Colossians 2:23
ଏହି ବ୍ଯବସ୍ଥାଗୁଡ଼ିକ ଜ୍ଞାନପୂର୍ଣ୍ଣ ଜଣା ପଡ଼ୁଥିଲେ ମଧ୍ଯ ମନୁଷ୍ଯ ଦ୍ବାରା ଗଠନ କରାଯାଇଥିବା ଧର୍ମର ଗୋଟିଏ- ଗୋଟିଏ ଅଂଶ, ଯାହା ଦ୍ବାରା ଲୋକେ ନମ୍ର ବୋଲି ଛଳନା କରନ୍ତି ଓ ନିଜର ଶରୀରକୁ ତାଡ଼ନା କରନ୍ତି। କିନ୍ତୁ ଏହି ନିୟମଗୁଡ଼ିକ ସମାନଙ୍କେୁ ସମାନଙ୍କେର ପାପ ସ୍ବଭାବ ଓ ମନ୍ଦ କାର୍ୟ୍ଯରୁ ଦୂର ରେ ରହିବା ପାଇଁ ସାହାୟ୍ଯ କରେ ନାହିଁ।
Colossians 2:23 in Other Translations
King James Version (KJV)
Which things have indeed a shew of wisdom in will worship, and humility, and neglecting of the body: not in any honour to the satisfying of the flesh.
American Standard Version (ASV)
Which things have indeed a show of wisdom in will-worship, and humility, and severity to the body; `but are' not of any value against the indulgence of the flesh.
Bible in Basic English (BBE)
These things seem to have a sort of wisdom in self-ordered worship and making little of oneself, and being cruel to the body, not honouring it by giving it its natural use.
Darby English Bible (DBY)
(which have indeed an appearance of wisdom in voluntary worship, and humility, and harsh treatment of the body, not in a certain honour,) to [the] satisfaction of the flesh.
World English Bible (WEB)
Which things indeed appear like wisdom in self-imposed worship, and humility, and severity to the body; but aren't of any value against the indulgence of the flesh.
Young's Literal Translation (YLT)
which are, indeed, having a matter of wisdom in will-worship, and humble-mindedness, and neglecting of body -- not in any honour, unto a satisfying of the flesh.
| Which | ἅτινά | hatina | A-tee-NA |
| things | ἐστιν | estin | ay-steen |
| have | λόγον | logon | LOH-gone |
a shew | μὲν | men | mane |
| indeed | ἔχοντα | echonta | A-hone-ta |
| wisdom of | σοφίας | sophias | soh-FEE-as |
| in | ἐν | en | ane |
| will worship, | ἐθελοθρησκεία | ethelothrēskeia | ay-thay-loh-thray-SKEE-ah |
| and | καὶ | kai | kay |
| humility, | ταπεινοφροσύνῃ | tapeinophrosynē | ta-pee-noh-froh-SYOO-nay |
| and | καὶ | kai | kay |
| neglecting | ἀφειδίᾳ | apheidia | ah-fee-THEE-ah |
| of the body; | σώματος | sōmatos | SOH-ma-tose |
| not | οὐκ | ouk | ook |
| in | ἐν | en | ane |
| any | τιμῇ | timē | tee-MAY |
| honour | τινι | tini | tee-nee |
| to | πρὸς | pros | prose |
| the satisfying | πλησμονὴν | plēsmonēn | play-smoh-NANE |
| of the | τῆς | tēs | tase |
| flesh. | σαρκός | sarkos | sahr-KOSE |
Cross Reference
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:18
