Exodus 8:15
ଫାରୋ ହୃଦଯଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜିଦ୍ଖୋର ହେଲ। ସେ ସମାନଙ୍କେ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସହେିପରି ସବୁ ଘଟିଗଲା।
Exodus 8:15 in Other Translations
King James Version (KJV)
But when Pharaoh saw that there was respite, he hardened his heart, and hearkened not unto them; as the LORD had said.
American Standard Version (ASV)
But when Pharaoh saw that there was respite, he hardened his heart, and hearkened not unto them, as Jehovah had spoken.
Bible in Basic English (BBE)
But when Pharaoh saw that there was peace for a time, he made his heart hard and did not give ear to them, as the Lord had said.
Darby English Bible (DBY)
And Pharaoh saw that there was respite; and he hardened his heart, and hearkened not to them, as Jehovah had said.
Webster's Bible (WBT)
But when Pharaoh saw that there was respit, he hardened his heart, and hearkened not to them, as the LORD had said.
World English Bible (WEB)
But when Pharaoh saw that there was a respite, he hardened his heart, and didn't listen to them, as Yahweh had spoken.
Young's Literal Translation (YLT)
And Pharaoh seeth that there hath been a respite, and he hath hardened his heart, and hath not hearkened unto them, as Jehovah hath spoken.
| But when Pharaoh | וַיַּ֣רְא | wayyar | va-YAHR |
| saw | פַּרְעֹ֗ה | parʿō | pahr-OH |
| that | כִּ֤י | kî | kee |
| was there | הָֽיְתָה֙ | hāyĕtāh | ha-yeh-TA |
| respite, | הָֽרְוָחָ֔ה | hārĕwāḥâ | ha-reh-va-HA |
| he hardened | וְהַכְבֵּד֙ | wĕhakbēd | veh-hahk-BADE |
| אֶת | ʾet | et | |
| heart, his | לִבּ֔וֹ | libbô | LEE-boh |
| and hearkened | וְלֹ֥א | wĕlōʾ | veh-LOH |
| not | שָׁמַ֖ע | šāmaʿ | sha-MA |
| unto | אֲלֵהֶ֑ם | ʾălēhem | uh-lay-HEM |
| as them; | כַּֽאֲשֶׁ֖ר | kaʾăšer | ka-uh-SHER |
| the Lord | דִּבֶּ֥ר | dibber | dee-BER |
| had said. | יְהוָֽה׃ | yĕhwâ | yeh-VA |
Cross Reference
ଯିରିମିୟ 34:7
ସେତବେେଳେ ବାବିଲ ରାଜାର ସୈନ୍ଯ ୟିରୁଶାଲମ ବିରୁଦ୍ଧ ରେ, ଯିହୁଦାର ଅବଶଷ୍ଟ ସକଳ ନଗର ବିରୁଦ୍ଧ ରେ ଓ ଲାଖୀର ଏବଂ ଆ ସକୋ ବିରୁଦ୍ଧ ରେ ୟୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧିଅରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା।
ଯିଶାଇୟ 26:10
