ଉପଦେଶକ 4:1 in Oriya

ଓଡିଆ ଓଡିଆ ବାଇବେଲ ଉପଦେଶକ ଉପଦେଶକ 4 ଉପଦେଶକ 4:1

Ecclesiastes 4:1
ପୁନରାଯ ବହୁତ ଲୋକ ଅତ୍ଯାଚାରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସମାନଙ୍କେୁ ସାନ୍ତ୍ବନା ଦବୋ ପାଇଁ କହେି ମଧ୍ଯ ନ ଥିଲେ। ମୁଁ କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନ ରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ଯ ମୁଁ ଦେଖିଲି। ସମାନଙ୍କେ ଦ୍ବାରା ଆହତ ଲୋକମାନଙ୍କୁ କହେି ସାନ୍ତ୍ବନା ଦବୋକୁ ନ ଥିଲେ।

Ecclesiastes 4Ecclesiastes 4:2

Ecclesiastes 4:1 in Other Translations

King James Version (KJV)
So I returned, and considered all the oppressions that are done under the sun: and behold the tears of such as were oppressed, and they had no comforter; and on the side of their oppressors there was power; but they had no comforter.

American Standard Version (ASV)
Then I returned and saw all the oppressions that are done under the sun: and, behold, the tears of such as were oppressed, and they had no comforter; and on the side of their oppressors there was power; but they had no comforter.

Bible in Basic English (BBE)
And again I saw all the cruel things which are done under the sun; there was the weeping of those who have evil done to them, and they had no comforter: and from the hands of the evil-doers there went out power, but they had no comforter.

Darby English Bible (DBY)
And I returned and saw all the oppressions that are done under the sun: and behold, the tears of the oppressed, and they had no comforter; and on the side of their oppressors was power, and they had no comforter.

World English Bible (WEB)
Then I returned and saw all the oppressions that are done under the sun: and, behold, the tears of those who were oppressed, and they had no comforter; and on the side of their oppressors there was power; but they had no comforter.

Young's Literal Translation (YLT)
And I have turned, and I see all the oppressions that are done under the sun, and lo, the tear of the oppressed, and they have no comforter; and at the hand of their oppressors `is' power, and they have no comforter.

So
I
וְשַׁ֣בְתִּֽיwĕšabtîveh-SHAHV-tee
returned,
אֲנִ֗יʾănîuh-NEE
and
considered
וָאֶרְאֶה֙wāʾerʾehva-er-EH

אֶתʾetet
all
כָּלkālkahl
the
oppressions
הָ֣עֲשֻׁקִ֔יםhāʿăšuqîmHA-uh-shoo-KEEM
that
אֲשֶׁ֥רʾăšeruh-SHER
done
are
נַעֲשִׂ֖יםnaʿăśîmna-uh-SEEM
under
תַּ֣חַתtaḥatTA-haht
the
sun:
הַשָּׁ֑מֶשׁhaššāmešha-SHA-mesh
behold
and
וְהִנֵּ֣ה׀wĕhinnēveh-hee-NAY
the
tears
דִּמְעַ֣תdimʿatdeem-AT
oppressed,
were
as
such
of
הָעֲשֻׁקִ֗יםhāʿăšuqîmha-uh-shoo-KEEM
and
they
had
no
וְאֵ֤יןwĕʾênveh-ANE
comforter;
לָהֶם֙lāhemla-HEM
and
on
the
side
מְנַחֵ֔םmĕnaḥēmmeh-na-HAME
oppressors
their
of
וּמִיַּ֤דûmiyyadoo-mee-YAHD
there
was
power;
עֹֽשְׁקֵיהֶם֙ʿōšĕqêhemoh-sheh-kay-HEM
but
they
had
no
כֹּ֔חַkōaḥKOH-ak
comforter.
וְאֵ֥יןwĕʾênveh-ANE
לָהֶ֖םlāhemla-HEM
מְנַחֵֽם׃mĕnaḥēmmeh-na-HAME

