ଯାତ୍ରା ପୁସ୍ତକ 35:2
ଛଅଦିନ କର୍ମ କରିବ। କିନ୍ତୁ ସପ୍ତମ ଦିନଟି ତୁମ୍ଭମାନଙ୍କ ବିଶ୍ରାମ ପାଇଁ ଏକ ସ୍ବତନ୍ତ୍ର ଦିନ। ତାହା ସଦାପ୍ରଭୁଙ୍କ ପାଇଁ ବିଶ୍ରାମଦିନ ହବେ। ୟିଏ କହେି ସହେି ପବିତ୍ର ଦିନ ରେ କର୍ମ କରିବ, ତାକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।
Six | שֵׁ֣שֶׁת | šēšet | SHAY-shet |
days | יָמִים֮ | yāmîm | ya-MEEM |
shall work | תֵּֽעָשֶׂ֣ה | tēʿāśe | tay-ah-SEH |
be done, | מְלָאכָה֒ | mĕlāʾkāh | meh-la-HA |
seventh the on but | וּבַיּ֣וֹם | ûbayyôm | oo-VA-yome |
day | הַשְּׁבִיעִ֗י | haššĕbîʿî | ha-sheh-vee-EE |
there shall be | יִֽהְיֶ֨ה | yihĕye | yee-heh-YEH |
day, holy an you to | לָכֶ֥ם | lākem | la-HEM |
a sabbath | קֹ֛דֶשׁ | qōdeš | KOH-desh |
of rest | שַׁבַּ֥ת | šabbat | sha-BAHT |
to the Lord: | שַׁבָּת֖וֹן | šabbātôn | sha-ba-TONE |
whosoever | לַֽיהוָ֑ה | layhwâ | lai-VA |
doeth | כָּל | kāl | kahl |
work | הָֽעֹשֶׂ֥ה | hāʿōśe | ha-oh-SEH |
therein shall be put to death. | ב֛וֹ | bô | voh |
מְלָאכָ֖ה | mĕlāʾkâ | meh-la-HA | |
יוּמָֽת׃ | yûmāt | yoo-MAHT |
Cross Reference
ଲେବୀୟ ପୁସ୍ତକ 23:3
ଛଅଦିନ କାମ କରାୟିବ, ମାତ୍ର ସପ୍ତମଦିନ ବିଶ୍ରାମଦିନ। ଅର୍ଥାତ୍ ପବିତ୍ର ଶଭା ହବେ। ତୁମ୍ଭମାନେେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନ ରେ ସଦାପ୍ରବୁଙ୍କ ଉଦ୍ଦେଶ୍ଯ ରେ ବିଶ୍ରାମଦିନ ହବେ।
ଯାତ୍ରା ପୁସ୍ତକ 34:21
ତୁମ୍ଭମାନେେ ଛଅଦିନ କାମ କରିବ। କିନ୍ତୁ ସପ୍ତମ ଦିନ ତୁମ୍ଭମାନେେ ବିଶ୍ରାମ ନବେ। ତୁମ୍ଭମାନେେ ଏପରିକି ଶସ୍ଯ ବୁଣା ଏବଂ ଶସ୍ଯ ଅମଳ ସମୟରେ ଏହି ନିଯମ ପାଳନ କରିବ।
ଯାତ୍ରା ପୁସ୍ତକ 20:9
ଛଅ ଦିନ ରେ ଆପଣାର ସମସ୍ତ କର୍ମ କରିବ।
ଗଣନା ପୁସ୍ତକ 15:32
ସେତବେେଳେ ଇଶ୍ରାୟେଲ ଥିବା ସମୟରେ ଗୋଟିଏ ବ୍ଯକ୍ତିକୁ ବିଶ୍ରାମ ବାର ରେ କାଠ ସଂଗ୍ରହ କରୁଥିବାର ଦେଖିଲେ।
ଯାତ୍ରା ପୁସ୍ତକ 23:12
