Ecclesiastes 11:8
ତୁମ୍ଭେ ଆପଣା ଜୀବନର ପ୍ରେତ୍ୟକକ ଦିନକୁ ଉପ ଭୋଗ କରିବା ଉଚିତ୍, ତୁମ୍ଭେ ଯେତଦେିନ ପର୍ୟ୍ଯନ୍ତ ଜୀବିତ ରହୁଛ। କିନ୍ତୁ ମନରେଖ, ନିଶ୍ଚିତ ରେ ତୁମ୍ଭମାନେେ ମରିବ। ମନରେଖ ଯେ ତୁମ୍ଭମାନେେ ଯେତଦେିନ ବଞ୍ଚିଛ ତା'ଠାରୁ ଅଧିକ ମୃତ ହାଇେ ରହିବ ଏବଂ ତୁମ୍ଭମାନେେ ସହେି ସମସ୍ତ ସମୟ ନିରର୍ଥକ।
Ecclesiastes 11:8 in Other Translations
King James Version (KJV)
But if a man live many years, and rejoice in them all; yet let him remember the days of darkness; for they shall be many. All that cometh is vanity.
American Standard Version (ASV)
Yea, if a man live many years, let him rejoice in them all; but let him remember the days of darkness, for they shall be many. All that cometh is vanity.
Bible in Basic English (BBE)
But even if a man's life is long and he has joy in all his years, let him keep in mind the dark days, because they will be great in number. Whatever may come is to no purpose.
Darby English Bible (DBY)
but if a man live many years, [and] rejoice in them all, yet let him remember the days of darkness; for they shall be many: all that cometh is vanity.
World English Bible (WEB)
Yes, if a man lives many years, let him rejoice in them all; But let him remember the days of darkness, for they shall be many. All that comes is vanity.
Young's Literal Translation (YLT)
But, if man liveth many years, In all of them let him rejoice, And remember the days of darkness, For they are many! all that is coming `is' vanity.
| But | כִּ֣י | kî | kee |
| if | אִם | ʾim | eem |
| a man | שָׁנִ֥ים | šānîm | sha-NEEM |
| live | הַרְבֵּ֛ה | harbē | hahr-BAY |
| many | יִחְיֶ֥ה | yiḥye | yeek-YEH |
| years, | הָאָדָ֖ם | hāʾādām | ha-ah-DAHM |
| rejoice and | בְּכֻלָּ֣ם | bĕkullām | beh-hoo-LAHM |
| in them all; | יִשְׂמָ֑ח | yiśmāḥ | yees-MAHK |
| remember him let yet | וְיִזְכֹּר֙ | wĕyizkōr | veh-yeez-KORE |
| אֶת | ʾet | et | |
| the days | יְמֵ֣י | yĕmê | yeh-MAY |
| of darkness; | הַחֹ֔שֶׁךְ | haḥōšek | ha-HOH-shek |
| for | כִּֽי | kî | kee |
| be shall they | הַרְבֵּ֥ה | harbē | hahr-BAY |
| many. | יִהְי֖וּ | yihyû | yee-YOO |
| All | כָּל | kāl | kahl |
| that cometh | שֶׁבָּ֥א | šebbāʾ | sheh-BA |
| is vanity. | הָֽבֶל׃ | hābel | HA-vel |
Cross Reference
ଦିତୀୟ ବିବରଣ 32:29
ଯଦି ସମାନେେ ବକ୍ସ୍ଟଦ୍ଧିଆ ହୁଅନ୍ତେ ସମାନେେ ବକ୍ସ୍ଟଝିପାରନ୍ତେ, ସମାନେେ ଜାଣିପାରନ୍ତେ କ'ଣ ଘଟିବାକକ୍ସ୍ଟ ଯାଉଛି ସମାନଙ୍କେ ପାଇଁ।
ଉପଦେଶକ 5:18
ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ଯକ୍ତି ଏହା କରିପାରିବ। ଏହି ପୃଥିବୀ ରେ ତା'ର ଅଳ୍ପ ଜୀବନ କାଳ ମଧିଅରେ ଜଣେ ବ୍ଯକ୍ତି ଯାହା କାର୍ୟ୍ଯ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ବର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦଇେଛନ୍ତି ଏବଂ ତାହାହିଁ ତା'ର ସବୁକିଛି।
ଉପଦେଶକ 6:6
ପୁଣି ସେ ମନୁଷ୍ଯ କୌଣସି ମଙ୍ଗଳ ଭୋଗ ନ କରି 200 ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ୟାଆନ୍ତି?
