ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:7 in Oriya

ଓଡିଆ ଓଡିଆ ବାଇବେଲ ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6 ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:7

Ephesians 6:7
ତୁମ୍ଭର ସମସ୍ତ କର୍ତ୍ତବ୍ଯକୁ ଖୁସି ମନ ରେ କର ଓ ଏପରି ଭାବରେ କାର୍ୟ୍ଯ କର ଯେପରି ତୁମ୍ଭମାନେେ କବଳେ ମଣିଷମାନଙ୍କର ନୁହେଁ ବରଂ ପ୍ରଭୁଙ୍କ ସବୋ ମଧ୍ଯ କରୁଛ।

Ephesians 6:6Ephesians 6Ephesians 6:8

Ephesians 6:7 in Other Translations

King James Version (KJV)
With good will doing service, as to the Lord, and not to men:

American Standard Version (ASV)
with good will doing service, as unto the Lord, and not unto men:

Bible in Basic English (BBE)
Doing your work readily, as to the Lord, and not to men:

Darby English Bible (DBY)
serving with good will as to the Lord, and not to men;

World English Bible (WEB)
with good will doing service, as to the Lord, and not to men;

Young's Literal Translation (YLT)
with good-will serving, as to the Lord, and not to men,

With
μετ'metmate
good
will
εὐνοίαςeunoiasave-NOO-as
doing
service,
δουλεύοντεςdouleuontesthoo-LAVE-one-tase
as
ὡςhōsose
the
to
τῷtoh
Lord,
κυρίῳkyriōkyoo-REE-oh
and
καὶkaikay
not
οὐκoukook
to
men:
ἀνθρώποιςanthrōpoisan-THROH-poos

Cross Reference

ଆଦି ପୁସ୍ତକ 31:38
ମୁଁ ତୁମ୍ଭ ପାଇଁ କୋଡ଼ିଏ ବର୍ଷ କଠିନ ପରିଶ୍ରମ କରିଅଛି। ସହେି ସମସ୍ତ ସମୟରେ ତୁମ୍ଭର ମଷେ ଓ ଛଳେିଗୁଡ଼ିକ ଗର୍ଭପାତ ହାଇନୋହିଁ, କିମ୍ବା ମୁଁ ସଗେୁଡ଼ିକୁ ଖାଇୟାଇ ନାହିଁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:5
ହେ ଦାସମାନେ ! ପୃଥିବୀ ରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟ ରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:23
ସମସ୍ତ କାମଗୁଡ଼ିକ କଲା ବେଳେ ସବୁଠାରୁ ଭଲ କରିବ ପାଇଁ ଚେଷ୍ଟା କର। ପ୍ରଭୁଙ୍କର ସବୋ କରୁଛ, ଲୋକମାନଙ୍କର ନୁହେଁ ବୋଲି ଭାବି କାମ କର।

ଆଦି ପୁସ୍ତକ 31:6
ତୁମ୍ଭେ ଉଭୟ ଜାଣ ମୁଁ ତୁମ୍ଭ ପିତାଙ୍କ ପାଇଁ ପାରୁପର୍ୟ୍ଯନ୍ତ ଖଟିଛି।

ଦିତୀୟ ରାଜାବଳୀ 5:2
ଅରାମୀଯମାନେ ସୈନ୍ଯଦଳ ଦ୍ବାରା ଇଶ୍ରାୟେଲ ବିରୁଦ୍ଧ ରେ ଲଢୁଥିଲେ। ସମାନେେ ସମାନଙ୍କେର ଦାସ କରିବାକୁ ଇଶ୍ରାୟେଲରୁ ଘନେି ଆସୁଥିଲେ। ଏକ ସମୟରେ ସମାନେେ ଗୋଟିଏ େଛାଟ ବାଳିକା ନଇେ ଆସିଥିଲେ। ସହେି ବାଳିକାଟି ନାମାନ୍ ଭାର୍ୟ୍ଯାର ଦାସୀ ହେଲା।

ଦିତୀୟ ରାଜାବଳୀ 5:13
କିନ୍ତୁ ନାମାନ୍ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, ହେ ପିତା, ଯଦି ଭବିଷ୍ଯଦ୍ବକ୍ତା କିଛି ବଡ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ'ଣ ତାହା କରି ନଥାନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ 'ସ୍ନାନ କର ଏବଂ ଶୁଚି ହୁଅ।'

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:31
ଅତଏବ, ଯେତବେେଳେ ତୁମ୍ଭମାନେେ ଖାଅ, ପିଅ ବା ଅନ୍ୟ ଯାହା କିଛି କର, ପରମେଶ୍ବରଙ୍କ ମହିମା ପାଇଁ କରିବା ଉଚିତ୍।