ଦିତୀୟ ବିବରଣ 8:8 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବିବରଣ ଦିତୀୟ ବିବରଣ 8 ଦିତୀୟ ବିବରଣ 8:8

Deuteronomy 8:8
ଏହି ଦେଶ ଗହମ, ୟବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମଯ ଅଟେ। ସହେି ଦେଶ ମଧ୍ଯ ଜିତତୈଳ ଓ ମଧକ୍ସ୍ଟମଯ ଅଟେ।

Deuteronomy 8:7Deuteronomy 8Deuteronomy 8:9

Deuteronomy 8:8 in Other Translations

King James Version (KJV)
A land of wheat, and barley, and vines, and fig trees, and pomegranates; a land of oil olive, and honey;

American Standard Version (ASV)
a land of wheat and barley, and vines and fig-trees and pomegranates; a land of olive-trees and honey;

Bible in Basic English (BBE)
A land of grain and vines and fig-trees and fair fruits; a land of oil-giving olive-trees and honey;

Darby English Bible (DBY)
a land of wheat, and barley, and vines, and fig-trees, and pomegranates; a land of olive-trees and honey;

Webster's Bible (WBT)
A land of wheat, and barley, and vines, and fig-trees, and pomegranates, a land of olive-oil, and honey;

World English Bible (WEB)
a land of wheat and barley, and vines and fig trees and pomegranates; a land of olive trees and honey;

Young's Literal Translation (YLT)
a land of wheat, and barley, and vine, and fig, and pomegranate; a land of oil olive and honey;

A
land
אֶ֤רֶץʾereṣEH-rets
of
wheat,
חִטָּה֙ḥiṭṭāhhee-TA
and
barley,
וּשְׂעֹרָ֔הûśĕʿōrâoo-seh-oh-RA
and
vines,
וְגֶ֥פֶןwĕgepenveh-ɡEH-fen
trees,
fig
and
וּתְאֵנָ֖הûtĕʾēnâoo-teh-ay-NA
and
pomegranates;
וְרִמּ֑וֹןwĕrimmônveh-REE-mone
a
land
אֶֽרֶץʾereṣEH-rets
oil
of
זֵ֥יתzêtzate
olive,
שֶׁ֖מֶןšemenSHEH-men
and
honey;
וּדְבָֽשׁ׃ûdĕbāšoo-deh-VAHSH

Cross Reference

ଦିତୀୟ ବିବରଣ 32:14
ସଦାପ୍ରଭୁ ଇଶ୍ରାୟେଲ ଗୋଦଧି ଓ ଛାଗଦୁଗ୍ଧ ଦବୋ ସହିତ ମଷେ ମଦେ, ବାଶନଦେଶୀଯ ମଷେ ଓ ଛାଗର ମାଂସ ସହିତ ଉତ୍ତମ ଗହମର ଅଟା ଓ ଦ୍ରାକ୍ଷାର ରକ୍ତବର୍ଣ ରସ ଦେଲେ।

ଯୋହନଲିଖିତ ସୁସମାଚାର 6:9
ଏଠା ରେ ଜଣେ ବାଳକ ଅଛି। ତା'ପାଖ ରେ ପାନ୍ଚୋଟି ରୋଟୀ ଓ ଦୁଇଟି େଛାଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ୟଥେଷ୍ଟ ହବେ ନାହିଁ।

ହବକକୂକ 3:17
ଡିମିରି ଗଛ ରେ ଡିମିରି ଫଳ ନପା ରେ, ଦ୍ରାକ୍ଷାଲତା ରେ ଅଙ୍ଗୁର ଫଳି ନପା ରେ, ଅଲିଭ ଗଛ ରେ ଅଲିଭ୍ ଉତ୍ପନ୍ନ ନ ହାଇପୋ ରେ, କ୍ଷତେ ରେ ଖାଦ୍ୟଶସ୍ଯ ନ ହାଇପୋ ରେ, ମେଣ୍ତାଶାଳ ରେ ମେଣ୍ତା ନରହି ପାରନ୍ତି ଓ ଶସ୍ଯଖଳା ରେ ଗୋରୁପଲ ନଥାଇ ପାରନ୍ତି।

ମୀଖା 4:4
ପ୍ରେତ୍ୟକକ ବ୍ଯକ୍ତି ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବସିବେ ଓ କହେି ସମାନଙ୍କେୁ ଭୟଭୀତ କରାଇବେ ନାହିଁ। କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ ଘଟିବ ବୋଲି କହିଲେ।

ହୋଶେୟ 2:22
ପୃଥିବୀ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଉତ୍ପାଦନ କରିବ ଏବଂ ସେ ସବୁ ୟିଷ୍ରିଯଲରେ ଗ୍ଭହିଦା ପୂରଣ କରିବ।

ହୋଶେୟ 2:8
ସେ ଜାଣି ନ ଥିଲା ଆମ୍ଭେ ୟିଏକି ତା'କୁ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଦେଉଥିଲୁ। ଆମ୍ଭେ ଅଧିକରୁ ଅଧିକ ସୁନା ରୂପା ତାକୁ ଦଇେ ଗ୍ଭଲିଥିଲୁ। କିନ୍ତୁ ଇଶ୍ରାୟେଲୀୟମାନେ ସହେି ସୁନା ଓ ରୂପାକୁ ବାଲ୍ଙ୍କ ମୂର୍ତ୍ତି ତିଆରି ରେ ବ୍ଯବହାର କଲେ।

