ଦାନିଏଲ 5:27 in Oriya

ଓଡିଆ ଓଡିଆ ବାଇବେଲ ଦାନିଏଲ ଦାନିଏଲ 5 ଦାନିଏଲ 5:27

Daniel 5:27
ତକଲରେ ଅର୍ଥ, ଆପଣ ନିକିତି ରେ ତୌଲା ୟାଇ ଅଛନ୍ତି ଓ ଊଣା ଦଖାେ ୟାଇଅଛନ୍ତି।

Daniel 5:26Daniel 5Daniel 5:28

Daniel 5:27 in Other Translations

King James Version (KJV)
TEKEL; Thou art weighed in the balances, and art found wanting.

American Standard Version (ASV)
TEKEL; thou art weighed in the balances, and art found wanting.

Bible in Basic English (BBE)
Tekel; you have been put in the scales and seen to be under weight.

Darby English Bible (DBY)
TEKEL, Thou art weighed in the balances, and art found wanting;

World English Bible (WEB)
TEKEL; you are weighed in the balances, and are found wanting.

Young's Literal Translation (YLT)
Weighed -- Thou art weighed in the balances, and hast been found lacking.

TEKEL;
תְּקֵ֑לtĕqēlteh-KALE
Thou
art
weighed
תְּקִ֥ילְתָּאtĕqîlĕttāʾteh-KEE-leh-ta
balances,
the
in
בְמֹֽאזַנְיָ֖אbĕmōʾzanyāʾveh-moh-zahn-YA
and
art
found
וְהִשְׁתְּכַ֥חַתְּwĕhištĕkaḥatveh-heesh-teh-HA-haht
wanting.
חַסִּֽיר׃ḥassîrha-SEER

Cross Reference

ଗୀତସଂହିତା 62:9
ପ୍ରକୃତରେ, ଲୋକମାନେ ସାହାୟ୍ଯ କରିପାରିବେ ନାହିଁ। ତୁମ୍ଭେ ସମାନଙ୍କେ ଉପରେ ଭରସା କରିପାରିବ ନାହିଁ। ଯେତବେେଳେ ସମାନେେ ନିକିତିରେ ଓଜନ ହୁଅନ୍ତି, ସମାନଙ୍କେ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।

ଆୟୁବ ପୁସ୍ତକ 31:6
ଯଦି ପରମେଶ୍ବର ଯଥାର୍ଥ ମାନଦଣ୍ଡ ବ୍ଯବହାର କରନ୍ତି, ତବେେ ସେ ଜାଣିପାରିବେ ମୁଁ ନିରପରାଧୀ।

ଯିରିମିୟ 6:30
ଲୋକେ ସମାନଙ୍କେୁ 'ପରିତ୍ଯକ୍ତା ରୂପା' ବୋଲି କହିବେ କାରଣ ସଦାପ୍ରଭୁ ସମାନଙ୍କେୁ ପରିତ୍ଯାଗ କରିଅଛନ୍ତି।

ଯିହିଜିକଲ 22:18
ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶ ଆମ୍ଭ ନିକଟରେ ଖାଦ ସ୍ବରୂପ ହାଇେଅଛନ୍ତି। ସେ ସମସ୍ତ ଉହ୍ନଇେ ମଧିଅରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ବରୂପ ହାଇେଅଛନ୍ତି। ସମାନେେ ରୂପାର ଖାଦ ସ୍ବରୂପ।

ମାଥିଉଲିଖିତ ସୁସମାଚାର 22:11
ରାଜା ଅତିଥିମାନଙ୍କୁ ଦେଖିବାକୁ ଭିତରକୁ ଆସିଲେ। ସେ ସଠାେରେ ଗୋଟିଏ ଲୋକକୁ ବିବାହ ପୋଷାକ ନ ପିନ୍ଧି ଆସିଥିବାର ଦେଖିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:13
କିନ୍ତୁ ପ୍ରେତ୍ୟକକ ଲୋକର କାମ ସହେି ଦିନ ସ୍ପଷ୍ଟ ଭାବରେ ପ୍ରକାଶିତ ହବେ। ସହେି ଦିନଟି ନିଆଁ ଦଇେ ଆସିବ, ଓ ସହେି ନିଆଁ ପ୍ରେତ୍ୟକକ ଲୋକର କାର୍ୟ୍ଯକୁ ପରୀକ୍ଷା କରିବ।