Acts 19:26
ତୁମ୍ଭମାନେେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କବଳେ ଏଫିସ ନଗର ରେ ନୁହେଁ, ପୁରା ଏସିଆ ରେ ଲୋକମାନଙ୍କୁ ମତଇେ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ଯର ହାତ ତିଆରି ଦବେତାମାନେ ପ୍ରକୃତ ଦବେତା ନୁହଁନ୍ତି।
Acts 19:26 in Other Translations
King James Version (KJV)
Moreover ye see and hear, that not alone at Ephesus, but almost throughout all Asia, this Paul hath persuaded and turned away much people, saying that they be no gods, which are made with hands:
American Standard Version (ASV)
And ye see and hear, that not alone at Ephesus, but almost throughout all Asia, this Paul hath persuaded and turned away much people, saying that they are no gods, that are made with hands:
Bible in Basic English (BBE)
And you see, for it has come to your ears, that not only at Ephesus, but almost all through Asia, this Paul has been teaching numbers of people and turning them away, saying that those are not gods who are made by men's hands:
Darby English Bible (DBY)
and ye see and hear that this Paul has persuaded and turned away a great crowd, not only of Ephesus, but almost of all Asia, saying that they are no gods which are made with hands.
World English Bible (WEB)
You see and hear, that not at Ephesus alone, but almost throughout all Asia, this Paul has persuaded and turned away many people, saying that they are no gods, that are made with hands.
Young's Literal Translation (YLT)
and ye see and hear, that not only at Ephesus, but almost in all Asia, this Paul, having persuaded, did turn away a great multitude, saying, that they are not gods who are made by hands;
| Moreover | καὶ | kai | kay |
| ye see | θεωρεῖτε | theōreite | thay-oh-REE-tay |
| and | καὶ | kai | kay |
| hear, | ἀκούετε | akouete | ah-KOO-ay-tay |
| that | ὅτι | hoti | OH-tee |
| not | οὐ | ou | oo |
| alone | μόνον | monon | MOH-none |
| Ephesus, at | Ἐφέσου | ephesou | ay-FAY-soo |
| but | ἀλλὰ | alla | al-LA |
| almost | σχεδὸν | schedon | skay-THONE |
| throughout all | πάσης | pasēs | PA-sase |
| τῆς | tēs | tase | |
| Asia, | Ἀσίας | asias | ah-SEE-as |
| this | ὁ | ho | oh |
| Παῦλος | paulos | PA-lose | |
| hath Paul | οὗτος | houtos | OO-tose |
| persuaded | πείσας | peisas | PEE-sahs |
| and turned away | μετέστησεν | metestēsen | may-TAY-stay-sane |
| much | ἱκανὸν | hikanon | ee-ka-NONE |
| people, | ὄχλον | ochlon | OH-hlone |
| saying | λέγων | legōn | LAY-gone |
| that | ὅτι | hoti | OH-tee |
| be they | οὐκ | ouk | ook |
| no | εἰσὶν | eisin | ees-EEN |
| gods, | θεοὶ | theoi | thay-OO |
| which | οἱ | hoi | oo |
| are made | διὰ | dia | thee-AH |
| with | χειρῶν | cheirōn | hee-RONE |
| hands: | γινόμενοι | ginomenoi | gee-NOH-may-noo |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 8:4
ଅତଏବ ମାଂସ ଖାଇବା ବିଷୟ ରେ ମୁଁ ଏହା କ ହେ ଯେ, ଆମ୍ଭେ ଜାଣୁ ଯେ ଜଗତ ରେ ପ୍ରକୃତ ରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ବର ଅଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:29
ଯେ ହତେୁ ଆମ୍ଭମାନେେ ପରମେଶ୍ବରଙ୍କ ସନ୍ତାନ ତେଣୁ ଆମ୍ଭମାନେେ ପରମେଶ୍ବରଙ୍କୁ ମନୁଷ୍ଯର କୌଶଳ ଓ କଳ୍ପନା ରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ଯ ଭାବିବା ନାହିଁ।
ଯିଶାଇୟ 44:10
କିଏ ଏପରିସଦବତା ନିର୍ମାଣ କରିଛି ୟିଏ ଅଦରକାରୀ ଏବଂ ହାନିକାରକ ? କିଏ ଏପରି ପ୍ରତିମା ଗଠନ କରିଛି ?