Cross Reference

ଉପଦେଶକ 3:16
ପୁଣି ଥରେ ମୁଁ ସୂର୍ୟ୍ଯ ତଳେ ଆଉ ଗୋଟିଏ ଜିନିଷ ଦେଖିଲି: ନ୍ଯାଯ ସ୍ଥାନ ରେ, ଦୁଷ୍ଟତା ସଠାେ ରେ ଥିଲା, ଏବଂ ଯେଉଁଠା ରେ ଧାର୍ମିକତା ରହିବା ଉଚିତ୍ ଥିଲା, ସଠାେ ରେ ଜଣେ ଦୁରାଚାର ଥିଲା।

ଉପଦେଶକ 5:8
କେତକେ ଦେଶ ରେ ଯଦି ତୁମ୍ଭମାନେେ ଦେଖ ଯେ, ଲୋକମାନେ ଅତ୍ଯାଚାର କଲେ ଓ ନ୍ଯାଯ ବିଚାରକୁ ଅସ୍ବୀକାର କଲେ, ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ଯାଚାର କରନ୍ତି, ସମାନଙ୍କେ ଉପ ରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପ ରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।

ଯିରିମିୟଙ୍କ ବିଳାପ 1:9
ୟିରୁଶାଲମର ଅପରିଷ୍କାର ସହଳୀ ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା। ସେଥିପାଇଁ ତାହାର ପତନ ଅନିବାର୍ୟ୍ଯ ଜଣାପଡ଼ୁଥିଲା। ସଠାେ ରେ ତାକୁ ସାନ୍ତ୍ବନା ଦବୋକୁ କହେି ନ ଥିଲେ। ସେ କହୁଛି, ହେ ସଦାପ୍ରଭୁ, ମାରେ ସମସ୍ଯା ଦେଖ, ମାରେ ଶତ୍ରୁଗଣ ନିଜକୁ କିପରି ମହାନ୍ ମନେ କରୁଛନ୍ତି।

ଯିରିମିୟଙ୍କ ବିଳାପ 1:2
ସେ ରାତ୍ରି ରେ ଅତିଶଯ ରୋଦନ କରୁଛି, ତାହାର ଲୋତକ ଗଣ୍ଡଦେଶ ରେ ପଡ଼ୁଅଛି; ତାକୁ ସାନ୍ତ୍ବନା ଦବୋକୁ କହେି ନାହିଁ ; ତା'ର ସମସ୍ତ ବନ୍ଧୁ ତାକୁ ପ୍ରବଞ୍ଚନା କରିଛନ୍ତି; ସମାନେେ ତାହାର ଶତ୍ରୁ ହାଇେଛନ୍ତି।

ଯିଶାଇୟ 5:7
ଇଶ୍ରାଲୟଲରସଗାଷ୍ଠୀ ସଦାପ୍ରଭୁ ସର୍ବଶକ୍ତିମଯଙ୍କର ଦ୍ରାକ୍ଷାକ୍ଷଲତ ଓ ଯିହୁଦାରସଲାଲକ ତାଙ୍କର ପ୍ରିଯ ଦ୍ରାକ୍ଷାକ୍ଷଲତ ଓ ଯିହୁଦାରସଲାଲକ ତାଙ୍କର ପ୍ରିଯ ଦ୍ରାକ୍ଷାଲତାର ଦ୍ରାକ୍ଷାଫଳ।

ଯିଶାଇୟ 51:23
ଯେଉଁମାନେ ତୁମ୍ଭକୁ କ୍ଲେଶ ଦଇେଛନ୍ତି, ସହେିମାନଙ୍କ ବିପକ୍ଷ ରେ ଆମ୍ଭେ ୟିବା। ସମାନେେ ତୁମ୍ଭକୁ କହିଛନ୍ତି, ତୁମ୍ଭେ ନଇଁପଡ଼, ଆମ୍ଭେ ତୁମ୍ଭ ଉପ ରେ ଗମନ କରିବୁ।' ପୁଣ ତୁମ୍ଭମାନେେ ଭୂମି ଓ ସଡ଼କପରି ପିଠି ପାତି ଦଇେଛ ଏବଂ ସମାନେେ ତୁମ୍ଭମାନଙ୍କ ଉପ ରେ ଗମନାଗମନ କରିଛନ୍ତି।

ଉପଦେଶକ 7:7
ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ, ଲାଞ୍ଚ ବିବକେ ନଷ୍ଟ କରେ।

