Acts 4:2
ସମାନେେ ରାଗିଯାଇଥିଲେ କାରଣ ପିତର ଓ ଯୋହନ ଲୋକମାନଙ୍କୁ ଉପଦେଶ ଦେଉଥିଲେ ଓ ଯୀଶୁଙ୍କ ପୁନରୁତ୍ଥାନ ପରି ସବୁ ମୃତ ବ୍ଯକ୍ତିମାନଙ୍କର ଯେ ଉତ୍ଥାନ ହବେ, ଏହି କଥା ଘୋଷଣା କରୁଥିଲେ।
Acts 4:2 in Other Translations
King James Version (KJV)
Being grieved that they taught the people, and preached through Jesus the resurrection from the dead.
American Standard Version (ASV)
being sore troubled because they taught the people, and proclaimed in Jesus the resurrection from the dead.
Bible in Basic English (BBE)
Being greatly troubled because they were teaching the people and preaching Jesus as an example of the coming back from the dead.
Darby English Bible (DBY)
being distressed on account of their teaching the people and preaching by Jesus the resurrection from among [the] dead;
World English Bible (WEB)
being upset because they taught the people and proclaimed in Jesus the resurrection from the dead.
Young's Literal Translation (YLT)
being grieved because of their teaching the people, and preaching in Jesus the rising again out of the dead --
| Being grieved | διαπονούμενοι | diaponoumenoi | thee-ah-poh-NOO-may-noo |
| that | διὰ | dia | thee-AH |
| they | τὸ | to | toh |
| διδάσκειν | didaskein | thee-THA-skeen | |
| taught | αὐτοὺς | autous | af-TOOS |
| the | τὸν | ton | tone |
| people, | λαὸν | laon | la-ONE |
| and | καὶ | kai | kay |
| preached | καταγγέλλειν | katangellein | ka-tahng-GALE-leen |
| through | ἐν | en | ane |
| Jesus | τῷ | tō | toh |
| the | Ἰησοῦ | iēsou | ee-ay-SOO |
| resurrection | τὴν | tēn | tane |
| ἀνάστασιν | anastasin | ah-NA-sta-seen | |
| from | τὴν | tēn | tane |
| the dead. | ἐκ | ek | ake |
| νεκρῶν | nekrōn | nay-KRONE |
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 17:18
ତେଣୁ କେତକେ ଏପିକୂରୀୟ ଓ ସ୍ତୋଯିକ ଦାର୍ଶନିକମାନେ ତାହାଙ୍କ ସହିତ ୟୁକ୍ତିତର୍କ କଲେ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:13
ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟ ରେ ତୁମ୍ଭମାନେେ ଅଜ୍ଞାତ ରୁହ ବୋଲି ଆମ୍ଭେ ଚାହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭମାନେେ ଦୁଃଖି ହୁଅ ବୋଲି ଆମ୍ଭେ ଚାହୁଁ ନାହୁଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:13
ଶାସ୍ତ୍ର ରେ ଲଖାେଅଛି : ମୁଁ ବିଶ୍ବାସ କଲି, ଏଣୁ ସ୍ପଷ୍ଟ କହିଲି। ଆମ୍ଭର ବିଶ୍ବାସ ମଧ୍ଯ ସହେିଭଳି ଅଟେ। ଆମ୍ଭେ ବିଶ୍ବାସ କରୁ, ସେଥିପାଇଁ ଆମ୍ଭେ କହୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:23
କିନ୍ତୁ ପ୍ରେତ୍ୟକକ ଲୋକ କ୍ରମାନୁସା ରେ ପୁନଃ ଜୀବିତ ହବେେ। ପ୍ରଥମ ଫଳ ସ୍ବରୂପ ଖ୍ରୀଷ୍ଟ ତା'ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ ପୁନରୁଥିତ ହବେେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:12
ଯୀଶୁଖ୍ରୀଷ୍ଟ ମୃତ୍ଯୁରୁ ଉତ୍ଥିତ ହାଇେଥିଲେ, ଏହା ପ୍ରଚାରିତ ହାଇେଛି, ତା' ହେଲେ ତୁମ୍ଭମାନଙ୍କ ମଧ୍ଯରୁ କେତଜେଣ କାହିଁକି କୁହନ୍ତି ଯେ, ଲୋକେ ମୃତ୍ଯୁରୁ ଉତ୍ଥିତ ହାଇପୋରିବେ ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:11
ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁରୁ ପର୍ନଜୀବିତ କରିଛନ୍ତି।ଓ ଯଦି ପରମେଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତ ରେ ଅଛି, ତା' ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ଯ ସେ ତାହାଙ୍କର ଆତ୍ମାଙ୍କ ଦ୍ବରା ଜୀବନ ପ୍ରଦାନ କରିବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 26:23
ସମାନେେ କହିଛନ୍ତି, ଖ୍ରୀଷ୍ଟ ମୃତ୍ଯୁବରଣ କରିବେ ଓ ମୃତ୍ଯୁରୁ ପୁନରୁତ୍ଥିତ ହେଉଥିବା ପ୍ରଥମ ବ୍ଯକ୍ତି ହବେେ। ମାଶାେ ଓ ଭାବବାଦୀମାନେ କହିଛନ୍ତି, କବଳେ ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଆଲୋକ ଦଖାଇବେେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 26:8
ପରମେଶ୍ବର ଯେ ଲୋକମାନଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରି ପାରିବେ, ଏକଥା ଆପଣମାନେ କାହିଁକି ଅସମ୍ଭବ ବୋଲି ଭାବୁଛନ୍ତି?
