ଯାତ୍ରା ପୁସ୍ତକ 32:21 in Oriya

ଓଡିଆ ଓଡିଆ ବାଇବେଲ ଯାତ୍ରା ପୁସ୍ତକ ଯାତ୍ରା ପୁସ୍ତକ 32 ଯାତ୍ରା ପୁସ୍ତକ 32:21

Exodus 32:21
ମାଶାେ ହାରୋଣଙ୍କୁ କହିଲେ, ଏ ଲୋକମାନେ ତୁମ୍ଭ ପାଇଁ କ'ଣ କଲେ? କାହିଁକି ତୁମ୍ଭେ ତାକୁ ଏପରି ପାପ କରିବାକୁ ଆଗଇେ ନଲେ?

Exodus 32:20Exodus 32Exodus 32:22

Exodus 32:21 in Other Translations

King James Version (KJV)
And Moses said unto Aaron, What did this people unto thee, that thou hast brought so great a sin upon them?

American Standard Version (ASV)
And Moses said unto Aaron, What did this people unto thee, that thou hast brought a great sin upon them?

Bible in Basic English (BBE)
And Moses said to Aaron, What did the people do to you that you let this great sin come on them?

Darby English Bible (DBY)
And Moses said to Aaron, What has this people done to thee, that thou hast brought so great a sin on them?

Webster's Bible (WBT)
And Moses said to Aaron, What did this people to thee, that thou hast brought so great a sin upon them?

World English Bible (WEB)
Moses said to Aaron, "What did these people do to you, that you have brought a great sin on them?"

Young's Literal Translation (YLT)
And Moses saith unto Aaron, `What hath this people done to thee, that thou hast brought in upon it a great sin?'

And
Moses
וַיֹּ֤אמֶרwayyōʾmerva-YOH-mer
said
מֹשֶׁה֙mōšehmoh-SHEH
unto
אֶֽלʾelel
Aaron,
אַהֲרֹ֔ןʾahărōnah-huh-RONE
What
מֶֽהmemeh
did
עָשָׂ֥הʿāśâah-SA
this
לְךָ֖lĕkāleh-HA
people
הָעָ֣םhāʿāmha-AM
that
thee,
unto
הַזֶּ֑הhazzeha-ZEH
thou
hast
brought
כִּֽיkee
great
so
הֵבֵ֥אתָhēbēʾtāhay-VAY-ta
a
sin
עָלָ֖יוʿālāywah-LAV
upon
חֲטָאָ֥הḥăṭāʾâhuh-ta-AH
them?
גְדֹלָֽה׃gĕdōlâɡeh-doh-LA

Cross Reference

ଆଦି ପୁସ୍ତକ 20:9
ଏହାପରେ ଅବିମଲକେ ଅବ୍ରହାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ଆମ୍ଭ ପ୍ରତିି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ'ଣ କରିଛି ଯେ, ମାେ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମାେ ପ୍ରତି ଏପରି କରିବାର ନ ଥିଲା।

ଆଦି ପୁସ୍ତକ 26:10
ଅବିମଲକେ କହିଲା, ତୁମ୍ଭେ ଆମ୍ଭକୁ ଖରାପ ବ୍ଯବହାର କଲ। ଯଦି କୌଣସି ଲୋକ ତୁମ୍ଭ ସ୍ତ୍ରୀ ସଂଗ ରେ ଅନ୍ଯାଯାସ ରେ ଶଯନ କରି ଥାଆନ୍ତା। ତାହାହେଲେ ସେ ପାପରେ ଭାଗିଦାର ହାଇେଥାନ୍ତା।

ଦିତୀୟ ବିବରଣ 13:6
ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପକ୍ସ୍ଟତ୍ର ବା କନ୍ଯା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧକ୍ସ୍ଟ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, 'ଗ୍ଭଲ ଅନ୍ୟ ଦବଗେଣଙ୍କର ପୂଜା କରିବା।' ଯେଉଁ ଦବେତାଗଣଙ୍କକ୍ସ୍ଟ ତୁମ୍ଭମାନେେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାଁନ୍ତି।

