Index
Full Screen ?
 

ଯାତ୍ରା ପୁସ୍ତକ 28:14

Exodus 28:14 ଓଡିଆ ବାଇବେଲ ଯାତ୍ରା ପୁସ୍ତକ ଯାତ୍ରା ପୁସ୍ତକ 28

ଯାତ୍ରା ପୁସ୍ତକ 28:14
ଦୁଇମାେଡା ହାଇେଥିବା ସୁବର୍ଣ୍ଣ ଜଞ୍ଜିର କରି ସହେି ଏଫୋଦ ରେ ଲଗାଇବ।

And
two
וּשְׁתֵּ֤יûšĕttêoo-sheh-TAY
chains
שַׁרְשְׁרֹת֙šaršĕrōtshahr-sheh-ROTE
of
pure
זָהָ֣בzāhābza-HAHV
gold
טָה֔וֹרṭāhôrta-HORE
ends;
the
at
מִגְבָּלֹ֛תmigbālōtmeeɡ-ba-LOTE
of
wreathen
תַּֽעֲשֶׂ֥הtaʿăśeta-uh-SEH
work
אֹתָ֖םʾōtāmoh-TAHM
make
thou
shalt
מַֽעֲשֵׂ֣הmaʿăśēma-uh-SAY
them,
and
fasten
עֲבֹ֑תʿăbōtuh-VOTE

וְנָֽתַתָּ֛הwĕnātattâveh-na-ta-TA
wreathen
the
אֶתʾetet
chains
שַׁרְשְׁרֹ֥תšaršĕrōtshahr-sheh-ROTE
to
הָֽעֲבֹתֹ֖תhāʿăbōtōtha-uh-voh-TOTE
the
ouches.
עַלʿalal
הַֽמִּשְׁבְּצֹֽת׃hammišbĕṣōtHA-meesh-beh-TSOTE

Cross Reference

ଯାତ୍ରା ପୁସ୍ତକ 28:22
ବୁକୁପଟା ନିମନ୍ତେ ହାରଗୁଡିକ ତିଆରି କର। ଏହି ହାର ଶୁଦ୍ଧ ସୁବର୍ଣ୍ଣ ରେ ମାେଡା ୟାଇଥିବ।

ଯାତ୍ରା ପୁସ୍ତକ 39:15
ତା'ପରେ ସମାନେେ ଶୁଦ୍ଧ ସୁବର୍ଣ୍ଣ ରେ ହାର ତିଆରି କଲେ ଏବଂ ବିଚାରାର୍ଥକ ବୁକୁପଟା ପାଇଁ ରଜ୍ଜୁ ପରି ୟୋଡିଲେ।

ଯାତ୍ରା ପୁସ୍ତକ 39:17
ସମାନେେ ବିଚାରାର୍ଥକ ବୁକୁପଟାର ଶଷେ ଭାଗ ରେ ଦୁଇଟି ସୁବର୍ଣ୍ଣର ଦୁଇଟି କଡା ପାଇଁ ଦୁଇଟି ସୁବର୍ଣ୍ଣର ଜଞ୍ଜିର ତିଆରି କଲେ।

ପ୍ରଥମ ରାଜାବଳୀ 7:17
ସସ ମୁଣ୍ତିକୁ ଆଚ୍ଛାଦନ କରିବା ପାଇଁ ଦୁଇଟି ଲୁହାଜାଲି ନିର୍ମାଣ କଲଲ।

ଦିତୀୟ ରାଜାବଳୀ 25:17
ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳର ଦୁଇସ୍ତମ୍ଭ, ପ୍ରତ୍ୟେକ ସ୍ତମ୍ଭ ଆଠ ହାତ ଉଚ୍ଚର ଥିଲା ଓ ତା’ ଉପରେ ଥିବା ତିନି ହାତର ଉଚ୍ଚ ପିତ୍ତଳ ମୁଣ୍ତାଳି। ସର୍ବ ଉପରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଉଭୟ ସ୍ତମ୍ଭ ସମାନ ଆକୃତି ଓ ସମାନ ପ୍ରକାରର ଥିଲା। ସଦାପ୍ରଭୁଙ୍କ ମନ୍ଦିର ପାଇଁ ଶଲୋମନ ବୃହତ୍ ଜଳାଶୟ ପିତ୍ତଳରେ ତିଆରି କରିଥିଲେ। ଏହି ସମସ୍ତ ପିତ୍ତଳ ନିର୍ମିତ ଜିନିଷଗୁଡ଼ିକ ବହୁତ ଭାରି ଓ ଓଜନ ଥିଲା।

ଦିତୀୟ ବଂଶାବଳୀ 4:12
ହୂରମ ଦୁଇଟି ସ୍ତମ୍ଭ ଏବଂ ଦୁଇଟି ସ୍ତମ୍ଭର ଉପରିସ୍ଥ ଭାଗ ରେ ବିରାଟ କୁଣ୍ଡର ନିର୍ମାଣ କରିଥିଲେ। ଆହୁରି ହୂରମ ଏହି ଦୁଇଟି ସ୍ତମ୍ଭର ଉପରେ ଥିବା ଦୁଇଟି ବିରାଟ କୁଣ୍ଡକୁ ଘାଡ଼ୋଇବା ନିମନ୍ତେ କାରୁକାର୍ୟ୍ଯ ପୂର୍ଣ୍ଣ ଜାଲି ତିଆରି କରିଥିଲେ।

Chords Index for Keyboard Guitar