Acts 21:17
ଆମ୍ଭମାନେେ ୟିରୂଶାଲମ ରେ ପହଞ୍ଚିବା ମାତ୍ ରେ ଆମ୍ଭକୁ ଭାଇମାନେ ଖୁସି ରେ ସ୍ବାଗତ ଜଣାଇଲେ।
Acts 21:17 in Other Translations
King James Version (KJV)
And when we were come to Jerusalem, the brethren received us gladly.
American Standard Version (ASV)
And when we were come to Jerusalem, the brethren received us gladly.
Bible in Basic English (BBE)
And when we came to Jerusalem, the brothers were pleased to see us.
Darby English Bible (DBY)
And when we arrived at Jerusalem the brethren gladly received us.
World English Bible (WEB)
When we had come to Jerusalem, the brothers received us gladly.
Young's Literal Translation (YLT)
And we having come to Jerusalem, the brethren did gladly receive us,
| And | Γενομένων | genomenōn | gay-noh-MAY-none |
| when we | δὲ | de | thay |
| were come | ἡμῶν | hēmōn | ay-MONE |
| to | εἰς | eis | ees |
| Jerusalem, | Ἱεροσόλυμα | hierosolyma | ee-ay-rose-OH-lyoo-ma |
| the | ἀσμένως | asmenōs | ah-SMAY-nose |
| brethren | ἐδέξαντο | edexanto | ay-THAY-ksahn-toh |
| received | ἡμᾶς | hēmas | ay-MAHS |
| us | οἱ | hoi | oo |
| gladly. | ἀδελφοί | adelphoi | ah-thale-FOO |
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 15:4
ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟମାନେ ୟିରୂଶାଲମ ରେ ପହନ୍ଚିଲେ। ପ୍ ରରେିତ, ପ୍ରାଚ଼ୀନ ଓ ଅନ୍ୟ ବିଶ୍ବାସୀମାନେ ସଠାେରେ ସମାନଙ୍କେୁ ସ୍ବାଗତ କଲେ। ପରମେଶ୍ବର ସମାନଙ୍କେ ସହିତ ଯାହା ସବୁ କରିଥିଲେ, ସେ ସବୁକଥା ସମାନେେ କହିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 21:7
ସୋର ନଗରରୁ ଆମ୍ଭେ ଆମ୍ଭର ଯାତ୍ରା ଆରମ୍ଭ ଯାତ୍ରା ଆରମ୍ଭ କଲୁ ଓ ପତଲମାଇ ରେ ପହଞ୍ଚିଲୁ। ସଠାେରେ ଭାଇମାନଙ୍କୁ ଅଭିନନ୍ଦନ ଜଣଇେ ସମାନଙ୍କେ ସହିତ ଗୋଟିଏ ଦିନ ରହିଲୁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:7
ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେ ମାନେ ପରସ୍ପରକୁ ଗ୍ରହଣ କର।
ଏବ୍ରୀମାନଙ୍କ ନିକଟକୁ ପତ୍ର 13:1
ଖ୍ରୀଷ୍ଟଙ୍କଠା ରେ ଥିବା ତୁମ୍ଭର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ ରମେଭାବ ରଖିଥାଅ।
ଯୋହନଙ୍କ ତୃତୀୟ ପତ୍ର 1:7
ସହେି ଭାଇମାନେ ଖ୍ରୀଷ୍ଟଙ୍କର ସବୋ ପାଇଁ ଭ୍ରମଣ କରନ୍ତି। ସମାନେେ ବିଶ୍ବାସ ନ କରୁଥିବା ଲୋକମାନଙ୍କଠାରୁ କିଛି ଗ୍ରହଣ କରନ୍ତି ନାହିଁ।