ଉପଦେଶକ 6:11
ସମାନେେ ଯେତେ ଅଧିକ ୟୁକ୍ତି କରିବେ, ତାହା େସତେ ଅନାବଶ୍ଯକ ଅଟେ। ଏହା ତାଙ୍କର କ'ଣ ଲାଭ ହବେ ?
ଉପଦେଶକ 7:14
ଖୁସି ହୁଅ ଯେତବେେଳେ ତୁମ୍ଭ ପାଖ ରେ ସମ୍ପତ୍ତି ଅଛି କିନ୍ତୁ ଯେତବେେଳେ ତୁମ୍ଭେ ଦୁଃଖ ଅନୁଧ୍ଯାନ କର ପରମେଶ୍ବର ଆମ୍ଭକୁ ଭଲ ସହିତ ଖରାପ ସମୟ ଦଇେଛନ୍ତି। ଯାହା ଫଳ ରେ କୌଣସି ଲୋକ ଭବିଷ୍ଯତ ରେ କ'ଣ ଘଟିବ ତାହା ଜାଣିପାରିବ।
ଉପଦେଶକ 8:12
ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚଯ ସମାନଙ୍କେୁ ଜାଣେ ଯେଉଁମାନେ ପରମମେଶ୍ବରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତ ରେ ସମାନେେ ଉନ୍ନତି କରିବେ।
ଉପଦେଶକ 8:15
ତେଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପ ଭୋଗ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ୟ୍ଯତଳେ ମନୁଷ୍ଯ ପ୍ରତି ଆଉ କୌଣସି ଉତ୍ତମ ବିଷଯ ନାହିଁ। କାରଣ ସମାନଙ୍କେ ଜୀବନକାଳ ମଧିଅରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ତାହା ହେଉଛି ଗୋଟିଏ ଜିନିଷ ଯାହାକି ସମାନଙ୍କେୁ ସାହାୟ୍ଯ କରେ।
ଉପଦେଶକ 12:1
ତୁମ୍ଭେ ୟୌବନ କାଳ ରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ବୃଦ୍ଧାବସ୍ଥା ଓ ଏହାର ଦୂରାବସ୍ଥା ଆସିବା ପୂର୍ବରୁ, ଯେଉଁ ବର୍ଷ ତୁମ୍ଭେ କହିବ ମୁଁ ଆଉ ଜୀବନକୁ ଉପ ଭୋଗ କରିବାକୁ ଚା ହେଁ ନାହିଁ।
ଯିରିମିୟ 13:16
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ସମ୍ମାନ ଦିଅ ଓ ତାଙ୍କର ଗୌରବ ଗାନ କର। ସେ ଅନ୍ଧକାର ଆଣିବା ପୂର୍ବରୁ, ଅନ୍ଧକାରମଯ ପର୍ବତ ରେ ତୁମ୍ଭମାନଙ୍କର ପାଦ ଝୁଣ୍ଟିବା ପୂର୍ବରୁ, ସେ ମୃତ୍ଯୁଚ୍ଛାଯା ଓ ଘାରେ ଅନ୍ଧକାର ଆଣିବା ପୂର୍ବରୁ, ଆଲୁଅର ଅପେକ୍ଷା ରେ ତୁମ୍ଭମାନେେ ତାଙ୍କର ପ୍ରଶଂସା କର।
ଯୋୟେଲ 2:2
ତାହା ଏକ ଅନ୍ଧାକାର ଓ ତମସାଚ୍ଛାନ୍ନ ଦିନ, ତାହା ନିବିଡ ଅନ୍ଧକାର ଓ ମଘାେଛନ୍ନ ଦିନ ହବେ। ସୂର୍ େଯ୍ଯାଦଯ ରେ ପର୍ବତ ଉପ ରେ ସୈନ୍ଯମାନେ ଘରେି ୟାଇଥିବାର ତୁମ୍ଭେ ଦେଖିବ। ସମାନେେ ମହାନ୍ ଶକ୍ତିଶାଳୀ ସୈନ୍ଯବାହିନୀ ହବେେ। ପୂର୍ବରୁ ଏପରି କବେେ ହାଇନୋହିଁ, ଆଉ ମଧ୍ଯ ଏହା ପୁନର୍ବାର କବେେ ହବେ ନାହିଁ।
