ଦିତୀୟ ବିବରଣ 25:4 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବିବରଣ ଦିତୀୟ ବିବରଣ 25 ଦିତୀୟ ବିବରଣ 25:4

Deuteronomy 25:4
ବଳଦମାନେ ବେଁଙ୍ଗଲା ରେ ବକ୍ସ୍ଟଲିବା ସମୟରେ ସମାନଙ୍କେର ମକ୍ସ୍ଟହଁ ବାନ୍ଧିବ ନାହିଁ।

Deuteronomy 25:3Deuteronomy 25Deuteronomy 25:5

Deuteronomy 25:4 in Other Translations

King James Version (KJV)
Thou shalt not muzzle the ox when he treadeth out the corn.

American Standard Version (ASV)
Thou shalt not muzzle the ox when he treadeth out `the grain'.

Bible in Basic English (BBE)
Do not keep the ox from taking the grain when he is crushing it.

Darby English Bible (DBY)
Thou shalt not muzzle the ox when he treadeth out [the corn].

Webster's Bible (WBT)
Thou shalt not muzzle the ox when he treadeth out the corn.

World English Bible (WEB)
You shall not muzzle the ox when he treads out [the grain].

Young's Literal Translation (YLT)
`Thou dost not muzzle an ox in its threshing.

Thou
shalt
not
לֹֽאlōʾloh
muzzle
תַחְסֹ֥םtaḥsōmtahk-SOME
the
ox
שׁ֖וֹרšôrshore
out
treadeth
he
when
בְּדִישֽׁוֹ׃bĕdîšôbeh-dee-SHOH

Cross Reference

ହିତୋପଦେଶ 12:10
ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକା ରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦଯ ଅଟନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:9
ମାଶାଙ୍କେ ବ୍ଯବସ୍ଥା ରେ ଲଖାେ ଅଛି : ଖଳା ରେ ବେଙ୍ଗଳା ବୁଲାଇଲା ବେଳେ ବଦଳର ମୁହଁ ବାନ୍ଧ ନାହିଁ। ପରମେଶ୍ବର ଏହା କ'ଣ କବଳେ ବଳଦଙ୍କ ବିଷୟ ରେ କହିଲେ ? ନା।

ଯିଶାଇୟ 28:27
କୃଷକ କ'ଣ କଳାଜିରାକୁ କୌଣସି ତୀକ୍ଷ୍ମ ପତ୍ର ରେ ପଷେେ ? ସେ କ'ଣ ଜିରା ଅମଳ କରିବା ପାଇଁ ଶକଟ ଚକ୍ର ବୁଲାଏ ? ସେ ୟଷ୍ଟି ବ୍ଯବହାର କରି ସମାନଙ୍କେୁ ଅମଳ କରେ।

ହୋଶେୟ 10:11
ଇଫ୍ରଯିମ ତାଲିମପ୍ରାପ୍ତ ଗାଈ ପରି ଖଳା ରେ ଶସ୍ଯ ଉପ ରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ୟୁଆଳି ତା' କାନ୍ଧ ରେ ପକାଇବା। ଆମ୍ଭେ ତାକୁ ଦଉଡି ରେ ବାନ୍ଧିବା। ତା'ପ ରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:17
ମଣ୍ଡଳୀକୁ ଉତ୍ତମରୂପେ ଆଗଇେ ନଇେ ଯାଉଥିବା ପ୍ରାଚୀନମାନେ ଅତ୍ଯଧିକ ସମ୍ମାନ ପାଇବା ଉଚିତ। ଯେଉଁ ପ୍ରାଚୀନମାନେ ପ୍ରଚାର ଓ ଉପଦେଶ ପ୍ରଦାନ କରୁଛନ୍ତି, ସମାନେେ ଅତ୍ଯଧିକ ସମ୍ମାନର ଅଧିକାରୀ ଅଟନ୍ତି।