Amos 3:1
ହେ ଇଶ୍ରାୟେଲର ଲୋକମାନେ, ଏହି ବାର୍ତ୍ତା ଶୁଣ। ଇଶ୍ରାୟେଲ ବିଷଯ ରେ ଏହି କଥା କହିଲେ। ମିଶରରୁ ଅଣାଇଥିବା ସମସ୍ତ ଇଶ୍ରାୟେଲୀୟ ପରିବାର ବିଷଯ ରେ ଏହା ବାର୍ତ୍ତା ଥିଲା।
Amos 3:1 in Other Translations
King James Version (KJV)
Hear this word that the LORD hath spoken against you, O children of Israel, against the whole family which I brought up from the land of Egypt, saying,
American Standard Version (ASV)
Hear this word that Jehovah hath spoken against you, O children of Israel, against the whole family which I brought up out of the land of Egypt, saying,
Bible in Basic English (BBE)
Give ear to this word which the Lord has said against you, O children of Israel, against all the family which I took up out of the land of Egypt, saying,
Darby English Bible (DBY)
Hear this word that Jehovah hath spoken against you, children of Israel, against the whole family that I brought up from the land of Egypt, saying,
World English Bible (WEB)
Hear this word that Yahweh has spoken against you, children of Israel, against the whole family which I brought up out of the land of Egypt, saying:
Young's Literal Translation (YLT)
Hear ye this word that Jehovah hath spoken concerning you, O sons of Israel, concerning all the family that I brought up from the land of Egypt, saying:
| Hear | שִׁמְע֞וּ | šimʿû | sheem-OO |
| אֶת | ʾet | et | |
| this | הַדָּבָ֣ר | haddābār | ha-da-VAHR |
| word | הַזֶּ֗ה | hazze | ha-ZEH |
| that | אֲשֶׁ֨ר | ʾăšer | uh-SHER |
| the Lord | דִּבֶּ֧ר | dibber | dee-BER |
| spoken hath | יְהוָ֛ה | yĕhwâ | yeh-VA |
| against | עֲלֵיכֶ֖ם | ʿălêkem | uh-lay-HEM |
| you, O children | בְּנֵ֣י | bĕnê | beh-NAY |
| Israel, of | יִשְׂרָאֵ֑ל | yiśrāʾēl | yees-ra-ALE |
| against | עַ֚ל | ʿal | al |
| the whole | כָּל | kāl | kahl |
| family | הַמִּשְׁפָּחָ֔ה | hammišpāḥâ | ha-meesh-pa-HA |
| which | אֲשֶׁ֧ר | ʾăšer | uh-SHER |
| up brought I | הֶעֱלֵ֛יתִי | heʿĕlêtî | heh-ay-LAY-tee |
| from the land | מֵאֶ֥רֶץ | mēʾereṣ | may-EH-rets |
| of Egypt, | מִצְרַ֖יִם | miṣrayim | meets-RA-yeem |
| saying, | לֵאמֹֽר׃ | lēʾmōr | lay-MORE |
Cross Reference
ଆମୋଷ 2:10