ଯିହିଜିକଲ 27:17
ଯିହୁଦା ଓ ଇଶ୍ରାୟେଲ ଦେଶର ଲୋକମାନେ ତୁମ୍ଭ ସହିତ ବାଣିଜ୍ଯ କରୁଥିଲେ। ସମାନେେ ଗହମ, ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍ଗୁଳ ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।

ଯିରିମିୟ 5:17
ସମାନେେ ତୁମ୍ଭମାନଙ୍କର ସଂଗୃହିତ ଶସ୍ଯ ଓ ରୋଟୀ ଭକ୍ଷଣ କରିବେ। ସମାନେେ ତୁମ୍ଭମାନଙ୍କ ପୁତ୍ରକନ୍ଯା ଗଣଙ୍କୁ ଭକ୍ଷଣ କରିବେ। ସମାନେେ ସମାନଙ୍କେର ମଷେ ଓ ଗାଈ ଗୁଡିକ ଭକ୍ଷଣ କରିବେ। ସମାନେେ ମଧ୍ଯ ତୁମ୍ଭମାନଙ୍କର ଦ୍ରାକ୍ଷାଲତା ଓ ଡ଼ିମ୍ବିରି ବୃକ୍ଷ ଗ୍ରାସ କରିବେ। ଆଉ ତୁମ୍ଭମାନେେ ଯେଉଁ ସୁଦୃଢ଼ ନଗର ଉପ ରେ ବିଶ୍ବାସ କରିଅଛ, ସମାନେେ ସହେି ସବୁକୁ ଖଡ୍ଗ ରେ ଧ୍ବଂସ କରିବେ।

ଯିଶାଇୟ 7:23
ସସହି ଭୂମିଲର କ୍ଷଲତମାନଙ୍କସର ଏକ ହଜାର ଦ୍ରାକ୍ଷାଲତାସହବ। ପ୍ରଲତ୍ୟକକ ଦ୍ରାକ୍ଷାଲତାର ମୂଲ୍ଯ 1,000ସର ୗପ୍ୟ ମୁଦ୍ରାସହବ। ମାତ୍ରସସହି କ୍ଷଲତ ଅନାବନା ଘାସ ଓ କଣ୍ଟକ ପୂର୍ଣ୍ଣସହବ।

ଗୀତସଂହିତା 147:14
ସେ ତୁମ୍ଭ ଦେଶକୁ ଧନଧାନ୍ଯରେ ପୂର୍ଣ୍ଣ କରନ୍ତି, ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ୟଥେଷ୍ଟ ଖାଦ୍ୟ ଅଛି।

ଗୀତସଂହିତା 81:16
ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା। ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦଇେ ସନ୍ତୁଷ୍ଟ କରିବା।ଗ୍ଦଗ୍ଦ

ଦିତୀୟ ବଂଶାବଳୀ 2:10
କାଠଗଣ୍ଡି ନିମନ୍ତେ ଗଛ କାଟିବା ପାଇଁ ମୁଁ ଏହିଭଳି ଭାବରେ ତୁମ୍ଭ ଦାସମାନଙ୍କୁ ମୂଲ୍ଯ ଦଇପୋ ରେ। ମୁଁ ସମାନଙ୍କେ ଖାଦ୍ୟ ନିମନ୍ତେ 20,000 ମହଣ ଗହମ, ଓ 20,000 ମହଣ ଦ୍ରାକ୍ଷାରସ ଏବଂ ତୈଳ 20,000 ମହଣ ପ୍ରଦାନ କରିବି।

ପ୍ରଥମ ରାଜାବଳୀ 5:11
ଶଲୋମନ ଏହି ସବୋ ବଦଳ ରେ 20,000 ମହଣ ଗହମ ଓ 20,000 ମହଣ ଅଲିଭତୈଳ ରାଜପ୍ରାସାଦକୁ ଦେଲେ। ଶଲୋମନ ଏହା ମୂଲ୍ଯ ରେ ଖାଦ୍ୟ ବର୍ଷ ପରେ ବର୍ଷ ହୀରମକୁ ପଠାଇଲେ।

ଦିତୀୟ ଶାମୁୟେଲ 4:6
ରେଖବ ଓ ବାନା ଇଶ୍ବୋଶତ୍ର ଗୃହ ରେ ପ୍ରବେଶ କଲେ, ସତେ ଯେପରି ସମାନେେ ଗହମ ନବୋକକ୍ସ୍ଟ ଆସିଛନ୍ତି। ଇଶ୍ବୋଶତ୍ ସହେି ସମୟରେ ତାଙ୍କର ଶାଇେବା ଘ ରେ ବିଛଣା ଉପରେ ବିଶ୍ରାମ ନେଉଥିଲେ।

ଯୋହନଲିଖିତ ସୁସମାଚାର 6:13
ତେଣୁ ଶିଷ୍ଯମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କବଳେ ମାତ୍ର ପାନ୍ଚୋଟି ରୋଟୀରୁ ଖାଇବା ଆରମ୍ଭ କରିଥିଲେ କିନ୍ତୁ ଏବେ ଶିଷ୍ଯମାନେ ବଳକା ଖାଦ୍ୟକୁ ବାରଟି ଟୋକାଇ ରେ ଭର୍ତ୍ତି କଲେ।