ଦିତୀୟ ବିବରଣ 12:13 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବିବରଣ ଦିତୀୟ ବିବରଣ 12 ଦିତୀୟ ବିବରଣ 12:13

Deuteronomy 12:13
ସାବଧାନ ହବେ, ଯେଉଁ ସ୍ଥାନସବୁ ଦେଖିବ ପ୍ରେତ୍ୟକକ ସ୍ଥାନ ରେ ହାମବେଳି ଉତ୍ସର୍ଗ କରିବ ନାହିଁ।

Deuteronomy 12:12Deuteronomy 12Deuteronomy 12:14

Deuteronomy 12:13 in Other Translations

King James Version (KJV)
Take heed to thyself that thou offer not thy burnt offerings in every place that thou seest:

American Standard Version (ASV)
Take heed to thyself that thou offer not thy burnt-offerings in every place that thou seest;

Bible in Basic English (BBE)
Take care that you do not make your burned offerings in any place you see:

Darby English Bible (DBY)
Take heed to thyself that thou offer not thy burnt-offerings in every place that thou seest;

Webster's Bible (WBT)
Take heed to thyself that thou offer not thy burnt-offerings in every place that thou seest:

World English Bible (WEB)
Take heed to yourself that you don't offer your burnt offerings in every place that you see;

Young's Literal Translation (YLT)
`Take heed to thee, lest thou cause thy burnt-offerings to ascend in any place which thou seest,

Take
heed
הִשָּׁ֣מֶרhiššāmerhee-SHA-mer
to
thyself
that
לְךָ֔lĕkāleh-HA
thou
offer
פֶּֽןpenpen
offerings
burnt
thy
not
תַּעֲלֶ֖הtaʿăleta-uh-LEH
in
every
עֹֽלֹתֶ֑יךָʿōlōtêkāoh-loh-TAY-ha
place
בְּכָלbĕkālbeh-HAHL
that
מָק֖וֹםmāqômma-KOME
thou
seest:
אֲשֶׁ֥רʾăšeruh-SHER
תִּרְאֶֽה׃tirʾeteer-EH

Cross Reference

ଲେବୀୟ ପୁସ୍ତକ 17:2
ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ସଦାପ୍ରଭୁଙ୍କ ଆଜ୍ଞା ବିଷଯ ରେ କୁହ।

ଦିତୀୟ ବିବରଣ 12:6
ତୁମ୍ଭମାନେେ ସହେି ସ୍ଥାନକକ୍ସ୍ଟ ନିଜ ନିଜ ହାମବେଳି ଓ ନିଜ ନିଜ ବଳିଦାନ ଓ ନିଜ ନିଜ ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତୋଳନୀଯ ଉପହାର ନିଜ ନିଜ ମାନତ ଦ୍ରବ୍ଯ, ସ୍ବେଛାଦତ ନବୈେଦ୍ଯ ଓ ନିଜ ନିଜ ପଶକ୍ସ୍ଟ ପଲର ପ୍ରଥମଜାତ ସମସ୍ତଙ୍କକ୍ସ୍ଟ ଆଣିବ।

ପ୍ରଥମ ରାଜାବଳୀ 12:28
ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସମାନେେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, ତୁମ୍ଭର ୟିରୁଶାଲମକୁ ଉପାସନା କରିବା ପାଇଁ ୟିବା ଦରକାର ନାହିଁ। ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭ ଦବେତାମାନଙ୍କୁ ଦେଖ, ସମାନେେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।

ପ୍ରଥମ ରାଜାବଳୀ 15:34
ମାତ୍ର ବାଶା ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ସେ ୟାରବିଯାମଙ୍କ ପରି ପାପ କରି ଚାଲିଲେ। ୟାରବିଯାମ ଇଶ୍ରାୟେଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।

ଦିତୀୟ ବଂଶାବଳୀ 15:17
ଯଦିଓ ଇଶ୍ରାୟେଲରୁ ଉଚ୍ଚସ୍ଥାନଗୁଡ଼ିକ ଧ୍ବଂସ କରାୟାଇ ନ ଥିଲା, କିନ୍ତୁ ଆସାଙ୍କର ଜୀବନ ସାରା ତାଙ୍କର ହୃଦଯ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ଥିଲା।