ମନ୍ଦାଚାରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ଯ ସମାନେେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ଯାଯପୂର୍ଣ୍ଣ ଦେଶ ରେ ମଧ୍ଯ ସମାନେେ ଅନ୍ଯାଯ କରିବେ। ଏପରିକି ସମାନେେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।
ଉପଦେଶକ 8:11
ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସମାନଙ୍କେର ଦଣ୍ଡ ବିଳମ୍ବ ରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।
ଯାତ୍ରା ପୁସ୍ତକ 7:4
ତେଣୁ ଏହାପରେ ମୁଁ ମିଶରକୁ ବହୁତ ଦଣ୍ଡ ଦବେି। ଏବଂ ତା'ପରେ ମୁଁ ମାରେଲୋକମାନଙ୍କୁ ମିଶରରୁ ବାହାର କରି ଆଣିବି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:9
ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସମାନେେ ପରମେଶ୍ବରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କବଳେ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସମାନେେ ସମାନଙ୍କେର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ବରଙ୍କ ମହିମା ଗାନ ଦେଲେ ନାହିଁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3:15
ତାହାହିଁ ଶାସ୍ତ୍ର ମଧ୍ଯ କୁ ହେ :
ଏବ୍ରୀମାନଙ୍କ ନିକଟକୁ ପତ୍ର 3:8
ତବେେ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କରିବା ଦିନ ଯେପ୍ରକାର ପରମେଶ୍ବରଙ୍କ ବିରୁଦ୍ଧ ରେ ଥିଲେ, ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।
ଯିଖରିୟ 7:11
କିନ୍ତୁ ସହେି ଲୋକମାନେ ଆମ୍ଭ କଥା ଶୁଣିବାକୁ ମନା କଲେ। ସମାନେେ ଜିଦ୍ଖୋର ହାଇେ ତାଙ୍କ ମୁହଁ ଫରୋଇଲେ ଏବଂ ତାଙ୍କ କାନ ଘୋଡାଇ ପକାଇଲେ।
ହୋଶେୟ 6:4
ହେ ଇଫ୍ରଯିମ, ହେ ଯିହୁଦା, ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ଯବହାର କରିବୁ? ତୁମ୍ଭମାନଙ୍କର ବିଶ୍ବସ୍ତତା ସକାଳର କୁହୁଡି ଓ କାକର ପରି ଅଟେ ଯେ କି ଅତି ପ୍ରତ୍ଯୁଷ ରେ ଉଭଇେ ୟାଏ।
ହିତୋପଦେଶ 29:1
ଯେଉଁ ଲୋକ ଥରକୁଥର, ଅନୁୟୋଗ ପାଇ ମଧ୍ଯ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହବେ।
ଯାତ୍ରା ପୁସ୍ତକ 14:5
ମିଶରର ରାଜା ଖବର ପାଇଲେ ଯେ ଇଶ୍ରାୟେଲୀୟ ଲୋକମାନେ ପଳାଇଛନ୍ତି। ସେ ଯେତବେେଳେ ଏହା ଶୁଣିଲେ, ସେ ଏବଂ ତାଙ୍କର ଅଧିକାରୀ ତାଙ୍କର ମଦ ପରିବର୍ତ୍ତନ କଲେ। ସମାନେେ କହିଲେ, ଆମ୍ଭମାନେେ କ'ଣ? କାହିଁକି ଆମ୍ଭମାନେେ ଇଶ୍ରାୟେଲର ଲୋକମାନଙ୍କୁ ୟିବାକୁ ଦବେୁ? ଆମ୍ଭେ ଆମ୍ଭର ଦାସମାନଙ୍କୁ ହରାଇଅଛୁ।
ଯାତ୍ରା ପୁସ୍ତକ 7:13
ତଥାପି ଫାରୋ ଦୃଢ ହେଲ ଲୋକମାନଙ୍କୁ ୟିବାକୁ ଅନୁମତି ଦେଲେ ନାହିଁ। ଏହା ସହେିପରି ହାଇେଥିଲା ଯେପରି ସଦାପ୍ରଭୁ ହବେ ବୋଲି କହିଥିଲେ। ଫାରୋ ମାଶାେ ଓ ହାରୋଣଙ୍କର କଥା ଶୁଣିଲେ ନାହିଁ।
ଯାତ୍ରା ପୁସ୍ତକ 4:21
ମାଶାେ ମିଶରକୁ ୟାତ୍ରାକରୁଥିବା ସମୟରେ ପରମେଶ୍ବର ତାଙ୍କୁ କହିଲେ, ମନରେଖ, ତୁମ୍ଭେ ଫାରୋଙ୍କ ସହିତ କଥା ହବୋ ସମୟରେ ତୁମ୍ଭେ ସମସ୍ତ ଅଦ୍ଭୁତ କାର୍ୟ୍ଯ ତାଙ୍କୁ ଦଖାଇବେ ଯାହା ମୁଁ ତୁମ୍ଭକୁ ଦଇେଅଛି। କିନ୍ତୁ ମୁଁ ଫାରୋଙ୍କ ମନକୁ କଠିନ କରିବି। ଯେଉଁଥି ରେ ସେ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଅନୁମତି ଦବେେ ନାହିଁ।