ଆମ୍ଭେ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶବର୍ଷ ପର୍ୟ୍ଯନ୍ତ ମରୁଭୂମିରେ ଆଗଇେ ନଲେୁ। ଆମ୍ଭେ ମଧ୍ଯ ଇ ମାରେୀଯମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାୟ୍ଯ କଲୁ।
ଯିରିମିୟ 8:3
ପୁଣି ସଦାପ୍ରଭୁ କହନ୍ତି, ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦଇେଅଛୁ, ସେସବୁ ସ୍ଥାନ ରେ ସମାନଙ୍କେର ଅବଶିଷ୍ଟ ଲୋକମାନେ ବଞ୍ଚିବା ଅପେକ୍ଷା ବରଂ ମରିବାକୁ ପସନ୍ଦ କରିବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:29
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ମୀଖା 3:1
ତା'ପ ରେ ମୁଁ କହିଲି, ହେ ଯାକୁବର ପ୍ରାଚୀନଗଣ ଓ ଇଶ୍ରାୟେଲ ବଂଶର ଶାସକଗଣ, ମାେ କଥା ଶୁଣ, ତୁମ୍ଭମାନେେ ନ୍ଯାଯ କ'ଣ ଜାଣିବା ଉଚିତ।
ହୋଶେୟ 5:1
ପୁରୋହିତଗଣ, ଇଶ୍ରାୟେଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମାେ କଥା ଶୁଣ। ତୁମ୍ଭମାନେେ ଦୋଷୀ ବୋଲି ବିଗ୍ଭରିତ ହାଇେଛ।
ହୋଶେୟ 4:1
ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ଯର ଲୋକମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। ଏହି ଦେଶର ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ପ୍ରତି ସତ୍ ଓ ବିଶ୍ବସ୍ତ ନୁହଁନ୍ତି।
ଯିହିଜିକଲ 37:16
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଖଣ୍ଡେ ଆଶାବାଡ଼ି ନଇେ ତହିଁ ଉପ ରେ ଏହି କଥା ଲେଖ, ଏହି ଆଶାବାଡ଼ି ଯିହୁଦା ଓ ତାହାର ସାଙ୍ଗଗଣ ଇଶ୍ରାୟେଲର ଲୋକମାନଙ୍କୁ ଦର୍ଶାଏ ; ତା'ପ ରେ ଆଉ ଖଣ୍ଡେ ଆଶାବାଡ଼ି ନଇେ ତାହା ଉପ ରେ ଏହି କଥା ଲେଖ, ଏହି ଆଶାବାଡ଼ି ଇଫ୍ରଯିମର, ଇଶ୍ରାୟେଲ ବଂଶ ଯୋଷଫେ ଓ ତା'ର ସାଙ୍ଗମାନଙ୍କୁ ଦର୍ଶାଏ।'
ଯିରିମିୟ 33:24
ସେ କହନ୍ତି ହେ ଯିରିମିୟ, ଲୋକେ ଯାହା କହୁଛନ୍ତି ତୁମ୍ଭେ କବେେ ତାହା ବିବଚେନା କରିଛ ? ସମାନେେ କହନ୍ତି, 'ସଦାପ୍ରଭୁ ଆପଣା ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ଯ କରିଅଛନ୍ତି। ଏହିରୂପେ ସମାନେେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି।' ସମାନଙ୍କେ ସାକ୍ଷାତ ରେ ସମାନେେ ଏକ ଗୋଷ୍ଠୀ ହାଇେ ଯେପରି ରହିବେ ନାହିଁ।
ଯିରିମିୟ 31:1
ଅନନ୍ତର ସଦାପ୍ରଭୁ କହନ୍ତି, ସେ ସମୟରେ ଆମ୍ଭେ ଇଶ୍ରାୟେଲର ସମସ୍ତ ଗୋଷ୍ଠୀର ପରମେଶ୍ବର ହବୋ ଓ ସମାନେେ ଆମ୍ଭର ଲୋକ ହବେେ।
ଯିଶାଇୟ 48:12
ହେ ଯାକୁବ, ଆମ୍ଭ ଆହୂତ ଇଶ୍ରାୟେଲ, ତୁମ୍ଭମାନେେ ଆମ୍ଭ କଥାକୁ ଶ୍ରବଣ କର। ଆମ୍ଭେ ହେଉଛୁ ଆଦ୍ଯ ଓ ଅନ୍ତ।
ଯିଶାଇୟ 46:3
ହେ ଯାକୁବର ପରିବାର, ହେ ଇଶ୍ରାୟେଲର ଅବଶିଷ୍ଟାଂଶ ଆମ୍ଭ କଥା ଶୁଣ ! ଆମ୍ଭେ ତୁମ୍ଭମାନଙ୍କୁ ବହନ କରି ଆସୁଅଛୁ। ତୁମ୍ଭମାନେେ ଗର୍ଭସ୍ଥ ହବୋ ଦିନଠାରୁ ଆମ୍ଭଦ୍ବାରା ବାହିତ ହାଇେଅଛ।
ଦିତୀୟ ବଂଶାବଳୀ 20:15
ୟିଯଯଲେ କହିଲେ, ରାଜା ଯିହାଶାଫେଟ୍, ଯିହୁଦା ଏବଂ ୟିରୁଶାଲମର ସମସ୍ତ ଲୋକ ମାେ କଥା ଶୁଣ। ସଦାପ୍ରଭୁ ତୁମ୍ଭକୁ ଏହିକଥା କହନ୍ତି : ଏହି ବୃହତ୍ ସୈନ୍ଯଦଳ ବିଷଯ ରେ ଭୀତ କିମ୍ବା ବିବ୍ରତ ହୁଅ ନାହିଁ, କାରଣ ଏହି ୟୁଦ୍ଧ ତୁମ୍ଭର ୟୁଦ୍ଧ ନୁହେଁ, ଏହା ପରମେଶ୍ବରଙ୍କର ୟୁଦ୍ଧ ଅଟେ।