Ephesians 5:19
ସ୍ତୁତି, ଭଜନ, ଆଧ୍ଯାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତୁମ୍ଭମାନେେ ଆପଣାର ସଂପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ।
Ephesians 5:19 in Other Translations
King James Version (KJV)
Speaking to yourselves in psalms and hymns and spiritual songs, singing and making melody in your heart to the Lord;
American Standard Version (ASV)
speaking one to another in psalms and hymns and spiritual songs, singing and making melody with your heart to the Lord;
Bible in Basic English (BBE)
Joining with one another in holy songs of praise and of the Spirit, using your voice in songs and making melody in your heart to the Lord;
Darby English Bible (DBY)
speaking to yourselves in psalms and hymns and spiritual songs, singing and chanting with your heart to the Lord;
World English Bible (WEB)
speaking to one another in psalms, hymns, and spiritual songs; singing, and singing praises in your heart to the Lord;
Young's Literal Translation (YLT)
speaking to yourselves in psalms and hymns and spiritual songs, singing and making melody in your heart to the Lord,
| Speaking | λαλοῦντες | lalountes | la-LOON-tase |
| to yourselves | ἑαυτοῖς | heautois | ay-af-TOOS |
| in psalms | ψαλμοῖς | psalmois | psahl-MOOS |
| and | καὶ | kai | kay |
| hymns | ὕμνοις | hymnois | YOOM-noos |
| and | καὶ | kai | kay |
| spiritual | ᾠδαῖς | ōdais | oh-THASE |
| songs, | πνευματικαῖς | pneumatikais | pnave-ma-tee-KASE |
| singing | ᾄδοντες | adontes | AH-thone-tase |
| and | καὶ | kai | kay |
| making melody | ψάλλοντες | psallontes | PSAHL-lone-tase |
| in | ἐν | en | ane |
| your | τῇ | tē | tay |
| καρδίᾳ | kardia | kahr-THEE-ah | |
| heart to | ὑμῶν | hymōn | yoo-MONE |
| the | τῷ | tō | toh |
| Lord; | κυρίῳ | kyriō | kyoo-REE-oh |
Cross Reference
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:16
ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠା ରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ଯବହାର କର। ନିଜ ହୃଦୟ ରେ ପରମେଶ୍ବରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ଯାତ୍ମିକ ଗୀତମାନ ଗାଅ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:26
ତା' ହେଲେ, ଭାଇ (ଓ ଭଉଣୀ)ମାନେ, ତୁମ୍ଭେ କ'ଣ କରିବା ଉଚିତ୍ ? ତୁମ୍ଭେ ଯେତବେେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧିଅରେ କହେି ଗୀତ ବା ଶିକ୍ଷା ବା ପରମେଶ୍ବରଙ୍କ ନୂତନ ସତ୍ଯ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:25
ପାଉଲ ଓ ଶୀଲା ମଧ୍ଯରାତ୍ରି ବେଳେ ପରମେଶ୍ବରଙ୍କୁ ପ୍ରାର୍ଥନା ଓ ସ୍ତୁତି ଗାନ କରୁଥିଲେ। ଅନ୍ୟ ବନ୍ଦୀମାନେ ତାହାସବୁ ଶୁଣୁଥିଲେ।
ଯାକୁବଙ୍କ ପତ୍ 5:13
ଯଦି କହେି ସଙ୍କଟ ରେ ପଡ଼ିଛି, ତା' ହେଲେ ସେ ପ୍ରାର୍ଥନା କରୁ। ଯଦି କହେି ଖୁସି ଅଛି, ତା ହେଲେ ସେ ଗୀତ ଗାଉ।
ଗୀତସଂହିତା 86:12
ହେ ପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭକୁ ହୃଦଯ ସହିତ ପ୍ରଶଂସା କରିବି। ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।
ଯୋହନଲିଖିତ ସୁସମାଚାର 4:23
ଏପରି ସମୟ ଆସୁଛି, ଯେତବେେଳେ ପ୍ରକୃତ ଉପାସକ ମାନେ ପରମପିତାଙ୍କୁ ଆତ୍ମା ଓ ସତ୍ଯ ରେ ଉପାସନା କରିବେ। ସହେି ସମୟ ବର୍ତ୍ତମାନ ଉପସ୍ଥିତ। ସହେିଭଳି ଲୋକମାନଙ୍କୁ ପରମପିତା ନିଜର ଉପାସକ ରୂପେ ଗ୍ରହଣ କରିବାକୁ ଚାହାଁନ୍ତି।
ଗୀତସଂହିତା 147:7
ସଦାପ୍ରଭୁଙ୍କୁ ଗୀତରେ ଧନ୍ଯବାଦ ଦିଅ। ବୀଣାୟନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ପ୍ରଶଂସା କର।
ଗୀତସଂହିତା 62:8
ହେ ଲୋକମାନେ! ସବୁକାଳେ ପରମେଶ୍ବରଙ୍କଠାରେ ନିର୍ଭର କର। ପରମେଶ୍ବରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ। ପରମେଶ୍ବର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରଯସ୍ଥଳ।
ଗୀତସଂହିତା 47:7
ପରମେଶ୍ବର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା। ତଣେୁ ତାଙ୍କର ମହିମା ଗାନ କର।
ମାଥିଉଲିଖିତ ସୁସମାଚାର 15:8
ଏମାନେ କବଳେ ମୁହଁ ରେ ମାରେ ଆଦର କରନ୍ତି। କିନ୍ତୁ ସମାନଙ୍କେ ମନକଥା ମାଠାରୁେ ବହୁତ ଦୂର ରେ ରହିଥାଏ।
ଯିଶାଇୟ 65:14
ଆମ୍ଭର ଦାସମାନେ ଆନନ୍ଦ ରେ ଗାନ କରିବେ କାରଣ ସମାନଙ୍କେ ହୃଦଯ ସୁଖ ରେ ପରିପୂର୍ଣ୍ଣ । ମାତ୍ର ତୁମ୍ଭେ ମନ୍ଦାଚାରୀଗଣ ହୃଦଯର ଦୁଃଖ ନିମିତ୍ତ ବିଳାପ କରିବ। ଆଉ ମଧ୍ଯ ଆତ୍ମାର ବିରକ୍ତିଭାବ ଯୋଗୁଁ ହାହାକାର କରିବ।
ଗୀତସଂହିତା 105:2
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନ କର। ତାଙ୍କର ପ୍ରଚାରିତ କର। ତାହାଙ୍କ ଦ୍ବାରା କରାୟାଇଥିବା ଆଶ୍ଚର୍ୟ୍ଯ କ୍ରିଯା ବିଷଯରେ କୁହ।
ଗୀତସଂହିତା 95:2
ଆସ ଆମ୍ଭେ ଧନ୍ଯବାଦ ସହ ତାଙ୍କ ସମ୍ମୁଖକୁ ଆସିବା ଏବଂ ତାଙ୍କ ଉଦ୍ଦେଶ୍ଯରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
ମାଥିଉଲିଖିତ ସୁସମାଚାର 26:30
ଏହାପରେ ସମାନେେ ନିସ୍ତାର ପର୍ବର ପ୍ରାର୍ଥାନା ଗୀତ ବୋଲିଲେ ଓ ଜୀତ ପର୍ବତକୁ ଚାଲିଗଲେ।