ଓଡ଼ିଆ ଓଡ଼ିଆ ବାଇବେଲ ଦାନିଏଲ ଦାନିଏଲ 2 ଦାନିଏଲ 2:35 ଦାନିଏଲ 2:35 ଚିତ୍ର English

ଦାନିଏଲ 2:35 ଚିତ୍ର

ତା'ପ ରେ ସଂଗେ ସଂଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ସୁନା ଖଣ୍ତ ଖଣ୍ତ ହାଇେ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାଯୁ ସେସବୁକୁ ଉଡାଇ ନଇଗେଲା ତା'ର କିଛି ରହିଲା ନାହିଁ। ଆଉ ସହେି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢିଲା ତାହା ସମୁଦାଯ ପୃଥିବୀକୁ ପରିପୂର୍ଣ୍ଣ କଲା।
Click consecutive words to select a phrase. Click again to deselect.
ଦାନିଏଲ 2:35

ତା'ପ ରେ ସଂଗେ ସଂଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହାଇେ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାଯୁ ସେସବୁକୁ ଉଡାଇ ନଇଗେଲା ଓ ତା'ର କିଛି ରହିଲା ନାହିଁ। ଆଉ ସହେି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢିଲା ଓ ତାହା ସମୁଦାଯ ପୃଥିବୀକୁ ପରିପୂର୍ଣ୍ଣ କଲା।

ଦାନିଏଲ 2:35 Picture in Oriya