ହିତୋପଦେଶ 28:15
ଯମେନ୍ତ ଗର୍ଜନକାରୀ ସିଂହ ଓ ଭ୍ରମଣକାରୀ ଭଲ୍ଲୁକ, ଠିକ୍ ସହେିପରି ଦୀନହୀନ ପ୍ରଜାଙ୍କ ଉପ ରେ ଦୁଷ୍ଟ ଶାସନକର୍ତ୍ତା ଅଟନ୍ତି।

ହିତୋପଦେଶ 28:3
ଯଦି ଶାସକ ଦରିଦ୍ରମାନଙ୍କୁ ଶୋଷଷ କରନ୍ତି, ସହେି ରାଜା ପ୍ଲାବନକାରୀ ବୃଷ୍ଟି ପରି।

ହିତୋପଦେଶ 19:7
ଦରିଦ୍ର ଲୋକଙ୍କୁ ତା'ର ପରିବାର ମଧ୍ଯ ଭଲ ପାଏ ନାହିଁ। ତା'ର ମିତ୍ରମାନେ ତାଠାରୁ ଅଧିକ ଦୂରତା ରକ୍ଷା କରନ୍ତି। ସେ ସମାନଙ୍କେର ସାହାୟ୍ଯ ପାଇଁ ଭିକ୍ଷା କରେ, କିନ୍ତୁ ସମାନେେ ତା'ର ନିକଟକୁ ୟାଆନ୍ତି ନାହିଁ।

ଗୀତସଂହିତା 142:4
ମାରେ ଚତୁଃପାଶର୍‌ବରେ କୌଣସି ବନ୍ଧୁଙ୍କୁ ପାଉ ନାହିଁ। ମାେତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ୟିବାକୁ ସ୍ଥାନ ନାହିଁ। କୌଣସି ଲୋକ ମାେତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।

ଯିଶାଇୟ 59:7
ସମାନଙ୍କେର ପାଦ ଦୁଷ୍କର୍ମ ଆଡ଼କୁ ଧାବିତ ହୁଏ ଓ ସମାନେେ ନିର୍ଦ୍ ଦୋଷ ରେ ରକ୍ତପାତ କରିବାକୁ ଅଗ୍ରସର ହୁଅନ୍ତି। ସମାନଙ୍କେର ଚିନ୍ତାସବୁ ଅଧର୍ମର ଚିନ୍ତା। ସମାନଙ୍କେ ପଥରେ ଧ୍ବଂସ ଓ ବିନାଶ ଥାଏ।

ଯିଶାଇୟ 59:13
ଆମ୍ଭମାନେେ ତାଙ୍କର ବିରୁଦ୍ଧାଚରଣ କରିବା ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ ହବୋ। ଆମ୍ଭମାନେେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ। ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ। ଆମ୍ଭେ ମିଥ୍ଯା କଥା କହି ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।

ମଲାଖୀ 2:13
ଏପରିକି ଯଦି ତୁମ୍ଭମାନେେ ପୁଣି ୟଜ୍ଞବଦେୀ ତୁମ୍ଭ ଲୁହ ରେ ବୁଡାଇ ଦବୋକୁ ଚେଷ୍ଟାକର, ସେ ତୁମ୍ଭମାନଙ୍କର ଉପହାର ଗ୍ରହଣ କରିବେ ନାହିଁ। ତୁମ୍ଭେ ଆଣିଥିବା ଜିନିଷ ରେ ସେ ଖୁସି ହବେେ ନାହିଁ।

ମଲାଖୀ 3:5
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।

ମଲାଖୀ 3:18
ତେଣୁ ତୁମ୍ଭମାନେେ ମାେ ନିକଟକୁ ଫରେିଆସିବ ଏବଂ ତୁମ୍ଭମାନେେ ଉତ୍ତମ ବ୍ଯକ୍ତି ଓ ମନ୍ଦ ବ୍ଯକ୍ତି ମଧିଅରେ ପ୍ରଭଦେ ଜାଣି ପାରିବ। ପରମେଶ୍ବରଙ୍କ ଅନୁସରଣକାରୀ ଓ ପରମେଶ୍ବରଙ୍କ ଅନୁସରଣ କରୁନଥିବା ବ୍ଯକ୍ତିମାନଙ୍କୁ ତୁମ୍ଭମାନେେ ବାରି ପାରିବ।