ରେରିତମାନଙ୍କ କାର୍ଯ୍ୟର ବିବରଣ 24:21
ମୁଁ କବଳେ ଗୋଟିଏ କଥା ସମାନଙ୍କେ ମଧିଅରେ ଠିଆ ହାଇେ ଜାରେ ରେ କହିଥିଲି ଯେ, 'ମୃତ୍ଯୁରୁ ଲୋକମାନଙ୍କର ପୁନରୁତ୍ଥାନ ହବେ ବୋଲି ବିଶ୍ବାସ କରୁଥିବାରୁ ମାରେଆଜି ସଭା ସମ୍ମୁଖ ରେ ବିଚ଼ାର ହେଉଛି।'
ରେରିତମାନଙ୍କ କାର୍ଯ୍ୟର ବିବରଣ 24:14
କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ 'ଦଳ' ବୋଲି କହନ୍ତି, ସହେି ମତାନୁଯାଯୀ ମୁଁ ମାରେ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ଉପାସନା କରେ। କିନ୍ତୁ ମାଶାଙ୍କେ ବ୍ଯବସ୍ଥା ଯାହା ସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହା ସବୁ ଲଖାେଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ବାସ କରେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:23
ସେସମୟରେ 'ପରମେଶ୍ବରଙ୍କ ପଥ' ବିଷୟ ରେ ଗୋଟିଏ ବଡ଼ ଧରଣର ଆନ୍ ଦୋଳନ ହେଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:31
ସେ ଜଣଙ୍କୁ ନ୍ଯାୟ ବିଚ଼ାର ପାଇଁ ନିୟୁକ୍ତି ଦଇେଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସହେି ସମଗ୍ର ବିଶ୍ବକୁ ତାହାଙ୍କ ଦ୍ବାରା ନ୍ଯାୟ ସହିତ ବିଚ଼ାର କରିବେ। ସେ ପ୍ରେତ୍ୟକକଙ୍କ ଆଗ ରେ ଯୀଶୁଙ୍କର ମୃତ୍ଯୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦଇେଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:45
ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସମାନେେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରଯୋଗ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10:40
କିନ୍ତୁ ତାହାଙ୍କ ମୃତ୍ଯୁର ତିନିଦିନ ପରେ ପରମେଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ଯରୁ ପୁନର୍ଜିବୀତ କରି ଉଠାଇଲେ ଓ ଲୋକଙ୍କ ନିକଟରେ ତାହାଙ୍କୁ ଦଖାଇେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:17
ମହାୟାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୁକୀ ଦଳ ଈର୍ଷାନ୍ବିତ ହାଇେ ସମାନଙ୍କେ ବିରୁଦ୍ଧ ରେ ଠିଆ ହେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 3:15
ଜୀବନ ଦାନ କରିଥିବା ବ୍ଯକ୍ତିକୁ ତୁମ୍ଭମାନେେ ହତ୍ଯା କଲ, ମାତ୍ର ଇଶ୍ବର ତାହାଙ୍କୁ ମୃତ୍ଯୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭମାନେେ ବି ଏହା ନିଜ ଆଖି ରେ ଦେଖିଅଛୁ।
ଯୋହନଲିଖିତ ସୁସମାଚାର 11:47
ତା'ପରେ ମୁଖ୍ଯ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସମାନେେ କହିଲେ, ଆମ୍ଭର କ'ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛି।
ନିହିମିୟା 2:10
ହାରୋଣୀଯ ସନ୍ବଲ୍ଲଟ ଓ ଅେମ୍ମାନୀୟ ଟୋବିୟ ଅଧିକାରୀଗଣ ଅତିଶଯ ଦୁଃଖିତ ହେଲ, ଯେତବେେଳେ ସମାନେେ ଶୁଣିଲେ ଯେ, ଜଣେ ବ୍ଯକ୍ତି ଇଶ୍ରାୟେଲର ସନ୍ତାନଗଣଙ୍କୁ ସାହାୟ୍ଯ କରିବା ପାଇଁ ଆସିଥିଲେ।