English
ଯାତ୍ରା ପୁସ୍ତକ 15:1 ଚିତ୍ର
ଏହାପରେ ମାଶାେ ଓ ଇଶ୍ରାୟେଲୀୟ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହି ସଂଗୀତ ଗାନ କଲେ, ଆମ୍ଭେ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା। ସେ ମହାନ କାର୍ୟ୍ଯ କରିଛନ୍ତି। ସେ ଅଶ୍ବ ଏବଂ ଅଶ୍ବାରୋହୀଙ୍କୁ ସମୁଦ୍ର ରେ ନିକ୍ଷପେ କଲେ।