ମାଥିଉଲିଖିତ ସୁସମାଚାର 26:56
କିନ୍ତୁ ଭବିଷ୍ଯଦ୍ବକ୍ତାମାନେ ଯେଉଁଭଳି ଲେଖିଥିଲେ, ସହେିଭଳି ହବୋ ପାଇଁ ଏହି ସବୁକଥା ଘଟିଲା, ତା'ପରେ ସମସ୍ତ ଶିଷ୍ଯମାନେ ଯୀଶୁଙ୍କୁ ଛାଡି ପଳାଇଗଲେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:16
ପ୍ରଥମଥର ନିଜକୁ ରକ୍ଷା କରିବା ପାଇଁ ମୁଁ ଅଦାଲତ ରେ ଠିଆ ହେଲା ବେଳେ କୌଣସି ଲୋକ ମାେତେ ସମର୍ଥନ କରିବାକୁ ଆଗଇେ ଆସି ନ ଥିଲା। ସମସ୍ତେ ମାେତେ ଛାଡ଼ି ଚାଲିଗଲେ। ମୁଁ ପ୍ରାର୍ଥନା କରେ ଯେ, ପ୍ରଭୁ ପରମେଶ୍ବର ସମାନଙ୍କେୁ କ୍ଷମା କରନ୍ତୁ। କିନ୍ତୁ ପ୍ରଭୁ ମାେ ସହିତ ଥିଲେ।

ଯାକୁବଙ୍କ ପତ୍ 5:4
ଲୋକେ ତୁମ୍ଭ କ୍ଷତମାନଙ୍କେ ରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସମାନଙ୍କେର ମଜୁରୀ ଦଲେ ନାହିଁ। ସମାନେେ ତୁମ୍ଭ ବିରୁଦ୍ଧ ରେ କ୍ରନ୍ଦନ କରୁଛନ୍ତି। ସମାନେେ ତୁମ୍ଭ ପାଇଁ ଶସ୍ଯ ଆମଦାନୀ କଲେ। ଏବେ ସ୍ବର୍ଗୀୟ ସନୋବାହିନୀ ରେ ପ୍ରଭୁ ସମାନଙ୍କେ ଚିତ୍କାର ଶୁଣିଛନ୍ତି।

ଗୀତସଂହିତା 102:8
ମାରେ ଶତ୍ରୁଗଣ ମାେତେ ସର୍ବଦା ଅପମାନିତ କରନ୍ତି। ମାେତେ ସମାନେେ ପରିହାସ କରନ୍ତି।

ଗୀତସଂହିତା 80:5
ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ। ତୁମ୍ଭେ ସମାନଙ୍କେୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦଇେଛ।

ଗୀତସଂହିତା 69:20
ଲଜ୍ଜା ମାେତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦଇେଛି। କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ଯୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡ଼ାକିଲି, କହେି ସହାନୁଭୂତି ଦଖାଇେଲେ ନାହିଁ। ମୁଁ ଲୋକମାନଙ୍କୁ ଖାଜେିଲି, କିନ୍ତୁ ଯେଉଁମାନେ ମାେତେ ସାନ୍ତ୍ବନା ଦଇପୋରିବେ, କହେି ସହାନୁଭୂତି ଦଖାଇେଲେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 10:7
ତେଣୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ଉପରେ କୋପଦୃଷ୍ଟି ହେଲେ। ତେଣୁ ସଦାପ୍ରଭୁ ଇଶ୍ରାୟେଲୀୟଗଣଙ୍କକ୍ସ୍ଟ ପଲେଷ୍ଟୀୟ ଓ ଅେମ୍ମାନୀୟମାନଙ୍କ ହସ୍ତ ରେ ପରାସ୍ତ କରାଇଲେ।

ବିଚାରକର୍ତାମାନଙ୍କ ବିବରଣ 4:3
ସୀଷରା 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇଶ୍ରାୟେଲର ଲୋକମାନେ ପ୍ରତି କୋଡିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ଯାଗ୍ଭର କଲେ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେ ସାହାୟ୍ଯ କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।

