ଓଡ଼ିଆ ଓଡ଼ିଆ ବାଇବେଲ ଏଷ୍ଟର ବିବରଣ ଏଷ୍ଟର ବିବରଣ 6 ଏଷ୍ଟର ବିବରଣ 6:13 ଏଷ୍ଟର ବିବରଣ 6:13 ଚିତ୍ର English

ଏଷ୍ଟର ବିବରଣ 6:13 ଚିତ୍ର

ପୁଣି ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ନିଜର ଭାର୍ୟ୍ଯା ସରେଶକୁ ଆପଣାର ସମସ୍ତ ମିତ୍ରଙ୍କୁ କହିଲା। ତହିଁରେ ତାହାର ଜ୍ଞାନୀ ଲୋକମାନେ ତାହାର ସ୍ତ୍ରୀ ସରେଶ ତାହାକୁ କହିଲେ, ଯାହା ସାକ୍ଷାତ ରେ ତୁମ୍ଭର ଏହି ପତନର ଆରମ୍ଭ ହାଇେଅଛି, ସେ ମର୍ଦ୍ଦଖଯ ଯବେେ ୟିହୁଦୀ ବଂଶୀଯ ଲୋକ ହୁଏ, ତବେେ ତୁମ୍ଭେ ତାହାକୁ ଜଯକରି ପାରିବ ନାହିଁ। ମାତ୍ର ତାହାର ସାକ୍ଷାତ ରେ ନିଶ୍ଚିତ ପତିତ ହବେ।
Click consecutive words to select a phrase. Click again to deselect.
ଏଷ୍ଟର ବିବରଣ 6:13

ପୁଣି ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ନିଜର ଭାର୍ୟ୍ଯା ସରେଶକୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲା। ତହିଁରେ ତାହାର ଜ୍ଞାନୀ ଲୋକମାନେ ଓ ତାହାର ସ୍ତ୍ରୀ ସରେଶ ତାହାକୁ କହିଲେ, ଯାହା ସାକ୍ଷାତ ରେ ତୁମ୍ଭର ଏହି ପତନର ଆରମ୍ଭ ହାଇେଅଛି, ସେ ମର୍ଦ୍ଦଖଯ ଯବେେ ୟିହୁଦୀ ବଂଶୀଯ ଲୋକ ହୁଏ, ତବେେ ତୁମ୍ଭେ ତାହାକୁ ଜଯକରି ପାରିବ ନାହିଁ। ମାତ୍ର ତାହାର ସାକ୍ଷାତ ରେ ନିଶ୍ଚିତ ପତିତ ହବେ।

ଏଷ୍ଟର ବିବରଣ 6:13 Picture in Oriya