ଯାତ୍ରା ପୁସ୍ତକ 39:15 in Oriya

ଓଡିଆ ଓଡିଆ ବାଇବେଲ ଯାତ୍ରା ପୁସ୍ତକ ଯାତ୍ରା ପୁସ୍ତକ 39 ଯାତ୍ରା ପୁସ୍ତକ 39:15

Exodus 39:15
ତା'ପରେ ସମାନେେ ଶୁଦ୍ଧ ସୁବର୍ଣ୍ଣ ରେ ହାର ତିଆରି କଲେ ଏବଂ ବିଚାରାର୍ଥକ ବୁକୁପଟା ପାଇଁ ରଜ୍ଜୁ ପରି ୟୋଡିଲେ।

Exodus 39:14Exodus 39Exodus 39:16

Exodus 39:15 in Other Translations

King James Version (KJV)
And they made upon the breastplate chains at the ends, of wreathed work of pure gold.

American Standard Version (ASV)
And they made upon the breastplate chains like cords, of wreathen work of pure gold.

Bible in Basic English (BBE)
And on the bag they put gold chains, twisted like cords.

Darby English Bible (DBY)
And they made on the breastplate chains of laced work of wreathen work, of pure gold.

Webster's Bible (WBT)
And they made upon the breast-plate chains at the ends, of wreathed work of pure gold.

World English Bible (WEB)
They made on the breastplate chains like cords, of braided work of pure gold.

Young's Literal Translation (YLT)
And they make on the breastplate wreathed chains, work of thick bands, of pure gold;

And
they
made
וַיַּֽעֲשׂ֧וּwayyaʿăśûva-ya-uh-SOO
upon
עַלʿalal
the
breastplate
הַחֹ֛שֶׁןhaḥōšenha-HOH-shen
chains
שַׁרְשְׁרֹ֥תšaršĕrōtshahr-sheh-ROTE
ends,
the
at
גַּבְלֻ֖תgablutɡahv-LOOT
of
wreathen
מַֽעֲשֵׂ֣הmaʿăśēma-uh-SAY
work
עֲבֹ֑תʿăbōtuh-VOTE
of
pure
זָהָ֖בzāhābza-HAHV
gold.
טָהֽוֹר׃ṭāhôrta-HORE

Cross Reference

ଯାତ୍ରା ପୁସ୍ତକ 28:14
ଦୁଇମାେଡା ହାଇେଥିବା ସୁବର୍ଣ୍ଣ ଜଞ୍ଜିର କରି ସହେି ଏଫୋଦ ରେ ଲଗାଇବ।

ଦିତୀୟ ବଂଶାବଳୀ 3:5
ବଡ଼ କଠାେରୀର କାନ୍ଥ ରେ ଶଲୋମନ ଦବଦୋରୁ କାଠର ଆସ୍ତରଣ ଦଇେ ତା' ଉପରେ ଶୁଦ୍ଧ ସୁବର୍ଣ୍ଣ ଆଚ୍ଛାଦନ କଲେ। ଏବଂ ସେଥି ରେ ଖଜୁରୀ ଗଛ ଓ ଜଞ୍ଜିରର ଛବି ଦେଲେ।

ପରମଗୀତ 1:10
ତୁମ୍ଭର ଗାଲ ରେ ଗଣ୍ଡ ୟୁଗଳ, ତୁମ୍ଭ ଗଳା ଦେଶ ରେ ରତ୍ନହାର ରେ ସୁଶାେଭିତ।

ଯୋହନଲିଖିତ ସୁସମାଚାର 10:28
ମୁଁ ନିଜ ମଷେମାନଙ୍କୁ ଅନନ୍ତ ଜୀବନ ଦିଏ। ସମାନେେ କଦାପି ମରିବେ ନାହିଁ। ସମାନଙ୍କେୁ ମାେ ହାତରୁ କହେି ଛଡଇେ ନଇେ ପାରିବେ ନାହିଁ।

ଯୋହନଲିଖିତ ସୁସମାଚାର 17:12
ମୁଁ ଯେତବେେଳେ ସମାନଙ୍କେ ସହିତ ଥିଲି, ମୁଁ ସମାନଙ୍କେୁ ନିରାପଦ ରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳ ରେ ସମାନଙ୍କେୁ ନିରାପଦ ରେ ରଖିଥିଲି। ସହେି ନାମ ତୁମ୍ଭେ ମାେତେ ଦଇେଥିଲ। ମୁଁ ସମାନଙ୍କେୁ ସୁରକ୍ଷିତ କଲି। ସମାନଙ୍କେ ଭିତରୁ କବଳେ ଜଣେ ବିନାଶ ପାଇଁ ଉଦ୍ଦିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥିପାଇଁ ସେ ନଷ୍ଟ ହେଲା।

ପିତରଙ୍କ ପ୍ରଥମ ପତ୍ 1:5
ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ୟ୍ଯନ୍ତ ତୁମ୍ଭ ବିଶ୍ବାସ ମାଧ୍ଯମ ରେ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସହେି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହାଇେ ରହିଛି ଏବଂ ୟୁଗର ଶଷେ ରେ ତୁମ୍ଭେ ଏହା ପାଇବ।

ଯିହୂଦାଙ୍କ ପତ୍ର 1:1
ମୁଁ ୟିହୂଦା, ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଓ ଯାକୁବଙ୍କର ଭାଇ ଅଟେ।