Daniel 10:12
ତା'ପ ରେ ସେ ମାେତେ କହିଲେ, ' ହେ ଦାନିୟେଲ, ଭୟ କରନାହିଁ କାରଣ ତୁମ୍ଭେ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ବରଙ୍କର ସାକ୍ଷାତ ରେ ନିଜକୁ ନମ୍ର କଲ। ସହେି ଦିନଠାରୁ ତୁମ୍ଭର ବାକ୍ଯ ଶୁଣାୟାଇଛି। ମୁଁ ତୁମ୍ଭ ପାଖକୁ ଆସିଲି କାରଣ ତୁମ୍ଭେ ପ୍ରାର୍ଥନା କରି ଆସୁଅଛି।
Daniel 10:12 in Other Translations
King James Version (KJV)
Then said he unto me, Fear not, Daniel: for from the first day that thou didst set thine heart to understand, and to chasten thyself before thy God, thy words were heard, and I am come for thy words.
American Standard Version (ASV)
Then said he unto me, Fear not, Daniel; for from the first day that thou didst set thy heart to understand, and to humble thyself before thy God, thy words were heard: and I am come for thy words' sake.
Bible in Basic English (BBE)
Then he said to me, Have no fear, Daniel; for from the first day when you gave your heart to getting wisdom and making yourself poor in spirit before your God, your words have come to his ears: and I have come because of your words.
Darby English Bible (DBY)
And he said unto me, Fear not, Daniel; for from the first day that thou didst set thy heart to understand, and to humble thyself before thy God, thy words were heard, and I am come because of thy words.
World English Bible (WEB)
Then said he to me, Don't be afraid, Daniel; for from the first day that you did set your heart to understand, and to humble yourself before your God, your words were heard: and I am come for your words' sake.
Young's Literal Translation (YLT)
And he saith unto me: Do not fear, Daniel, for from the first day that thou didst give thy heart to understand, and to humble thyself before thy God, thy words have been heard, and I have come because of thy words.
| Then said | וַיֹּ֣אמֶר | wayyōʾmer | va-YOH-mer |
| he unto | אֵלַי֮ | ʾēlay | ay-LA |
| Fear me, | אַל | ʾal | al |
| not, | תִּירָ֣א | tîrāʾ | tee-RA |
| Daniel: | דָנִיֵּאל֒ | dāniyyēl | da-nee-YALE |
| for | כִּ֣י׀ | kî | kee |
| from | מִן | min | meen |
| first the | הַיּ֣וֹם | hayyôm | HA-yome |
| day | הָרִאשׁ֗וֹן | hāriʾšôn | ha-ree-SHONE |
| that | אֲשֶׁ֨ר | ʾăšer | uh-SHER |
| set didst thou | נָתַ֧תָּ | nātattā | na-TA-ta |
| אֶֽת | ʾet | et | |
| thine heart | לִבְּךָ֛ | libbĕkā | lee-beh-HA |
| understand, to | לְהָבִ֧ין | lĕhābîn | leh-ha-VEEN |
| and to chasten thyself | וּלְהִתְעַנּ֛וֹת | ûlĕhitʿannôt | oo-leh-heet-AH-note |
| before | לִפְנֵ֥י | lipnê | leef-NAY |
| thy God, | אֱלֹהֶ֖יךָ | ʾĕlōhêkā | ay-loh-HAY-ha |
