Ezekiel 10:17
ସମାନେେ ଠିଆ ହେଲା ବେଳେ ଚକ୍ରସବୁ ଠିଆ ହେଲେ।ପୁଣି ସମାନେେ ଉପରକୁ ଉଠିବା ବେଳେ ଚକ୍ର ସବୁ ସମାନଙ୍କେ ସଙ୍ଗ ରେ ଉପରକୁ ଉଠିଲେ। କାରଣ ସହେି ଜୀବିତ ପ୍ରାଣୀର ଆତ୍ମା ସହେି ଚକ ସବୁ ରେ ଥିଲା।
Ezekiel 10:17 in Other Translations
King James Version (KJV)
When they stood, these stood; and when they were lifted up, these lifted up themselves also: for the spirit of the living creature was in them.
American Standard Version (ASV)
When they stood, these stood; and when they mounted up, these mounted up with them: for the spirit of the living creature was in them.
Bible in Basic English (BBE)
When they were at rest in their place, these were at rest; when they were lifted up, these went up with them: for the spirit of life was in them.
Darby English Bible (DBY)
When they stood, these stood; and when they mounted up, these mounted up with them: for the spirit of the living creature was in them.
World English Bible (WEB)
When they stood, these stood; and when they mounted up, these mounted up with them: for the spirit of the living creature was in them.
Young's Literal Translation (YLT)
In their standing they stand, and in their exaltation they are exalted with them: for the living spirit `is' in them.
| When they stood, | בְּעָמְדָ֣ם | bĕʿomdām | beh-ome-DAHM |
| these stood; | יַעֲמֹ֔דוּ | yaʿămōdû | ya-uh-MOH-doo |
| up, lifted were they when and | וּבְרוֹמָ֖ם | ûbĕrômām | oo-veh-roh-MAHM |
| up lifted these | יֵר֣וֹמּוּ | yērômmû | yay-ROH-moo |
| themselves also: for | אוֹתָ֑ם | ʾôtām | oh-TAHM |
| the spirit | כִּ֛י | kî | kee |
| creature living the of | ר֥וּחַ | rûaḥ | ROO-ak |
| was in them. | הַחַיָּ֖ה | haḥayyâ | ha-ha-YA |
| בָּהֶֽם׃ | bāhem | ba-HEM |
Cross Reference
ଯିହିଜିକଲ 1:20
ପବନର ଇଚ୍ଛାନୁସା ରେ ସମାନେେ ବିଭିନ୍ନ ସ୍ଥାନକୁ ଗମନ କଲେ। ଚକସବୁ ସମାନଙ୍କେ ସହିତ ଉଠିଲେ କାରଣ ଜୀବିତ ପ୍ରାଣୀମାନଙ୍କର ଆତ୍ମା ଚକ୍ର ରେ ଥିଲା।
ଆଦି ପୁସ୍ତକ 2:7
ଏହାପରେ ସଦାପ୍ରଭୁ ପରମେଶ୍ବର ଭୂମିରୁ ଧୂଳି ନଇେ ମନୁଷ୍ଯ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ର ରେ ଫୁଙ୍କ ଦଇେ ପ୍ରାଣ ବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ଯ ଜୀବିତପ୍ରାଣୀ ହେଲା।
ଯିହିଜିକଲ 1:12
ପୁଣି ସମାନେେ ପ୍ରେତ୍ୟକକ ସମ୍ମୁଖ ଭାଗ ରେ ଗମନ କଲେ। ସମାନଙ୍କେର ନିଜ ଇଚ୍ଛାନୁସା ରେ ସମାନେେ ଗତି କଲେ ଓ ସମାନଙ୍କେର ଗମନ କାଳ ରେ ସମାନେେ ଫରେିଲେ ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:2
ମୁଁ ଦୋଷୀ ବଲେି ବିଚାରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆତ୍ମାର ବ୍ଯବସ୍ଥା ଜୀବନ ଦିଏ ଓ ତାହା ମାେତେ ମୁକ୍ତ କରିଛି। ପାପ ଓ ମୃତ୍ଯୁ ଆଣୁଥିବା ବ୍ଯବସ୍ଥାରୁ ଏହା ମାେତେ ମୁକ୍ତ କରିଛି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:11
କିନ୍ତୁ ସାଢ଼େ ତିନି ଦିନ ପରେ ପରମେଶ୍ବରଙ୍କଠାରୁ ଜୀବନୀ ଶକ୍ତି ସହେି ଦୁଇଜଣ ଭବିଷ୍ଯଦ୍ ବକ୍ତାଙ୍କ ଭିତ ରେ ପ୍ରବେଶ କଲା। ସମାନେେ ସମାନଙ୍କେର ପାଦ ରେ ଉଠି ଠିଆ ହେଲେ। ସମାନଙ୍କେୁ ଦେଖିବା ଲୋକମାନେ ବହୁତ ଭୟ କଲେ।