ଦିତୀୟ ବିବରଣ 28:48
ତେଣୁ ସଦାପ୍ରଭୁ ଯେଉଁ ଶତୃମାନଙ୍କୁ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ପଠାଇବେ, ତୁମ୍ଭେ କ୍ଷକ୍ସ୍ଟଧା ରେ ଓ ତୃଷା ରେ ଓ ଉଲଙ୍ଗତା ରେ ଏବଂ ସବୁପ୍ରକାର ଅଭାବରେ ସମାନଙ୍କେର ଦାସକର୍ମ କରିବ। ଆଉ ଶତୃ ତୁମ୍ଭକୁ ବିନଷ୍ଟ କରିବା ୟାଏ ତକ୍ସ୍ଟମ୍ଭ କାନ୍ଧ ରେ ଲକ୍ସ୍ଟହାର ଜକ୍ସ୍ଟଆଳି ଦବେ।

ଦିତୀୟ ବିବରଣ 28:33
ତୁମ୍ଭେ ତୁମ୍ଭର କଠିନ ପରିଶ୍ରମ କରିଥିବା ଫଳ ଅନ୍ୟମାନେ ନଇେଯିବେ। ଏବଂ ତୁମ୍ଭେ ସର୍ବଦା କବଳେ ଉପଦ୍ରବ ଗ୍ରସ୍ତ ଓ ନିର୍ୟ୍ଯାତନା ଭୋଗ କରିବ।

ଯାତ୍ରା ପୁସ୍ତକ 5:16
ତୁମ୍ଭେ ଆମ୍ଭକୁ କୌଣସି ନଡ଼ା ପାଳ ଦେଉ ନାହଁ କିନ୍ତୁ ପୂର୍ବପରି ଇଟା ନିର୍ମାଣ ପାଇଁ କହୁଛ। ତେଣୁ ଆମ୍ଭର ମୁନିବମାନେ ଆମ୍ଭମାନଙ୍କୁ ପ୍ରହାର କରୁଛନ୍ତି। ତୁମ୍ଭେ ଲୋକମାନେ ଏପରି କରି ଆମ୍ଭମାନଙ୍କ ପ୍ରତି ଅନ୍ଯାଯ କରୁଛନ୍ତି।

ଯାତ୍ରା ପୁସ୍ତକ 2:23
ଦୀର୍ଘଦିନ ପରେ ସହେି ମିଶର ରେ ରାଜା ମୃତ୍ଯୁବରଣ କଲେ କିନ୍ତୁ ଇଶ୍ରାୟେଲଯମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡିଲା। ସମାନେେ ଅନୁନଯ କଲେ ଏବଂ ପରମେଶ୍ବର ସମାନଙ୍କେର ଡାକ ଶୁଣିଲେ।

ଯାତ୍ରା ପୁସ୍ତକ 1:22
ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, ଇଶ୍ରାୟେଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀ ରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ଯା ସନ୍ତାନଗଣଙ୍କୁ ଜିବୀତ ରଖିପାର।

ଯାତ୍ରା ପୁସ୍ତକ 1:16
ରାଜା କହିଲେ, ଯେଉଁ ସମୟରେ ତୁମ୍ଭମାନେେ ଏବ୍ରୀଯା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ୟ୍ଯ କରିବ ଓ ସମାନଙ୍କେର ପିଲା ଜନ୍ମ କରିବା ରେ ସାହାୟ୍ଯ କରିବ, ପୁତ୍ର ସନ୍ତାନ ଥିଲେ ସମାନଙ୍କେୁ ମାରିଦବେ ଓ କନ୍ଯା ସନ୍ତାନ ହେଲେ ସମାନଙ୍କେୁ ଜୀବିତ ରଖିବ।

ନିହିମିୟା 5:1
ଅନକେ ଲୋକେ ୟିହୁଦୀଯ ଭାଇମାନଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।

ଆୟୁବ ପୁସ୍ତକ 6:29
ସେଥିପାଇଁ ତୁମ୍ଭର ମନ ପରିବର୍ତ୍ତନ କର ଓ ପକ୍ଷପାତ କର ନାହିଁ। ପୁନର୍ବାର ବିଚାର କର ମୁଁ ନିରୀହ ଅଟେ।