ମାଥିଉଲିଖିତ ସୁସମାଚାର 22:13
ତେଣୁ ରାଜା କେତକେ ଚ଼ାକରଙ୍କୁ କହିଲେ, 'ଏ ଲୋକର ହାତ ଗୋଡ଼ ବାନ୍ଧି ପକାଅ। ଏହାକୁ ବାହା ରେ ଅନ୍ଧାର ରେ ଫିଙ୍ଗିଦିଅ, ଯେଉଁଠା ରେ ଲୋକେ କାନ୍ଦୁଥିବେ ଓ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରୁଥିବେ।'
ଯୋହନଲିଖିତ ସୁସମାଚାର 12:35
ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।
ଉପଦେଶକ 5:15
ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସପରେି ଉଲଗ୍ନ ହାଇେ ଫରେିୟିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ବହସ୍ତ ରେ ଯାହା ନଇୟୋଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନବେ ନାହିଁ।
ଉପଦେଶକ 4:16
ଅସଂଖ୍ଯ ଲୋକ ଉତ୍ତରାଧିକାରୀଙ୍କୁ ଅନୁସରଣ କରିବେ ଏବଂ ଯେଉଁ ଲୋକମାନେ ପ ରେ ଆସିବେ ସମାନେେ ସହେି ପ୍ରଥମ ଜ୍ଞାନୀ ୟୁବକକୁ ପ୍ରଶଂସା କରିବେ ନାହିଁ। ଏହା ମଧ୍ଯ ଅସାର ଓ ପବନର ପଶ୍ଚାତ୍ ଗମନ କଲା ପରି।
ଉପଦେଶକ 4:8
ଯଦି କୌଣସି ଲୋକ ଏକାକି ଥାଏ ଓ ତାହାର ଦ୍ବିତୀୟ କହେି ନାହିଁ, ତା'ର ପୁତ୍ର ଏବଂ ଭ୍ରାତା କହେି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା'ର ଚକ୍ଷୁ କିଅବା ତା'ର ଧନ ରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଚା ରେ ନାହିଁ ଯେ, କାହିଁକି ମୁଁ ଏତେ କଠିନ କାର୍ୟ୍ଯ କରୁଛି ? କାହିଁକି ମୁଁ ମାରେ ଜୀବନକୁ ଉପ ଭୋଗ କରିବି ନାହିଁ ? ଏହା ମଧ୍ଯ ଅସାର ଓ ଅତ୍ଯନ୍ତ କ୍ଲେଶ ଜନକ।
ଆୟୁବ ପୁସ୍ତକ 10:22
ମାରେ ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସହେି ଦେଶକୁ ୟିବା ପୂର୍ବରୁ ଯାହାକୁ କହେି କବେେ ଦେଖି ନାହିଁ, ସହେି ଅନ୍ଧକାର ଅବ୍ଯବସ୍ଥା ରାଜ୍ଯ ରେ ଆଲୋକ ମଧ୍ଯ ଘନ ଅନ୍ଧକାର ସମାନ ଅଟେ।
ଆୟୁବ ପୁସ୍ତକ 14:10
କିନ୍ତୁ ମଣିଷ ଯେତବେେଳେ ମରିୟାଏ। ସେ ସମସ୍ତ ଶକ୍ତି ହରାଇ ଦିଏ। ସପରେି ଶଷେ ନିଶ୍ବାସ ନିଏ ଏବଂ ତା'ପରେ ସେ କେଉଁଠା ରେ ?