କେତକେ ଲୋକ, ନିଜକୁ ନମ୍ର ବୋଲି ଦଖାେନ୍ତି ଓ ସ୍ବର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସମାନେେ ସବୁବେଳେ ଦେଖିଥିବା ଦର୍ଶନ ବିଷୟ ରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, ତୁମ୍ଭମାନେେ ଦର୍ଶନ କରୁ ନାହଁ, ସ୍ବର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍ । ଏହି ଲୋକ ପ୍ରକୃତ ରେ କବଳେ ମନୁଷ୍ଯମାନଙ୍କ ବିଚାର ରେ ବୁଡ଼ି ରହିଥିବାରୁ ଓ ପରମେଶ୍ବରଙ୍କ କଥା ବିଚାର ନ କରୁଥିବାରୁ ବୃଥା ରେ ଗର୍ବ କରନ୍ତି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:8
ନିଜ ଶରୀର ସାଧନା ଅନକୋଂଶ ରେ ତୁମ୍ଭକୁ ସାହାୟ୍ଯ କରେ। କିନ୍ତୁ ପରମେଶ୍ବରଙ୍କ ଉପାସନା କରିବା ଦ୍ବାରା ତାହା ସମସ୍ତ ବିଷୟ ରେ ତୁମ୍ଭକୁ ସାହାୟ୍ଯ କରେ। ଏହା ବର୍ତ୍ତମାନର ଜୀବନ ରେ ଓ ଭବିଷ୍ଯତ ରେ ଜୀବନ ରେ ମଧ୍ଯ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:3
ସମାନେେ ଲୋକମାନଙ୍କୁ ବିବାହ କରିବା ଅନୁଚିତ ବୋଲି କହନ୍ତି। ସମାନେେ ଲୋକମାନଙ୍କୁ ଏ କଥା ମଧ୍ଯ କୁହନ୍ତି ଯେ କେତକେ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ବର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ବାସୀ ଏବଂ ସତ୍ଯକୁ ଜାଣନ୍ତି, ସମାନେେ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସହେି ଖାଦ୍ୟ ଖାଇ ପାରିବେ।
ଆଦି ପୁସ୍ତକ 3:5
ପରମେଶ୍ବର ଜାଣନ୍ତି ଯେ, ଯେତବେେଳେ ତୁମ୍ଭେ ସହେି ବୃକ୍ଷରୁ ଫଳ ଖାଇବ ତବେେ ତୁମ୍ଭମାନଙ୍କର ଚ଼କ୍ଷୁ ଖାଲିୟିବେ ଏବଂ ତୁମ୍ଭେ ପରମେଶ୍ବରଙ୍କ ପରି ହବେ, କାରଣ ତୁମ୍ଭେ ଜାଣିବ କଣ ଭଲ ଏବଂ କଣ ମନ୍ଦ ଅଟେ।
ମାଥିଉଲିଖିତ ସୁସମାଚାର 23:27
ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳା ରଙ୍ଗ ବୋଳା ହାଇେଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦଖାଯାେଏ। କିନ୍ତୁ ସମାଧି ଭତର ମାଲା ଲୋକର କବଳେ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା ଭିତ ରେ ଥାଏ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:13
ସମାନେେ ସବୁବେଳେ ଦେଖଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସମାନେେ ମଧ୍ଯ ସେଥିପାଇଁ ଗର୍ବ କରନ୍ତି। ସମାନେେ ଭଣ୍ଡ ପ୍ ରରେିତ। ସମାନେେ ପ୍ରତାରକ। ଲୋକେ ଯେପରି ସମାନଙ୍କେୁ ଖ୍ରୀଷ୍ଟଙ୍କର ପ୍ ରରେିତ ବୋଲି ଭାବିବେ, ଏଥିପାଇଁ ସମାନେେ ନିଜର ବେଶ ବଦଳାଇଥାନ୍ତି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:29
କୌଣସି ଲୋକ ନିଜ ଶରୀରକୁ କବେେ ହେଲେ ଘୃଣା କରେ ନାହିଁ। ପ୍ରେତ୍ୟକକ ଲୋକ ନିଜର ଶରୀର ପାଇଁ ଖାଦ୍ୟ ଖାଏ ଓ ଶରୀରର ଯତ୍ନ ନିଏ। ଠିକ୍ ଏହି କଥା ଖ୍ରୀଷ୍ଟ ମଣ୍ଡଳୀ ପାଇଁ ମଧ୍ଯ କରନ୍ତି।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:8
ସାବଧାନ ରୁହ, ଯେପରି କହେି ତୁମ୍ଭକୁ ଅନର୍ଥକ, ଅସତ୍ଯ ଚିନ୍ତାଧାରା ଓ ବାକ୍ଯ ଦ୍ବାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ଯଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ଯହୀନ ଧାରଣା।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:22
ଏହି ଜାଗତିକ ନିୟମଗୁଡ଼ିକ ସହେିସବୁ ବିଷୟ ରେ ଅଟେ, ଯାହା କି ବ୍ଯବହାର ହବୋ ପରେ ନଷ୍ଟ ହାଇଯୋଆନ୍ତି। ସହେି ଆଦେଶ ଓ ଶିକ୍ଷାଗୁଡ଼ିକ ମନୁଷ୍ଯମାନଙ୍କଠାରୁ, ପରମେଶ୍ବରଙ୍କଠାରୁ ନୁହେଁ।