ଦିତୀୟ ବିବରଣ 5:2 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବିବରଣ ଦିତୀୟ ବିବରଣ 5 ଦିତୀୟ ବିବରଣ 5:2

Deuteronomy 5:2
ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ହାରେବେ ରେ ଆମ୍ଭମାନଙ୍କ ସହିତ ଗୋଟିଏ ନିଯମ କଲେ।

Deuteronomy 5:1Deuteronomy 5Deuteronomy 5:3

Deuteronomy 5:2 in Other Translations

King James Version (KJV)
The LORD our God made a covenant with us in Horeb.

American Standard Version (ASV)
Jehovah our God made a covenant with us in Horeb.

Bible in Basic English (BBE)
The Lord our God made an agreement with us in Horeb.

Darby English Bible (DBY)
Jehovah our God made a covenant with us in Horeb.

Webster's Bible (WBT)
The LORD our God made a covenant with us in Horeb.

World English Bible (WEB)
Yahweh our God made a covenant with us in Horeb.

Young's Literal Translation (YLT)
Jehovah our God made with us a covenant in Horeb;

The
Lord
יְהוָ֣הyĕhwâyeh-VA
our
God
אֱלֹהֵ֗ינוּʾĕlōhênûay-loh-HAY-noo
made
כָּרַ֥תkāratka-RAHT
covenant
a
עִמָּ֛נוּʿimmānûee-MA-noo
with
בְּרִ֖יתbĕrîtbeh-REET
us
in
Horeb.
בְּחֹרֵֽב׃bĕḥōrēbbeh-hoh-RAVE

Cross Reference

ଦିତୀୟ ବିବରଣ 4:23
ତୁମ୍ଭମାନେେ ଆପଣା ବିଷଯ ରେ ସାବଧାନ ହକ୍ସ୍ଟଅ। ନଚେତ୍ ତୁମ୍ଭମାନଙ୍କ ସହିତ ସ୍ଥୀରକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିଯମ ତୁମ୍ଭମାନେେ ପାଶୋରି ୟିବ ନାହିଁ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିଷିଦ୍ଧ କୌଣସି ବସ୍ତକ୍ସ୍ଟର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ।

ଯାତ୍ରା ପୁସ୍ତକ 19:5
ତେଣୁ ସମାନଙ୍କେୁ ମାରେ ଆଜ୍ଞା ମାନିବା ପାଇଁ କୁହ। ସମାନଙ୍କେୁ ମାରେ ନିଯମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭମାନେେ ମାରେ ଆପଣାର ରତ୍ନଭଣ୍ଡାର ହାଇେ ରହିବ ଯେ ହତେୁ ସମଗ୍ର ପୃଥିବୀ ମାରେ।

ଯାତ୍ରା ପୁସ୍ତକ 24:8
ଏହାପରେ ମାଶାେ ସହେି ରକ୍ତ ଲୋକମାନଙ୍କ ଉପରେ ଛିଞ୍ଚିଲେ ଏବଂ କହିଲେ, ଏହାକୁ ଦେଖ, ଏହା ସଦାପ୍ରଭୁ ଓ ତୁମ୍ଭମାନଙ୍କ ସହିତ ହାଇେଥିବା ନିଯମର ରକ୍ତ।

ଏବ୍ରୀମାନଙ୍କ ନିକଟକୁ ପତ୍ର 8:6
କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହାଇେଛି ତାହା ସହେି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକା ରେ, ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 9:19
ପ୍ରଥମ ରେ, ବ୍ଯବସ୍ଥାର ପ୍ରେତ୍ୟକକ ଈଶ୍ବରୀୟ ଆଜ୍ଞା ମାଶାେ ଲୋକମାନଙ୍କୁ କହିଥିଲେ। ତା'ପରେ ମାଶାେ ବାଛୁରୀଗୁଡ଼ିକର ରକ୍ତ ସହିତ ଜଳ ମିଶାଇଲେ। ତା'ପରେ ସେ ଲାଲ ରଙ୍ଗ ଓ ଏସୋବର ଡ଼ାଳଟିଏ ନଇେ ଜଳ ମିଶ୍ରିତ ରକ୍ତ ବ୍ଯବସ୍ଥା ପୁସ୍ତକ ତଥା ସବୁଲୋକଙ୍କ ଉପରେ ଛିଞ୍ଚିଲେ।