Exodus 30:24
କାଶିଆର 500 ଶକେଲ ସଂଗ୍ରହ କର। ଯେତବେେଳେ ଏହିସବୁ ଓଜନ କରୁଛ, କାର୍ୟ୍ଯାଳଯ ମାପ ବ୍ଯବହାର କର। ଆଉ ମଧ୍ଯ ଏକ ହୀନ ଅଲିଭ ତୈଳ ସଂଗ୍ରହ କର।
Exodus 30:24 in Other Translations
King James Version (KJV)
And of cassia five hundred shekels, after the shekel of the sanctuary, and of oil olive an hin:
American Standard Version (ASV)
and of cassia five hundred, after the shekel of the sanctuary, and of olive oil a hin.
Bible in Basic English (BBE)
And of cassia, five hundred shekels' weight measured by the scale of the holy place, and of olive oil a hin:
Darby English Bible (DBY)
and of cassia five hundred, after the shekel of the sanctuary, and of olive oil a hin;
Webster's Bible (WBT)
And of cassia five hundred shekels, after the shekel of the sanctuary, and of olive-oil a hin:
World English Bible (WEB)
and of cassia five hundred, after the shekel of the sanctuary; and a hin of olive oil.
Young's Literal Translation (YLT)
and cassia five hundred, by the shekel of the sanctuary, and olive oil a hin;
| And of cassia | וְקִדָּ֕ה | wĕqiddâ | veh-kee-DA |
| five | חֲמֵ֥שׁ | ḥămēš | huh-MAYSH |
| hundred | מֵא֖וֹת | mēʾôt | may-OTE |
| shekel the after shekels, | בְּשֶׁ֣קֶל | bĕšeqel | beh-SHEH-kel |
| sanctuary, the of | הַקֹּ֑דֶשׁ | haqqōdeš | ha-KOH-desh |
| and of oil | וְשֶׁ֥מֶן | wĕšemen | veh-SHEH-men |
| olive | זַ֖יִת | zayit | ZA-yeet |
| an hin: | הִֽין׃ | hîn | heen |
Cross Reference
ଯାତ୍ରା ପୁସ୍ତକ 29:40
ଯେତବେେଳେ ତୁମ୍ଭେ ପ୍ରଥମ ମଷେଶାବକ ସହିତ ଚତୁର୍ଥାଂଶ ନିର୍ମଳ ପଷୋ ତୈଳ ରେ ମିଶ୍ରୀତ ଏକ ଐଫାର ଦଶମାଂଶ ମଇଦା ଓ ପଯେ ନବୈେଦ୍ଯ ନିମନ୍ତେ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ଉତ୍ସର୍ଗ କର।
ଗୀତସଂହିତା 45:8
ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିୟୁକ୍ତ ଅଗୁରୁ ଡ଼ାଲଚିନି ମସଲାର ବାସନା ଭାସି ଆସୁଛି। ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।
ଲେବୀୟ ପୁସ୍ତକ 19:36
ଯଥାର୍ଥ ଦଣ୍ଡି, ଯଥାର୍ଥ ବଟକରା, ଯଥାର୍ଥ ଐଫ ଓ ଯଥାର୍ଥ ପଳା ତୁମ୍ଭମାନଙ୍କର ହବେ। ଯେ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ ଆମ୍ଭେ ସହେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
ଗଣନା ପୁସ୍ତକ 3:47
ପବିତ୍ରସ୍ଥାନର ଶକେଲ ଅନୁସାରେ ତୁମ୍ଭେ ମୁଣ୍ତ ପିଛା ପାଞ୍ଚ ଶକେଲ ନବେ। କୋଡିଏ ଗରୋ ରେ ଏକ ଶକେଲ।
ଗଣନା ପୁସ୍ତକ 15:5
ପ୍ରେତ୍ୟକକ ଥର ତୁମ୍ଭେ ଏକ ମଷେବତ୍ସ ହାମାେର୍ଥକ ବଳି ଓ ହିନର ଏକ ତରୁର୍ଥାଂଶ ଦ୍ରାକ୍ଷାରସର ପଯେ ନବୈେଦ୍ଯ ପ୍ରସ୍ତୁତ କରିବା ଉଚିତ୍।
ଯିହିଜିକଲ 45:12
ପୁଣି ଏକ ଶକେଲ କୋଡ଼ିଏ ଗୋଗ୍ ହବେ, ଏକ ମିନା କୋଡ଼ିଏ ଶକେଲ, ପଚିଶ ଶକେଲ, ପନ୍ଦର ଶକେଲ ହବେ।