Exodus 7:3
କିନ୍ତୁ ମୁଁ ଫାରୋଙ୍କ ହୃଦଯ କଠିନ କରିବି। ତା'ପରେ ମିଶର ଦେଶ ରେ ବହୁତ ଆଶ୍ଚର୍ୟ୍ଯ ଓ ଅଦ୍ଭୁତ କର୍ମ କରିବି। ତଥାପି ଫାରୋ ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ।
Exodus 7:3 in Other Translations
King James Version (KJV)
And I will harden Pharaoh's heart, and multiply my signs and my wonders in the land of Egypt.
American Standard Version (ASV)
And I will harden Pharaoh's heart, and multiply my signs and my wonders in the land of Egypt.
Bible in Basic English (BBE)
And I will make Pharaoh's heart hard, and my signs and wonders will be increased in the land of Egypt.
Darby English Bible (DBY)
And I will render Pharaoh's heart obdurate, and multiply my signs and my wonders in the land of Egypt.
Webster's Bible (WBT)
And I will harden Pharaoh's heart, and multiply my signs and my wonders in the land of Egypt.
World English Bible (WEB)
I will harden Pharaoh's heart, and multiply my signs and my wonders in the land of Egypt.
Young's Literal Translation (YLT)
`And I harden the heart of Pharaoh, and have multiplied My signs and My wonders in the land of Egypt,
| And I | וַֽאֲנִ֥י | waʾănî | va-uh-NEE |
| will harden | אַקְשֶׁ֖ה | ʾaqše | ak-SHEH |
| אֶת | ʾet | et | |
| Pharaoh's | לֵ֣ב | lēb | lave |
| heart, | פַּרְעֹ֑ה | parʿō | pahr-OH |
| and multiply | וְהִרְבֵּיתִ֧י | wĕhirbêtî | veh-heer-bay-TEE |
| אֶת | ʾet | et | |
| signs my | אֹֽתֹתַ֛י | ʾōtōtay | oh-toh-TAI |
| and my wonders | וְאֶת | wĕʾet | veh-ET |
| in the land | מֽוֹפְתַ֖י | môpĕtay | moh-feh-TAI |
| of Egypt. | בְּאֶ֥רֶץ | bĕʾereṣ | beh-EH-rets |
| מִצְרָֽיִם׃ | miṣrāyim | meets-RA-yeem |
Cross Reference
ଯାତ୍ରା ପୁସ୍ତକ 11:9
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଥିଲେ, ଫାରୋ ତୁମ୍ଭର କଥା ଶୁଣିବେ ନାହିଁ, ସେଥିପାଇଁ ମୁଁ ମିଶର ରେ ଆହୁରି ବହୁତ ଆଶ୍ଚର୍ୟ୍ଯ କର୍ମମାନ ଦଖାଇେପାରିବି।
ଯାତ୍ରା ପୁସ୍ତକ 4:21
ମାଶାେ ମିଶରକୁ ୟାତ୍ରାକରୁଥିବା ସମୟରେ ପରମେଶ୍ବର ତାଙ୍କୁ କହିଲେ, ମନରେଖ, ତୁମ୍ଭେ ଫାରୋଙ୍କ ସହିତ କଥା ହବୋ ସମୟରେ ତୁମ୍ଭେ ସମସ୍ତ ଅଦ୍ଭୁତ କାର୍ୟ୍ଯ ତାଙ୍କୁ ଦଖାଇବେ ଯାହା ମୁଁ ତୁମ୍ଭକୁ ଦଇେଅଛି। କିନ୍ତୁ ମୁଁ ଫାରୋଙ୍କ ମନକୁ କଠିନ କରିବି। ଯେଉଁଥି ରେ ସେ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଅନୁମତି ଦବେେ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:36
