ଉପଦେଶକ 1:5 in Oriya

ଓଡିଆ ଓଡିଆ ବାଇବେଲ ଉପଦେଶକ ଉପଦେଶକ 1 ଉପଦେଶକ 1:5

Ecclesiastes 1:5
ସୂର୍ୟ୍ଯ ଉଦଯ ହୁଅନ୍ତି, ସୂର୍ୟ୍ଯ ଅସ୍ତ ୟାନ୍ତି। ପୁଣି ଆପଣା ଉଦଯ ସ୍ଥାନକୁ ୟିବା ପାଇଁ ସତ୍ବର ହୁଅନ୍ତି।

Ecclesiastes 1:4Ecclesiastes 1Ecclesiastes 1:6

Ecclesiastes 1:5 in Other Translations

King James Version (KJV)
The sun also ariseth, and the sun goeth down, and hasteth to his place where he arose.

American Standard Version (ASV)
The sun also ariseth, and the sun goeth down, and hasteth to its place where it ariseth.

Bible in Basic English (BBE)
The sun comes up and the sun goes down, and goes quickly back to the place where he came up.

Darby English Bible (DBY)
The sun also riseth, and the sun goeth down, and hasteth to its place where it ariseth.

World English Bible (WEB)
The sun also rises, and the sun goes down, and hurries to its place where it rises.

Young's Literal Translation (YLT)
Also, the sun hath risen, and the sun hath gone in, and unto its place panting it is rising there.

The
sun
וְזָרַ֥חwĕzāraḥveh-za-RAHK
also
ariseth,
הַשֶּׁ֖מֶשׁhaššemešha-SHEH-mesh
and
the
sun
וּבָ֣אûbāʾoo-VA
down,
goeth
הַשָּׁ֑מֶשׁhaššāmešha-SHA-mesh
and
hasteth
וְאֶ֨לwĕʾelveh-EL
to
מְקוֹמ֔וֹmĕqômômeh-koh-MOH
his
place
שׁוֹאֵ֛ףšôʾēpshoh-AFE
where
זוֹרֵ֥חַֽzôrēḥazoh-RAY-ha
he
ה֖וּאhûʾhoo
arose.
שָֽׁם׃šāmshahm

Cross Reference

ଗୀତସଂହିତା 19:4
କିନ୍ତୁ ସମାନଙ୍କେର କଣ୍ଠସ୍ବର ସମଗ୍ର ପୃଥିବୀରେ ଶୁଣାୟାଏ। ସମାନଙ୍କେର ବାକ୍ଯ ପୃଥିବୀର ଶଷେ ସୀମାକୁ ୟାଇପାରିବ। ଆକାଶ ହେଉଛି ସୂର୍ୟ୍ଯର ବାସସ୍ଥଳୀ ଭଳି।

ହବକକୂକ 3:11
ସୂର୍ୟ୍ଯ ଚନ୍ଦ୍ର ତାଙ୍କର କକ୍ଷ ରେ ଛିଡା ହେଲେ। ଯେତବେେଳେ ସମାନେେ ତୁମ୍ଭର ବିଦ୍ଯୁତ୍ର ଉଜ୍ଜ୍ବଳ ଦେଖିଲେ ସମାନେେ ଆଲୋକ ଦବୋ ବନ୍ଦ କଲେ। ସହେି ବିଦ୍ଯୁତ୍ ପବନ ରେ ବର୍ଚ୍ଛା ଓ ତୀର ଗତି କଲାପରି କ୍ଷିପ୍ର ଥିଲା।

ଆଦି ପୁସ୍ତକ 8:22
ଯେ ପର୍ୟ୍ଯନ୍ତ ପୃଥିବୀ ରହିଛି, ସପେର୍ୟ୍ଯନ୍ତ ବୁଣିବାର ସମୟ ଓ ଅମଳ କରିବାର ସମୟ ଥଣ୍ଡା ଓ ଗରମ, ପୁଣି ଗ୍ରୀଷ୍ମ ଓ ଶୀତକାଳ, ଦିବସ ଓ ରାତ୍ରି ଏସବୁ ପୃଥିବୀ ରେ ଚ଼ାଲିଥିବ।

ଯିହୋଶୂୟ 10:13
ତେଣୁ ଲୋକମାନେ ଆପଣା ଶତୃମାନଙ୍କୁ ପରାସ୍ତ ନ କରିବା ପର୍ୟ୍ଯନ୍ତ ସୂର୍ୟ୍ଯ ଓ ଚନ୍ଦ୍ର ସ୍ତବ୍ଧ ହେଲେ। ଏହା ୟାଶର ପୁସ୍ତକକରେ ଲଖାେ ଅଛି। ଆଉ ସୂର୍ୟ୍ଯ ଆକାଶର ମଝି ସ୍ଥାନ ରେ ସ୍ତବ୍ଧ ରହିଲା ଓ ପ୍ରାଯ ସଐକ୍ସ୍ଟର୍ଣ ଏକ ଦିନ ଅସ୍ତ ୟିବାକକ୍ସ୍ଟ ଚଞ୍ଚଳ ହେଲା ନାହିଁ।

ଗୀତସଂହିତା 42:1
ହେ ପରମେଶ୍ବର, ହରିଣଟି ୟପରେି ପାଣି ପାଇଁ ସୋର୍ତ ଆଡ଼କୁ ଧାଏଁ ସପରେି ମାରେ ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।

ଗୀତସଂହିତା 89:36
ଦାଉଦର ବଂଶ ସଦାକାଳ ରହିବ। ଦାଉଦର ସିଂହାସନ ସୂର୍ୟ୍ଯ ଥିବା ପର୍ୟ୍ଯନ୍ତ ରହିବ।

ଗୀତସଂହିତା 104:19
ପରମେଶ୍ବର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି। ସୂର୍ୟ୍ଯ ଆପଣା ଅସ୍ତଗମନ ଜାଣେ।

ଯିରିମିୟ 33:20
ସଦାପ୍ରଭୁ କହନ୍ତି, ଯଦି କହେି ଦିନରାତି ସହିତ ନିଯମ ଭଙ୍ଗ କରେ, ସେ ନିଯମିତ ଭାବରେ ଦଖାେ ଦିଏ ନାହିଁ। ମାତ୍ର ଯଥା ସମୟରେ ଦିବାରାତ୍ରି ହୁଏ।