ଯିହୋଶୂୟ 7:19
ତା'ପରେ ଯିହାଶୂେୟ ଆଖନକକ୍ସ୍ଟ କହିଲେ, ହେ ମାହେର ପକ୍ସ୍ଟତ୍ର, ବିନଯ କରୁଅଛି, ସଦାପ୍ରଭୁ ଇଶ୍ରାୟେଲର ପରମେଶଓରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ବୀକାର କର, ତୁମ୍ଭେ କ'ଣ କରିଛ। ମାେତେ କକ୍ସ୍ଟହ ସେ କଥା ଲକ୍ସ୍ଟଗ୍ଭଅ ନାହିଁ।

ପ୍ରଥମ ଶାମୁୟେଲ 26:19
ମାରେ ପ୍ରଭକ୍ସ୍ଟ, ମହାରାଜ, ମୁ ତୁମ୍ଭର ସବେକ ମାେ କଥା ଶକ୍ସ୍ଟଣ, ଯଦି ସଦାପ୍ରଭୁ ମାେ ଉପରେ କୋରଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତା ହେଲ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନକ୍ସ୍ଟଷ୍ଯ ସନ୍ତାନମାନେ ତାହା କରିଥାନ୍ତି, ତବେେ ସମାନେେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତକ୍ସ୍ଟ। କାରଣ ସମାନେେ ମାେତେ ସହେି ଦେଶରକ୍ସ୍ଟ ବାହାର କରି ଦଇେଛନ୍ତି। ଯେଉଁଟାକି ମାେତେ ଦେଲେ ଏବଂ କହିଲେ, 'ୟାଅ ଅନ୍ୟ ଦବଗେଣଙ୍କର ପୂଜା କର।'

ପ୍ରଥମ ରାଜାବଳୀ 14:16
ୟାରବିଯାମ ନିଜେ ପାପସବୁ କରିଛି ଓ ଇଶ୍ରାୟେଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ପରାଜିତ କରିବାକୁ ଦବେେ।

ପ୍ରଥମ ରାଜାବଳୀ 21:22
ତୁମ୍ଭର ପରିବାର ଭାଗ୍ଯ ସହେିଭଳି ହବେ, ନବାଟର ପୁତ୍ର ୟାରବିଯାମର ବଂଶ ତୁଲ୍ଯ ଓ ଅହିଯ ପୁତ୍ର ବାଶାର ବଂଶ ତୁଲ୍ଯ ସମ୍ପୂର୍ଣ୍ଣ ଧ୍ବଂସ କରିବି। କାରଣ ତୁମ୍ଭେ ତୁମ୍ଭର ପାପକର୍ମଦ୍ବାରା ମାେତେ ବିରକ୍ତ କରିଅଛ ଓ ଇଶ୍ରାୟେଲର ଲୋକମାନଙ୍କୁ ପାପ କରାଇଅଛ।'

ଦିତୀୟ ରାଜାବଳୀ 21:9
ମାତ୍ର ସମାନେେ ପରମେଶ୍ବରଙ୍କ ବାକ୍ଯ ଶୁଣିଲେ ନାହିଁ। କିଣାନର ଦେଶଠାରୁ ଅଧିକ ମନ୍ଦ କର୍ମ କରିବାକୁ ମନଃଶି ସମାନଙ୍କେୁ ମାର୍ଗ ଦର୍ଶନ କରୁଥିଲେ। ସେଥିପାଇଁ ସଦାପ୍ରଭୁଙ୍କ ଦ୍ବାରା ସମାନଙ୍କେୁ ବିନଷ୍ଟ କରାଗଲା। ଯେତବେେଳେ ଇଶ୍ରାୟେଲୀୟମାନେ ଦେଶକୁ ଆସିଲେ।