
of
Israel:
יִשְׂרָאֵ֖לyiśrāʾēlyees-ra-ALE
אֶשְׁפֹּ֥טʾešpōṭesh-POTE
אֶתְכֶֽם׃ʾetkemet-HEM

Cross Reference

ଯିହିଜିକଲ 11:3
ଏହି ଲୋକମାନେ କହନ୍ତି, 'ଆମ୍ଭମାନେେ ଯଥା ଶୀଘ୍ର ଗୃହ ପୁନର୍ବାର ନିର୍ମାଣ କରିଦବେୁ। ଆମ୍ଭମାନେେ ହଣ୍ଡା ରେ ମାଂସ ତୁଲ୍ଯ ଏହି ନଗର ରେ ସୁରକ୍ଷିତ।'

ଯିହିଜିକଲ 11:7
ଏଣୁ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, 'ତୁମ୍ଭେ ଯେଉଁ ମୃତ ଶରୀରଗୁଡ଼ିକ ନଗର ରେ ରଖିଲ ତାହା ମାଂସ ଓ ନଗର ଏକ ପାତ୍ର ଅଟେ। ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ଯରୁ ବାହାର କରାୟିବ।