ତେଣୁ ମାଶାେ ମିଶର ଦେଶ ରେ ଓ ସୂଫ ସମୁଦ୍ର ରେ ତଥା ମରୂଭୂମିରେ ଚ଼ାଳିଶ ବର୍ଷ ପର୍ୟ୍ଯନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ୟ୍ଯ ପୂର୍ଣ୍ଣ ଚ଼ିହ୍ନ ଓ କାର୍ୟ୍ଯମାନ କରି ସମାନଙ୍କେୁ ବାହାରକୁ ଆଣିଲେ।
ଗୀତସଂହିତା 135:9
ପରମେଶ୍ବର ମିଶରରେ ବହୁତ ଆଶ୍ଚର୍ୟ୍ଯ ଓ ଅଦଦ୍ଭୂତ କାର୍ୟ୍ଯମାନ କଲେ। ସେ ସଗେୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ଯବହାର କଲେ।
ଗୀତସଂହିତା 105:27
ପରମେଶ୍ବର ମାଶାେ ଓ ହାରୋଣଙ୍କ ଦ୍ବାରା ହାମ ଦେଶରେ ବହୁ ଅଦ୍ଦ୍ଭୁତ କାର୍ୟ୍ଯମାନ କରାଇଲେ।
ଗୀତସଂହିତା 78:43
ସମାନେେ ମିଶରର ଆଶ୍ଚର୍ୟ୍ଯ କର୍ମ ଏବଂ ସିୟୋନ୍ କ୍ଷେତ୍ରରେ ଆଶ୍ଚର୍ୟ୍ଯ କର୍ମମାନ ଭୁଲିଗଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:19
ସମାନେେ ଆଶ୍ଚର୍ୟ୍ଯ କର୍ମ ଓ ଅଭୂତ ଘଟଣା ମାଧ୍ଯମ ରେ ପବିତ୍ର ଆତ୍ମାଙ୍କର ଶକ୍ତି ରେ ପରମେଶ୍ବରଙ୍କୁ ମାନିଛନ୍ତି। ମୁଁ ୟିରୂଶାଲମ ଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳ ରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମାରେ ସହେି କାର୍ୟ୍ଯ ସମାପ୍ତ କଲି।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:22
ହେ ଇଶ୍ରାୟେଲର ଲୋକମାନେ, ଏହି ସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ଯକ୍ତି ଥିଲେ। ଯାହାଙ୍କୁ ଈଶ୍ବର ପଠାଇ ଥିଲେ। ଯୀଶୁ ଯେଉଁ ସବୁ ଶକ୍ତିଶାଳୀ କାର୍ୟ୍ଯ ଏବଂ ଆଶ୍ଚର୍ୟ୍ଯ ଘଟଣା ସବୁ କରିଥିଲେ, ତାହାଦ୍ବାରା ପରମେଶ୍ବର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି।
ଯୋହନଲିଖିତ ସୁସମାଚାର 4:48
ଯୀଶୁ ତାହାଙ୍କୁ କହିଲେ, ତୁମ୍ଭମାନେେ ଅଲୌକିକ ଓ ଅଶ୍ଚର୍ୟ୍ଯଜନକ କାର୍ୟ୍ଯମାନ ନ ଦେଖିଲେ ତୁମ୍ଭମାନେେ ମାେତେ ବିଶ୍ବାସ କରିବ ନାହିଁ।
ମୀଖା 7:15
ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କଲାପରି ବହୁ ଆଶ୍ଚର୍ୟ୍ଯ କର୍ମ କରିବା ଏବଂ ତୁମ୍ଭମାନଙ୍କୁ ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋ।
ଯିରିମିୟ 32:20
ହେ ସଦାପ୍ରଭୁ, ତୁମ୍ଭେ ମିଶର ରେ ନାନା ଅଦ୍ଭୁତ ଓ ଅଲୌକିକ କାର୍ୟ୍ଯ ସାଦନ କରିଅଛ। ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ ଓ ଅନ୍ଯାନ୍ଯ ଲୋକମାନଙ୍କ ମଧିଅରେ ସହେି ଅଦ୍ଭୁତ ଲକ୍ଷଣ ଦଖାେଉଛ। ପୁଣି ଏହିସବୁ କାର୍ୟ୍ଯ ଯୋଗୁଁ ତୁମ୍ଭେ ପ୍ରସିଦ୍ଧ ହାଇେଅଛ।
ଯିଶାଇୟ 51:9
ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ। ବଳ ଧାରଣ କର। ଯେପରି ପୂର୍ବକାଳ ରେ ଓ ପ୍ରାଚୀନକାଳର ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସହେିପରି ଜାଗ। ରାହବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ ଓ ନାଗକୁ ଯେ ବିଦ୍ଧ କରିଥିଲେ, ସହେି ପ୍ରଭୁ ତୁମ୍ଭେ ନୁହଁ କି ?
