ଉପଦେଶକ 6:5 in Oriya

ଓଡିଆ ଓଡିଆ ବାଇବେଲ ଉପଦେଶକ ଉପଦେଶକ 6 ଉପଦେଶକ 6:5

Ecclesiastes 6:5
ସେ ସୂର୍ୟ୍ଯ ଦେଖି ନାହିଁ କି ସେ ବିଷଯ ରେ ଜାଣି ନାହିଁ। ସେ ଲୋକ ଅପେକ୍ଷା ବରଂ ଏ ଶିଶୁଟି ଅଧିକ ବିଶ୍ରାମ ପାଏ।

Ecclesiastes 6:4Ecclesiastes 6Ecclesiastes 6:6

Ecclesiastes 6:5 in Other Translations

King James Version (KJV)
Moreover he hath not seen the sun, nor known any thing: this hath more rest than the other.

American Standard Version (ASV)
moreover it hath not seen the sun nor known it; this hath rest rather than the other:

Bible in Basic English (BBE)
Yes, it saw not the sun, and it had no knowledge; it is better with this than with the other.

Darby English Bible (DBY)
moreover it hath not seen nor known the sun: this hath rest rather than the other.

World English Bible (WEB)
Moreover it has not seen the sun nor known it. This has rest rather than the other.

Young's Literal Translation (YLT)
Even the sun he hath not seen nor known, more rest hath this than that.

Moreover
גַּםgamɡahm
he
hath
not
שֶׁ֥מֶשׁšemešSHEH-mesh
seen
לֹאlōʾloh
sun,
the
רָאָ֖הrāʾâra-AH
nor
וְלֹ֣אwĕlōʾveh-LOH
known
יָדָ֑עyādāʿya-DA
this
thing:
any
נַ֥חַתnaḥatNA-haht
hath
more
rest
לָזֶ֖הlāzela-ZEH
than
מִזֶּֽה׃mizzemee-ZEH

Cross Reference

ଆୟୁବ ପୁସ୍ତକ 3:10
କାହିଁକି ? କାରଣ ସହେି ରାତ୍ରିଟି ମାରେ ଜନ୍ମ ମୁହୂର୍ତ୍ତକୁ ଅଟକାଇ ପାରିଲା ନାହିଁ। ସହେି ରାତ୍ରିଟି ମାେତେ ଏଭଳି ଦୁଃଖ ଦେଖିବାରୁ ବଞ୍ଚିତ କରିପାରିଲା ନାହିଁ।

ଆୟୁବ ପୁସ୍ତକ 14:1
ଆମ୍ଭମାନେେ ସମସ୍ତେ ମନୁଷ୍ଯ। ଆମ୍ଭର ଜୀବନ ଅଳ୍ପାଯୁ ତଥା ନାନା ବିପଦ ରେ ପୂର୍ଣ୍ଣ।

ଗୀତସଂହିତା 58:8
ଶାମୁକା ଗତି କଲା ବେଳେ ତରଳି ୟିବା ପରି ସମାନେେ ତରଳି ୟାଆନ୍ତୁ। ସୂର୍ୟ୍ଯା ଲୋକ ଦେଖି ନ ଥିବା ମୃତବସ୍ଥାରେ ଜନ୍ମଲାଭ କରିଥିବା ସନ୍ତାନ ପରି ହୁଅନ୍ତୁ।

ଗୀତସଂହିତା 90:7
ହେ ପରମେଶ୍ବର, ତୁମ୍ଭ କୋର୍ଧରେ ଆମ୍ଭମାନେେ କ୍ଷଯ ହେଉ। ପୁଣି ତୁମ୍ଭ କୋର୍ଧ ଆମ୍ଭଙ୍କୁ ଭୟଭୀତ କରେ।