ଆୟୁବ ପୁସ୍ତକ 15:23
ସେ ଏଣତେଣେେ ଘୁରିବୁଲେ। କିନ୍ତୁ ତା'ର ଶରୀର ଶଷେ ରେ ଶାଗୁଣାର ଖାଦ୍ୟ ହୁଏ। ସେ ଜାଣେ ତା'ର ମୃତ୍ଯୁ ନିକଟ ହାଇେ ଆସିଲାଣି।
ଆୟୁବ ପୁସ୍ତକ 18:18
ଲୋକମାନେ ତାକୁ ଆଲୁଅରୁ ଅନ୍ଧାରକୁ ଠଲେି ଦବେେ। ସମାନେେ ତାକୁ ଏ ପୃଥିବୀରୁ ତଡ଼ି ଦବେେ।
ଉପଦେଶକ 2:1
ମୁଁ ନିଜକୁ ନିଜେ କହିଲି, ମାେତେ ଉପଭୋଗ ପାଇଁ ଚେଷ୍ଟା କରିବାକୁ ଦିଅ। ଆନନ୍ଦ ମାେତେ କଣ ଦଇେ ପାରିବ, ମାେତେ ଦେଖିବାକୁ ଦିଅ। କିନ୍ତୁ ମୁଁ ଯାହା ଶିକ୍ଷା କଲି ତାହା ଅର୍ଥହୀନ।
ଉପଦେଶକ 2:15
ତେଣୁ ମୁଁ ଆପଣା ମନେ ମନେ କହିଲି,ମୂର୍ଖ ପ୍ରତି ଯେପରି ଘଟେ, ମାେ ପ୍ରତି ହିଁ ସହେିପରି ଘଟିବ। ତବେେ ମୁଁ କାହିଁକି ଅଧିକ ଜ୍ଞାନବାନ ହଲିେ। ତେଣୁ ମୁଁ ଭାବିଲି, ଏହା ମଧ୍ଯ ଅସାର।'3
ଉପଦେଶକ 2:17
ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ୟ୍ଯତଳେ ସମସ୍ତ ବିଷଯ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି।
ଉପଦେଶକ 2:19
କହେି ଜଣେ ସବୁକିଛି ନିଯନ୍ତ୍ରଣ କରିବ, ଯାହା ପାଇଁ ମୁଁ ପରିଶ୍ରମ କରିଛି। ଏଇ ଜୀବନ ରେ ମୁଁ ଜ୍ଞାନ ବଳ ରେ ସବୁକିଛି ପାଇଛି। ସେ ଲୋକ ଜ୍ଞାନୀ କିଅବା ମୂର୍ଖ ହବେ, ଏହା ମୁଁ ଜାଣେ ନାହିଁ। ଏହା ମଧ୍ଯ ଅସାର ଅଟେ।
ଉପଦେଶକ 2:21
କାରଣ ଜଣେ ବ୍ଯକ୍ତି ଜ୍ଞାନ, ବିଦ୍ଯା ଓ ଦକ୍ଷତା ସହିତ ପରିଶ୍ରମ କରେ, ତଥାପି ଯେଉଁ ବ୍ଯକ୍ତି ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ି ୟିବ। ଏ ମଧ୍ଯ ଅସାର ଏବଂ ପବନକୁ ଧରିବା ପରି।
ଉପଦେଶକ 2:26
ପରମେଶ୍ବର ଯାହା ପ୍ରତି ତୁଷ୍ଟ ହୁଅନ୍ତି, ପରମେଶ୍ବର ତାହାକୁ ଜ୍ଞାନ, ବିଦ୍ଯା ଓ ଆନନ୍ଦ ଦିଅନ୍ତି। ମାତ୍ର ପାପୀକୁ ପରମେଶ୍ବର ସଂଗ୍ରହ କରିବାର ଓ ଗଚ୍ଛିତ କରିବାର ଦାଯିତ୍ବ ଦିଅନ୍ତି, ଯେଉଁସବୁକୁ ସେ ପ୍ରସନ୍ନ ଥିବା ଲୋକମାନଙ୍କୁ ହିଁ ଦିଅନ୍ତି। ଏହା ହିଁ ଅସାର ଓ ଏହା ବାଯୁକୁ ଧରିବା ପରି।
ଉପଦେଶକ 3:12
ତେଣୁ ମୁଁ ଅନୁଭବ କଲି ଯେ ବଞ୍ଚିଥିବା ପର୍ୟ୍ଯନ୍ତ ସମାନେେ ଖୁସି ରହିବା ଓ ସମାନେେ ନିଜକୁ ଉପ ଭୋଗ କରିବା ଛଡ଼ା ଅନ୍ୟ କିଛି ଲୋକମାନଙ୍କ ପାଇଁ ଅଧିକ ଉତ୍ତମ ନୁହେଁ।
ଯିହୂଦାଙ୍କ ପତ୍ର 1:18
ପ୍ ରରେିତମାନେ ତୁମ୍ଭକୁ କହିଥିଲେ, ଶଷେ କାଳ ରେ ପରମେଶ୍ବରଙ୍କୁ ଉପହାସ କରୁଥିବା ଲୋକମାନେ ଉଠିବେ। ଏହି ଲୋକମାନେ କବଳେ ନିଜ ଇଚ୍ଛା ଅନୁସାରେ ପରମେଶ୍ବରଙ୍କ ବିରୁଦ୍ଧ ରେ କାର୍ୟ୍ଯ କରନ୍ତି।