ନିହିମିୟା 9:10
ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା'ର ଦେଶସ୍ଥ ସମୁଦାଯ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ୟ୍ଯ କର୍ମମାନ ଦଖାଇେଲେ। କାରଣ ମିଶରୀଯମାନେ ସମାନଙ୍କେ ବିରୁଦ୍ଧ ରେ ରୁକ୍ଷ ବ୍ଯବହାର କଲେ। ଏଣୁ ତୁମ୍ଭେ ଆଜିର ନ୍ଯାଯ ଆପଣା ନାମ ପ୍ରସିଦ୍ଧ କରିଅଛ।
ଦିତୀୟ ବିବରଣ 7:19
ତୁମ୍ଭମାନେେ ଦେଖିଛ ଯେ ସଦାପ୍ରଭୁ ସମାନଙ୍କେ ପାଇଁ କି ଭୟଙ୍କର କାର୍ୟ୍ଯମାନ କରିଛନ୍ତି। ସେ କି ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି। ସେ ତାଙ୍କର ପରାକ୍ରାନ୍ତ ହସ୍ତଦ୍ବାରା ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବହାର କରି ଆଣିଛନ୍ତି। ତୁମ୍ଭକୁ ଯେଉଁମାନେ ଭୟ ପ୍ରଦର୍ଶନ କରିବେ ସଦାପ୍ରଭୁ ପରମେଶ୍ବର ସମାନଙ୍କେୁ ସହେିପରି କାର୍ୟ୍ଯମାନ ସମାନଙ୍କେ ପ୍ରତି କରିବେ।
ଦିତୀୟ ବିବରଣ 4:34
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମିଶର ରେ ତୁମ୍ଭମାନଙ୍କ ସାକ୍ଷାତ ରେ ଯେ ସକଳ କର୍ମ କରିଅଛନ୍ତି, ସହେିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ବାରା ଓ ଚିହ୍ନଦ୍ବାରା ଓ ଆଶ୍ଚର୍ୟ୍ଯ କର୍ମଦ୍ବାରା, ୟକ୍ସ୍ଟଦ୍ଧଦ୍ବାରା, ପରାକ୍ରାନ୍ତ ହସ୍ତଦ୍ବାରା, ବିସ୍ତାରିତ ବାହକ୍ସ୍ଟଦ୍ବାରା ଓ ଭୟଙ୍କର ଆଶ୍ଚର୍ୟ୍ଯ କର୍ମଦ୍ବାରା ଅନ୍ୟ ଦେଶୀଯ ଲୋକଙ୍କ ମଧ୍ଯରକ୍ସ୍ଟ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।
ଯାତ୍ରା ପୁସ୍ତକ 9:16
କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମାରେ ପରାକ୍ରମ ଜାଣିବ। ସମଗ୍ର ପୃଥିବୀ ରେ ମାରେ ନାମ ବିଖ୍ଯାତ କରିବ।
ଯାତ୍ରା ପୁସ୍ତକ 4:29
ତେଣୁ ମାଶାେ ଏବଂ ହାରୋଣ ଏକତ୍ର ୟାଇ ଇଶ୍ରାୟେଲର ପ୍ରାଚୀନବର୍ଗମାନଙ୍କୁ ଏକତ୍ରୀତ କଲେ।
ଯାତ୍ରା ପୁସ୍ତକ 4:7
ଏହାପରେ ପରମେଶ୍ବର କହିଲେ, ତୁମ୍ଭର ହସ୍ତ ପୁନ୍ନରାଯ ତୁମ୍ଭର ଛାତି ରେ ରଖ। ତେଣୁ ମାଶାେ ତାଙ୍କର ହାତ ତାଙ୍କର ଛାତି ରେ ଦେଲେ, ମାଶାେ ତାଙ୍କର ହାତ ବାହାର କରିବାରୁ ତାଙ୍କର ହାତ ପରିବର୍ତ୍ତ ନ ହାଇେ ପୂର୍ବପରି ହାଇଗେଲା।