ଗୀତସଂହିତା 42:9
ମୁଁ ପରମେଶ୍ବରଙ୍କୁ କହିଲି, ତୁମ୍ଭେ ମାରେ ଦୃଢ଼ତାର ପଥର। ମୁଁ କ ହେ, ହେ ସଦାପ୍ରଭୁ କାହିଁକି ତୁମ୍ଭେ ମାେତେ ଭୁଲି ୟାଇଛ ? କାହିଁକି ମୁଁ ମାରେ ଶତ୍ରୁମାନଙ୍କ ପାଇଁ ଏତେ ଦୁଃଖିତ ?

ଗୀତସଂହିତା 42:3
ମାରେ ଶତ୍ରୁମାନେ ନିରନ୍ତର ମାେ ପ୍ରତି ପରିହାସ କରୁଛନ୍ତି। ସମାନେେ କହନ୍ତି, ତୁମ୍ଭର ପରମେଶ୍ବର କାହାନ୍ତି ? ସେ କବେେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି ? ଭୋଜନ କରିବା ପରିବର୍ତେ କବଳେ ମୁଁ କାନ୍ଦେ।

ଗୀତସଂହିତା 12:5
କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।

ଗୀତସଂହିତା 10:9
ସହେି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ୟାଆନ୍ତି ସମାନେେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି। ସହେି ନିରୀହ ଲୋକମାନେ ସହଜରେ ସହେି ଦୁଷ୍ଟମାନଙ୍କ ଦ୍ବାରା ବସାୟାଇଥିବା ୟନ୍ତାରେ ପଡ଼ି ୟାଆନ୍ତି।

ଆୟୁବ ପୁସ୍ତକ 35:9
ଦୁଷ୍ଟ ଲୋକମାନେ ଯେତବେେଳେ ଆଘାତ ପାଆନ୍ତି, ସମାନେେ ସାହାୟ୍ଯ ପାଇଁ ଚିତ୍କାର କରନ୍ତି। ସମାନେେ ଶକ୍ତିମାନ ଲୋକଙ୍କ ପାଖକୁ ୟାଆନ୍ତି ଓ ସମାନଙ୍କେର ସାହାୟ୍ଯ ପ୍ରାର୍ଥନା କରନ୍ତି।

ଆୟୁବ ପୁସ୍ତକ 24:7
ଗରିବ ଲୋକେ ବିନା ବସ୍ତ୍ର ରେ ସାରା ରାତି ଶଯନ କରନ୍ତି। ଶୀତରୁ ରକ୍ଷା ପାଇବା ପାଇଁ ସମାନଙ୍କେ ନିକଟରେ ଘାଡ଼ୋଇବା ବସ୍ତ୍ର ନ ଥାଏ।

ଆୟୁବ ପୁସ୍ତକ 19:21
ମାେତେ ଦୟା କରନ୍ତୁ। ମାରେ ଶତ୍ରୁଗଣ ମାେତେ ଦୟାକର। କାହିଁକି ? କାରଣ ପରମେଶ୍ବର ମାେ ବିରୁଦ୍ଧ ରେ।

ଆୟୁବ ପୁସ୍ତକ 16:4
ମୁଁ ମଧ୍ଯ ସହେିଭଳି କଥା ତୁମ୍ଭକୁ କହିପା ରେ, ଯଦି ତୁମ୍ଭର ମାେଭଳି ବିପଦ ପଡ଼ିଥାନ୍ତା। ମୁଁ ମଧ୍ଯ ତୁମ୍ଭ ବିରୁଦ୍ଧ ରେ ବୁଦ୍ଧିମାନର ବାକ୍ଯ କହି ପାରନ୍ତି ଏବଂ ତୁମ୍ଭମାନଙ୍କ ପ୍ରତି ମାେ ମୁଣ୍ଡ ହଲାଇ ପାରନ୍ତି।

ଯାତ୍ରା ପୁସ୍ତକ 1:13
ତେଣୁ ମିଶରୀଯମାନେ ତହିଁରୁ ତାଙ୍କୁ ଅଧିକ ପରିଶ୍ରମ କରାଇଲେ।