ଛଅ ଦିନ ଧରି କାର୍ୟ୍ଯ କର ଏବଂ ସପ୍ତମ ଦିନ ରେ ବିଶ୍ରାମ କର। ଏପରି ମଧ୍ଯ ତୁମ୍ଭମାନଙ୍କର ଦାସମାନଙ୍କ ପାଇଁ ଏବଂ ବିଦେଶୀମାନଙ୍କ ପ୍ରତି ଏହିପରି କର ଏବଂ ତୁମ୍ଭମାନଙ୍କର ଗୋରୁ ଏବଂ ଗଧମାନଙ୍କ ପାଇଁ ମଧ୍ଯ ଏପରି କରିବ। ସମାନଙ୍କେ ପାଇଁ ସପ୍ତମ ଦିନଟି ବିଶ୍ରାମ ଦବେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:28
ଯେଉଁଲୋକ ମାଶାଙ୍କେ ବ୍ଯବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନିଜଣ ସାକ୍ଷୀ ଆବଶ୍ଯକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଇଥିଲା।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:2
ସ୍ବର୍ଗଦୂତମାନଙ୍କ ମାଧ୍ଯମ ରେ ପରମେଶ୍ବର କହିଥିବା ଶିକ୍ଷା ସତ୍ଯ ବୋଲି ଦଖାଇେ ଦିଆଗଲା। ପ୍ରେତ୍ୟକକ ଥର ୟିହୁଦୀମାନେ ତାହାର ବିରୁଦ୍ଧାଚରଣ କରି ଦଣ୍ଡ ପାଇଥିଲେ। ଯେତବେେଳେ ସହେି ଶିକ୍ଷାକୁ ସମାନେେ ଅବମାନନା କଲେ, ସମାନେେ ଦଣ୍ଡିତ ହେଲେ।
ଯୋହନଲିଖିତ ସୁସମାଚାର 5:16
ଯୀଶୁ ବିଶ୍ରାମବାର ରେ ଏହିସବୁ (ସୁସ୍ଥ) କାର୍ୟ୍ଯ କରୁଥିଲେ। ତେଣୁ ଯିହୂଦୀମାନେ ଯୀଶୁଙ୍କ ପ୍ରତି ଖରାପ ବ୍ଯବହାର କରିବା ଆରମ୍ଭ କଲେ।
ଲୂକଲିଖିତ ସୁସମାଚାର 13:14
ଯୀଶୁ ବିଶ୍ରାମ ବାର ରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରିଦବୋରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, ସପ୍ତାହ ରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭମାନେେ ସୁସ୍ଥ ହବୋ ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାର ରେ କବେେ ହେଲେ ସୁସ୍ଥ ହବୋପାଇଁ ଆସନାହିଁ।
ଦିତୀୟ ବିବରଣ 5:12
ବିଶ୍ରାମ ଦିନକକ୍ସ୍ଟ ସଦାପ୍ରଭୁଙ୍କର ଉର୍ଦ୍ଧିଷ୍ଟ ଦିନରୂପେ ପାଲନ କରିବ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଆଦେଶ ଦଇେଛନ୍ତି।
ଯାତ୍ରା ପୁସ୍ତକ 31:13
ଏହିକଥା ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ମାରେ ବିଶ୍ରାମ ଦିନ ପାଳନ କରିବା ଉଚିତ୍। ଯେଉଁଥିପାଇଁ ତୁମ୍ଭମାନେେ ଜାଣି ପାରିବ ଯେ ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ୟିଏ ତୁମ୍ଭମାନଙ୍କୁ ପବିତ୍ର କରନ୍ତି। ଏହା ପୁରୁଷାନୁକ୍ରମେ ମୁଁ ଓ ତୁମ୍ଭମାନଙ୍କ ମଧିଅରେ ଏକ ଚିହ୍ନ ହବେ।