| words thy | נִשְׁמְע֣וּ | nišmĕʿû | neesh-meh-OO |
| were heard, | דְבָרֶ֑יךָ | dĕbārêkā | deh-va-RAY-ha |
| and I | וַאֲנִי | waʾănî | va-uh-NEE |
| come am | בָ֖אתִי | bāʾtî | VA-tee |
| for thy words. | בִּדְבָרֶֽיךָ׃ | bidbārêkā | beed-va-RAY-ha |
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 10:30
କର୍ଣ୍ଣୀଲିୟ କହିଲେ, ମୁଁ ଠିକ୍ ଚ଼ାରିଦିନ ଆଗରୁ ମାେ ଘ ରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥାନା କରୁଥିଲି। ସେତବେେଳେ ହଠାତ୍ ଜଣେ ସ୍ବର୍ଗଦୂତ, ଉଜ୍ଜ୍ବଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମାେ ସାମନା ରେ ଠିଆ ହାଇଗେଲେ।
ଦାନିଏଲ 10:19
ପୁଣି ସେ କହିଲେ, ' ହେ ଦାନିୟେଲ, ପରମେଶ୍ବର ତୁମ୍ଭକୁ ଅତ୍ଯଧିକ ପ୍ ରମେ କରନ୍ତି, ତୁମ୍ଭେ ଭୟ କରନାହିଁ। ତୁମ୍ଭର ଶାନ୍ତି ହେଉ ଓ ତୁମ୍ଭେ ସବଳ ହୁଅ।'
ଦାନିଏଲ 9:20
ମୁଁ ସହେିସବୁ କଥା ପରମେଶ୍ବରଙ୍କୁ ପ୍ରାର୍ଥନା ରେ ନିବଦନେ କରୁଥିଲି। ମାରେ ପାପ ଓ ଇଶ୍ରାୟେଲ ଲୋକଙ୍କର ପାପ ସ୍ବୀକାର କରୁଥିଲି। ଆଉ ମାରେ ପରମେଶ୍ବରଙ୍କ ପବିତ୍ର ପର୍ବତ ନିମନ୍ତେ ମାରେ ପରମେଶ୍ବର ସଦାପଭୁଙ୍କ ଛାମୁ ରେ ମାରେ ନିବଦନେ ଉତ୍ସର୍ଗ କରୁଥିଲି।
ଲେବୀୟ ପୁସ୍ତକ 16:29
ତୁମ୍ଭମାନଙ୍କ ପାଇଁ ଏହା ଚିରନ୍ତନ ବିଧି ହସ୍ତ ହବେ। ସପ୍ତମ ମାସର ଦଶମ ଦିନ ରେ ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ତୁମ୍ଭମାନଙ୍କ ମଧିଅରେ ସ୍ବଦେଶୀଯ ହେଉ ବା ବିଦେଶୀଯ ହେଉ ତୁମ୍ଭମାନେେ କୌଣସି ପ୍ରକାର କାମ କରିବା ଉଚିତ୍ ନୁହେଁ।
ଯିଶାଇୟ 41:10
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।
ଯିଶାଇୟ 41:14
ହେ କୀଟରୂପୀ ଯାକୁବ ଓ ହେ ଇଶ୍ରାୟେଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା ଓ ଇଶ୍ରାୟେଲର ଧର୍ମସ୍ବରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।
ଦାନିଏଲ 10:2
ସହେି ସମୟରେ ମୁଁ, ଦାନିୟେଲ ତିନି ସପ୍ତାହ ପର୍ୟ୍ଯନ୍ତ ଶାେକ କରୁଥିଲି।
ଦାନିଏଲ 10:11
ସେ ମାେତେ କହିଲେ, ' ହେ ଦାନିୟେଲ, ତୁମ୍ଭେ ପରମେଶ୍ବରଙ୍କର ଅତି ପ୍ରିଯପାତ୍ର। ମାେ କଥା ଶୁଣ ଓ ମାେତେ ବୁଝିବାକୁ ଚେଷ୍ଟାକର। ଛିଡା ହୁଅ। ମୁଁ ତୁମ୍ଭ ନିକଟକୁ ପ୍ ରରେିତ ହାଇେଅଛି।' ସେ ମାେତେ ଏହିକଥା କହିବାରୁ ମୁଁ କମ୍ପିତ ହାଇେ ଛିଡା ହଲିେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:17
ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମାେ ଉପରେ ଆପଣା ଡ଼ାହାଣ ହାତ ରଖି ସେ କହିଲେ, ଭୟ କର ନାହିଁ। ମୁଁ ପ୍ରଥମ ଓ ଶଷେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 27:24
'ଭୟ କରନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ୟିବ। ପରମେଶ୍ବର ତୁମ୍ଭ ହତେୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।'
ରେରିତମାନଙ୍କ କାର୍ଯ୍ୟର ବିବରଣ 18:9
ଦିନେ ରାତି ରେ ପ୍ରଭୁ ପାଉଲଙ୍କୁ ସ୍ବପ୍ନ ରେ କହିଲେ, ଭୟ କରନାହିଁ। ନୀରବ ରୁହ ନାହିଁ। କଥା କୁହ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10:3
ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ବର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, କର୍ଣ୍ଣୀଲିୟ।
ଲୂକଲିଖିତ ସୁସମାଚାର 24:38
କିନ୍ତୁ ଯୀଶୁ କହିଲେ, ତୁମ୍ଭମାନେେ କାହିଁକି ବ୍ଯସ୍ତ ହାଇେ ପଡୁଛ? ଯାହା ଦେଖୁଛ, ସେଥିଲେ କାହିଁକି ସନ୍ଦହେ କରୁଛ?
