Acts 21:30
ପୁରା ନଗରଟା ରେ ଉତ୍ତଜେନା ସୃଷ୍ଟି ହାଇଗେଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନଇେ ଗଲେ। ସଙ୍ଗେ ସଙ୍ଗେ ଦ୍ବାର ଗୁଡ଼ିକ ବନ୍ଦ ହାଇଗେଲା।
Acts 21:30 in Other Translations
King James Version (KJV)
And all the city was moved, and the people ran together: and they took Paul, and drew him out of the temple: and forthwith the doors were shut.
American Standard Version (ASV)
And all the city was moved, and the people ran together; and they laid hold on Paul, and dragged him out of the temple: and straightway the doors were shut.
Bible in Basic English (BBE)
And all the town was moved, and the people came running together and put their hands on Paul, pulling him out of the Temple: and then the doors were shut.
Darby English Bible (DBY)
And the whole city was moved, and there was a concourse of the people; and having laid hold on Paul they drew him out of the temple, and immediately the doors were shut.
World English Bible (WEB)
All the city was moved, and the people ran together. They seized Paul and dragged him out of the temple. Immediately the doors were shut.
Young's Literal Translation (YLT)
All the city also was moved and there was a running together of the people, and having laid hold on Paul, they were drawing him out of the temple, and immediately were the doors shut,
| And | ἐκινήθη | ekinēthē | ay-kee-NAY-thay |
| all | τε | te | tay |
| the | ἡ | hē | ay |
| city | πόλις | polis | POH-lees |
| was | ὅλη | holē | OH-lay |
| moved, | καὶ | kai | kay |
| and | ἐγένετο | egeneto | ay-GAY-nay-toh |
| the | συνδρομὴ | syndromē | syoon-throh-MAY |
| people | τοῦ | tou | too |
| ran together: | λαοῦ | laou | la-OO |
| and | καὶ | kai | kay |
| they took | ἐπιλαβόμενοι | epilabomenoi | ay-pee-la-VOH-may-noo |
| τοῦ | tou | too | |
| Paul, | Παύλου | paulou | PA-loo |
| and drew | εἷλκον | heilkon | EEL-kone |
| him | αὐτὸν | auton | af-TONE |
| out of | ἔξω | exō | AYKS-oh |
| the | τοῦ | tou | too |
| temple: | ἱεροῦ | hierou | ee-ay-ROO |
| and | καὶ | kai | kay |
| forthwith | εὐθέως | eutheōs | afe-THAY-ose |
| the | ἐκλείσθησαν | ekleisthēsan | ay-KLEE-sthay-sahn |
| doors were | αἱ | hai | ay |
| shut. | θύραι | thyrai | THYOO-ray |
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 26:21
ଏଥିପାଇଁ ମନ୍ଦିର ରେ ଥିବା ସମୟରେ ଯିହୂଦୀମାନେ ମାେତେ ବନ୍ଦୀ କଲେ, ଓ ମାରିବାକୁ ଚେ଼ଷ୍ଟା କଲେ।
ଦିତୀୟ ରାଜାବଳୀ 11:15
ଏଥି ରେ ଯାଜକ ଯିହାୟୋଦାରଦା ସୈନ୍ଯମାନଙ୍କର ଅଧ୍ଯକ୍ଷମାନଙ୍କୁ ଆଦେଶ ଦେଲେ, ଅଥଲିଯାକୁ ମନ୍ଦିର ବାହାରକୁ ନଇୟୋଅ। ୟିଏ ତା'ର ପଶ୍ଚାତ ଧାବନ କରୁଛି, ନିଶ୍ଚଯ ହତ୍ଯା କରାୟିବ। ତାକୁ କିମ୍ବା ତା'ର ଅନୁସରଣକାରୀମାନଙ୍କୁ ମନ୍ଦିର ଭିତ ରେ ହତ୍ଯା କର ନାହିଁ।
ମାଥିଉଲିଖିତ ସୁସମାଚାର 2:3
ରାଜା ହରେୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ। ସେଥିପାଇଁ ସେ ଉଦ୍ ବିଗ୍ନ ହେଲେ। ୟିରୂଶାଲମର ସବୁ ଲୋକେ ମଧ୍ଯ ଚିନ୍ତିତ ହାଇେ ପଡିଲେ।
ମାଥିଉଲିଖିତ ସୁସମାଚାର 21:10
ଯୀଶୁ ଯେତବେେଳେ ୟିରୁଶାଲମ ରେ ପ୍ରବେଶ କଲେ, ସେତବେେଳେ ସାରା ନଗର ରେ ଚହଳ ପଡ଼ିଗଲା। ଲୋକେ ପଚ଼ାରିଲେ, ଏ ଲୋକଟି କିଏ?
ଲୂକଲିଖିତ ସୁସମାଚାର 4:29
ଲୋକମାନେ ଉଠି ପଡିଲେ ଓ ଜାରେ ଜବରଦସ୍ତି ୟିଶୁଙ୍କୁ ନଗର ମଧ୍ଯରୁ ବାହାର କରି ଦେଲେ। ସମାନଙ୍କେ ନଗର ଗୋଟିଏ ପାହାଡ ଉପରେ ନିର୍ମିତ ଥିଲା। ସମାନେେ ଯୀଶୁଙ୍କୁ ପାହାଡର ଧାରକୁ ନଇଗେଲେ। ସମାନେେ ଯୀଶୁଙ୍କୁ ସଠାରୁେ ତଳକୁ ଫିଙ୍ଗି ଦବୋକୁ ଚାହୁଁଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:57
ଏଥି ରେ ଯିହୂଦୀ ନେତାମାନେ କାନ ରେ ହାତ ଦଇେ ଖୁବ୍ ଜାରେ ରେ ପାଟି କଲେ। ସମାନେେ ଏକାଠି ହାଇେ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:19
ସହେି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସମାନେେ ଜାଣିପାରିଲେ ଯେ, ସମାନେେ ଆଉ ଏ ବାଳିକା ଦ୍ବାରା ଧନ ଉପାର୍ଜନ କରିପାରିବେ ନାହିଁ। ତେଣୁ ସମାନେେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସମାନଙ୍କେୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗ ରେ ସମାନଙ୍କେୁ ଠିଆ କରାଇଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:29
ସମ୍ପୂର୍ଣ୍ଣ ସହର ରେ ଚ଼ହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀଯା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନଇେ ସମାନେେ ଖଳେ ପଡ଼ିଆ ଆଡ଼କୁ ଦୌଡ଼ିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:26
ମୁଁ ଅନକେ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କ ରେ ନଦୀ ରେ ଲୁଣ୍ଠନକାରୀମାନଙ୍କଠାରୁ ମାରେନିଜ ଲୋକମାନଙ୍କଠାରୁ, ଅଣଯିହୂଦୀ ମାନଙ୍କଠାରୁ ମୁଁ ବିପଦ ରେ ଥିଲି। ନଗର ମାନଙ୍କ ରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ର ରେ, ମଧ୍ଯ ମୁଁ ବିପଦ ରେ ପଡ଼ିଥିଲି। ଯେଉଁଲୋକମାନେ ମିଛ ରେ ଭାଇ ବୋଲାଉ ଥିଲେ ସମାନଙ୍କେ ପାଇଁ ମୁଁ ବିପଦ ରେ ପଡ଼ିଥିଲି।