Deuteronomy 6:17
ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କର ତକ୍ସ୍ଟମ୍ଭପ୍ରତି ଆବିଷ୍ଟ ସମସ୍ତ ଆଜ୍ଞା ଓ ତାହାଙ୍କ ଶିକ୍ଷା ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ।
Deuteronomy 6:17 in Other Translations
King James Version (KJV)
Ye shall diligently keep the commandments of the LORD your God, and his testimonies, and his statutes, which he hath commanded thee.
American Standard Version (ASV)
Ye shall diligently keep the commandments of Jehovah your God, and his testimonies, and his statutes, which he hath commanded thee.
Bible in Basic English (BBE)
Keep with care the orders of the Lord your God, and his rules and his laws which he has given you;
Darby English Bible (DBY)
Ye shall diligently keep the commandments of Jehovah your God, and his testimonies, and his statutes, which he hath commanded thee.
Webster's Bible (WBT)
Ye shall diligently keep the commandments of the LORD your God, and his testimonies, and his statutes, which he hath commanded thee.
World English Bible (WEB)
You shall diligently keep the commandments of Yahweh your God, and his testimonies, and his statutes, which he has commanded you.
Young's Literal Translation (YLT)
ye do diligently keep the commands of Jehovah your God, and His testimonies, and His statutes which He hath commanded thee,
| Ye shall diligently | שָׁמ֣וֹר | šāmôr | sha-MORE |
| keep | תִּשְׁמְר֔וּן | tišmĕrûn | teesh-meh-ROON |
| אֶת | ʾet | et | |
| commandments the | מִצְוֹ֖ת | miṣwōt | mee-ts-OTE |
| of the Lord | יְהוָ֣ה | yĕhwâ | yeh-VA |
| God, your | אֱלֹֽהֵיכֶ֑ם | ʾĕlōhêkem | ay-loh-hay-HEM |
| and his testimonies, | וְעֵֽדֹתָ֥יו | wĕʿēdōtāyw | veh-ay-doh-TAV |
| statutes, his and | וְחֻקָּ֖יו | wĕḥuqqāyw | veh-hoo-KAV |
| which | אֲשֶׁ֥ר | ʾăšer | uh-SHER |
| he hath commanded | צִוָּֽךְ׃ | ṣiwwāk | tsee-WAHK |
Cross Reference
ଗୀତସଂହିତା 119:4
ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦଇେଅଛ।
ଦିତୀୟ ବିବରଣ 11:22
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶଓରଙ୍କୁ ପ୍ ରମେ କରିବାକୁ ତାହାଙ୍କ ସମସ୍ତ ପଥରେ ଗ୍ଭଲିବାକକ୍ସ୍ଟ ଓ ତାହାଙ୍କଠା ରେ ଦୃଢରୂପେ ଆସକ୍ତ ହବୋକକ୍ସ୍ଟ ଏହି ଯେଉଁ ସମସ୍ତ ଆଜ୍ଞା ମୁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହା ଯଦି ତୁମ୍ଭେ ଯତ୍ନପୂର୍ବକ ପାଳନ କରିବ,
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:58
ଏହା ଜାଣି ପ୍ରଭୁଙ୍କ କାର୍ୟ୍ଯ ରେ ସର୍ବଦା ନିଜକୁ ନିଯୋଜିତ କର।
ଯାତ୍ରା ପୁସ୍ତକ 15:26
ତା'ପରେ ସେ କହିଲେ, ତୁମ୍ଭେ ଯବେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କର ଏବଂ ତାଙ୍କ ଦୃଷ୍ଟି ରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ଯବସ୍ଥାସବୁ ପାଳନ କର, ତବେେ ମିଶରୀଯମାନେ ଯେଉଁ ସବୁ ରୋଗ ରେ ପିଡୀତ ହେଲେ, ତୁମ୍ଭମାନେେ ସହେି ରୋଗ ରେ ପିଡୀତ ହବେ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।
ପିତରଙ୍କ ଦିତୀୟ ପତ୍ର 3:14
ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷା ରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠାେର ପରିଶ୍ରମ କର। ପରମେଶ୍ବରଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର।
ପିତରଙ୍କ ଦିତୀୟ ପତ୍ର 1:5
ଯେ ହତେୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠା ରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନ ରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ୟ୍ଯନ୍ତ ପରିଶ୍ରମ କରିବା ଉଚିତ। ନିଜ ବିଶ୍ବାସ ରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣ ରେ ଜ୍ଞାନ,
ଏବ୍ରୀମାନଙ୍କ ନିକଟକୁ ପତ୍ର 6:11
ଆମ୍ଭେ ଚାହୁଁ ଯେ ତୁମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ ଜୀବନସାରା ସହେି ଭଳି କଠାେର ପରିଶ୍ରମ କରୁଥାଅ। ତବେେ ତୁମ୍ଭମାନେେ ତୁମ୍ଭର ପ୍ରତ୍ଯାଶିତ ମହତ୍ ବିଷୟ ଲାଭ କରିବ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:8
ତାହାହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ବାସ ଯୋଗ୍ଯ ଅଟେ।
ଦିତୀୟ ବିବରଣ 11:13
ସଦାପ୍ରଭୁ କହିଲେ, 'ତୁମ୍ଭମାନେେ ଯତ୍ନ ସହକା ରେ ଆଜି ମୁ ତୁମ୍ଭମାନଙ୍କୁ ଯାହା କହକ୍ସ୍ଟଛି ଶକ୍ସ୍ଟଣ। ତୁମ୍ଭମାନେେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ପ୍ ରମେ କର। ତୁମ୍ଭମାନେେ ଅନ୍ତଃକରଣ ଓ ପ୍ରାଣ ସହିତ ସବୋ କର। ଯଦି ତୁମ୍ଭେ ଏପରି କର ତବେେ,
ଦିତୀୟ ବିବରଣ 6:1
ଏହିସବୁ ଆଜ୍ଞା, ବ୍ଯବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦବୋପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମାେତେ କହିଲେ। ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ପାର ହାଇେ ଯାଉଅଛ, ସଦେି ଦେଶ ରେ ତୁମ୍ଭମାନେେ ଏହି ବ୍ଯବସ୍ଥା ପାଳନ କରିବା ଉଚିତ୍।