ଲୂକଲିଖିତ ସୁସମାଚାର 2:10
ମଷେପାଳକମାନେ ଅତ୍ଯନ୍ତ ଭୟଭୀତ ହାଇଗେଲେ। ସ୍ବର୍ଗଦୂତ ସମାନଙ୍କେୁ କହିଲେ, ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ଯନ୍ତ ଶୁଭ ସମାଚାର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦବେ।
ଗଣନା ପୁସ୍ତକ 29:7
ପୁଣି ସପ୍ତମ ମାସର ଦଶମ ଦିନ ରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବୋ ଉଚିତ୍। ସେ ଦିନ ରେ ତୁମ୍ଭମାନେେ ଆପଣା ଆପଣା ପ୍ରାଣକୁ ନମ୍ର କରିବା ଉଚିତ୍ ଏବଂ ସହେି ଦିନ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହେଁ।
ଗୀତସଂହିତା 69:10
ମୁଁ କାନ୍ଦେ ଏବଂ ଉପବାସ କରେ, ଏଥିପାଇଁ ଲୋକମାନେ ମାରେ ଉପହାସ କରନ୍ତି।
ଯିଶାଇୟ 35:4
ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦଇେ କୁହ, ସାହସୀ ହୁଅ, ଭୟ କର ନାହିଁ। ଦେଖ, ତୁମ୍ଭର ପରମେଶ୍ବର ବିପକ୍ଷମାନଙ୍କ ଉପ ରେ ପ୍ରତି ଶାଧେ ନବୋକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ।
ଯିଶାଇୟ 58:9
ସେତବେେଳେ ତୁମ୍ଭେ ସଦାପ୍ରଭୁଙ୍କୁ ଡ଼ାକିବ ଓ ସେ ଉତ୍ତର ଦବେେ। ତୁମ୍ଭେ ଆର୍ତ୍ତସ୍ବର ରେ କହିବ, ଆଉ ସେ ଉତ୍ତର ଦବେେ, ଆମ୍ଭେ ଏଠା ରେ ଉପସ୍ଥିତ ଅଛୁ।'
ଯିଶାଇୟ 65:24
ପୁଣି ସମାନେେ ଡ଼ାକିବା ପୂର୍ବରୁ ଆମ୍ଭେ ଉତ୍ତର ଦବୋ ଓ ସମାନେେ କଥା କହୁ କହୁ ଆମ୍ଭେ ଶୁଣିବା।
ଦାନିଏଲ 9:3
ଏଣୁ ମୁଁ ଉପବାସ, ଚଟବସ୍ତ୍ର ପରିଧାନ ଓ ଭସ୍ମ ଲପନେ କରି ପ୍ରାର୍ଥନା ଓ ବୀନତି ଦ୍ବାରା ପ୍ରଭୁ ପରମେଶ୍ବରଙ୍କର ଅନ୍ବଷେଣ କରିବା ପାଇଁ ତାଙ୍କ ପ୍ରତି ଦୃଷ୍ଟି ଦଲେି।
ମାଥିଉଲିଖିତ ସୁସମାଚାର 28:5
ସ୍ବର୍ଗଦୂତ ଜଣକ ସ୍ତ୍ରୀଲୋକମାନଙ୍କୁ କହିଲେ, ଭୟକର ନାହିଁ। ଯେଉଁ ଯୀଶୁଙ୍କୁ କୃଶ ରେ ଚ଼ଢ଼ାଇ ମାରି ଦିଆଯାଇଛି ତୁମ୍ଭେ ତାହାଙ୍କୁ ଖାଜେୁଥିବା କଥା ମୁଁ ଜାଣିଛି।
ମାଥିଉଲିଖିତ ସୁସମାଚାର 28:10
ଯୀଶୁ ସମାନଙ୍କେୁ କହିଲେ, ଭୟ କର ନାହିଁ। ତୁମ୍ଭମାନେେ ଯାଇ ମାେ ଭାଇମାନଙ୍କୁ କୁହ ଯେ, ସମାନେେ ଗାଲିଲୀ ଯାଆନ୍ତୁ। ସମାନେେ ମାେତେ ସହେିଠା ରେ ଦେଖିବେ।
ମାର୍କଲିଖିତ ସୁସମାଚାର 16:6
କିନ୍ତୁ ୟୁବକ ଜଣକ କହିଲେ, ଭୟ କର ନାହିଁ। ତୁମ୍ଭମାନେେ କୃଶବିଦ୍ଧ ନାଜରିତର ଯୀଶୁଙ୍କୁ ଖାଜେୁଛ। ସେ ମୃତ୍ଯୁରୁ ପୁନରୁତ୍ଥିତ ହାଇେଛନ୍ତି। ସେ ଏଠା ରେ ନାହାନ୍ତି। ଦେଖ, ସମାନେେ ତାହାଙ୍କୁ ଏହି ସ୍ଥାନ ରେ ରଖିଥିଲେ।
ଲୂକଲିଖିତ ସୁସମାଚାର 1:13
କିନ୍ତୁ ସ୍ବର୍ଗଦୁତ ତାହାଙ୍କୁ କହିଲେ, ଜିଖରିୟ! ଭୟ କରନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ବର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭମାନେେ ତାହାର ନାମ ଯୋହନ ରଖିବ।
ଲୂକଲିଖିତ ସୁସମାଚାର 1:30
ସ୍ବର୍ଗଦୂତ ତାହାଙ୍କୁ କହିଲେ, ମରିୟମ! ଭୟ କରନାହିଁ। କାରଣ ପରମେଶ୍ବର ତୁମ୍ଭ ଉପରେ ପ୍ରସନ୍ନ ହାଇେଛନ୍ତି।
ଲେବୀୟ ପୁସ୍ତକ 16:31
ଏହି ଦିନଟି ତୁମ୍ଭମାନଙ୍କ ପାଇଁ ମହାନ୍ ବିଶ୍ରାମଦିନ, ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଏହା ଚିରନ୍ତନ ବିଧି।