ଦିତୀୟ ବିବରଣ 4:28
ସଠାେରେ ତୁମ୍ଭମାନେେ ମନକ୍ସ୍ଟଷ୍ଯର ହସ୍ତକୃତ କାଠମଯ ଓ ପ୍ରସ୍ତରମଯ ପକ୍ସ୍ଟଣି ଯେଉଁମାନେ ଦେଖନ୍ତି ନାହିଁ, କି ଶକ୍ସ୍ଟଣନ୍ତି ନାହିଁ କି ଭୋଜନ କରନ୍ତି ନାହିଁ, କି ଆଘ୍ରାଣ କରନ୍ତି ନାହିଁ, ଏପରି ଦବଗେଣର ସବୋ କରିବ।
ଯିରିମିୟ 10:11
ସଦାପ୍ରଭୁ ପୁଣି କହନ୍ତି, ତୁମ୍ଭମାନେେ ସମାନଙ୍କେୁ କୁହ, ' ସହେି ଦବେତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିନାହାନ୍ତି। ତେଣୁ ସମାନେେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ବଂସ ଓ ଲୁପ୍ତ ହବେେ।'
ଯିରିମିୟ 10:14
ସମସ୍ତ ମୂର୍ତ୍ତିପୂଜକ ନିର୍ବୋଧ ଓ ଅଜ୍ଞାନୀ ବୋଲି ଜଣା ପଡ଼ିବେ। ପ୍ରେତ୍ୟକକ ସ୍ବର୍ଣ୍ଣକାର ଆପଣା ଖୋଦିତ ମୂର୍ତ୍ତିଗୁଡ଼ିକ ପାଇଁ ଲଜ୍ଜିତ। କାରଣ ତାଙ୍କର ମୂର୍ତ୍ତିଗୁଡ଼ିକ ମିଥ୍ଯା ଓ ସମାନଙ୍କେଠା ରେ ପ୍ରାଣବାଯୁ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 14:15
ହେ ଲୋକମାନେ ତୁମ୍ଭମାନେେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କବଳେ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚ଼ାର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ଯହୀନ ବିଷୟଗୁଡ଼ିକ ଠାରୁ ଦୂ ରଇେ ରହି ଜୀବନ୍ତ ପରମେଶ୍ବରଙ୍କ ଆଡ଼କୁ ଫରୋଇବା ପାଇଁ ଆମ୍ଭେ ଆସିଛୁ। ସହେି ପରମେଶ୍ବର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ଯସ୍ତ ବିଷୟ ସୃଷ୍ଟି କରିଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:10
ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀକ୍ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:20
ପୃଥିବୀର ଯେଉଁ ଅବଶିଷ୍ଟ ଲୋକମାନେ ଏହି ମହାମାରୀ ଦ୍ବାରା ପ୍ରାଣ ହରାଇ ନ ଥିଲେ, ସମାନେେ ତଥାପି ସମାନଙ୍କେର ମନ ଓ ଜୀବନ ପରିବର୍ତ୍ତନ କଲେ ନାହିଁ। ସମାନେେ ତହାଙ୍କ ହାତ ତିଆରି କର୍ମଗୁଡ଼ିକଠାରୁ ମଧ୍ଯ ନିଜକୁ ଦୂ ରଇେ ଦେଲେ ନାହିଁ। ସମାନେେ ଦୃଷ୍ଟାତ୍ମାଗୁଡ଼ିକର ପୂଜା କଲେ ଓ ସୁନା, ରୂପା, ପିତ୍ତଳ, ପଥର, କାଠ ରେ ତିଆରି, ଦେଖି ପାରୁ ନ ଥିବା, ଶୁଣି ପାରୁ ନ ଥିବା ବା ଚାଲିପାରୁ ନ ଥିବା ପ୍ରତିମାଗୁଡ଼ିକର ପୂଜା କରିବା ବନ୍ଦ କଲେ ନାହିଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:9
ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ, ଯେପରି ଭଲ ଭାବରେ ତୁମ୍ଭମାନେେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟ ରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭମାନେେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ବରଙ୍କ ସବୋ କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟ ରେ ସମାନେେ କହନ୍ତି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:8
ପୂର୍ବରୁ ତୁମ୍ଭେ ପରମେଶ୍ବରଙ୍କୁ ଜାଣି ନ ଥିଲ। ତୁମ୍ଭମାନେେ ମିଥ୍ଯା ଦବେତାମାନଙ୍କର ଦାସ ଥିଲ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:8
କିନ୍ତୁ ମୁଁ ଏଫିସ ନଗର ଠା ରେ ପେଣ୍ଟିକଷ୍ଟ ପର୍ବ ପର୍ୟ୍ଯନ୍ତ ରହିବି।
ଗୀତସଂହିତା 135:15
ଅନ୍ୟ ଦେଶୀଯମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା। ସଗେୁଡ଼ିକ ମନୁଷ୍ଯର ହସ୍ତ ଦ୍ବାରା ନିର୍ମିତ ହେଉଥିଲା।
ଯିଶାଇୟ 46:5
ତୁମ୍ଭେ ଆମ୍ଭକୁ କାହା ସହିତ ତୁଳନା କରି ପାରିବ କି ? ନା, କାରଣ କୌଣସି ଲୋକ ଆମ୍ଭ ସହିତ ସମାନ ନୁହେଁ। ତୁମ୍ଭେ ଆମ୍ଭ ବିଷଯ ରେ ସମ୍ପୂର୍ଣ୍ଣ ଅଜ୍ଞ। ଆମ୍ଭ ସଦୃଶ କହେି ନାହିଁ।
ଯିରିମିୟ 10:3
ଅନ୍ୟ ଦେଶୀଯମାନଙ୍କର ସକଳ ବିଧି ବ୍ଯବସ୍ଥା ଅସାର କାରଣ ଅରଣ୍ଯରୁ ବୃକ୍ଷ ଚ୍ଛଦନେ କରି କାରିଗର ନିର୍ମିତ କରିଥିବା ପ୍ରତିମା ଓ ମୂର୍ତ୍ତିଗୁଡ଼ିକ ସବୁ ମୂଲ୍ଯହୀନ। ସଗେୁଡ଼ିକ ଦବେତା ନୁହଁନ୍ତି।
ହୋଶେୟ 8:6
କେତକେ ଶ୍ରମିକ ସହେି ମୂର୍ତ୍ତି ନିର୍ମାଣ କରିଥିଲେ। ସମାନେେ କିନ୍ତୁ ଈଶ୍ବର ନୁହଁନ୍ତି। ଶମରିଯାର ବାଛୁରୀ ମୂର୍ତ୍ତିଗୁଡିକ ଖଣ୍ତ ବିଖଣ୍ତ ହାଇେ ଭାଙ୍ଗିୟିବ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:19
ତା'ପରେ ସମାନେେ ଏଫିସ ନଗର ରେ ପହନ୍ଚିଲେ। ସଠାେରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କୁ ଛାଡ଼ି ନିଜେ ସମାଜଗୃହ ରେ ପ୍ରବେଶ କଲେ ଓ ଯିହୂଦୀୟମାନଙ୍କ ସହିତ କଥାବାର୍ତ୍ତା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:18
ସମାନଙ୍କେ ମଧ୍ଯରୁ ଯେଉଁମାନେ ବିଶ୍ବାସ କରୁଥିଲେ, ସହେି ଲୋକମାନେ ଆସି ସମସ୍ତଙ୍କ ସାକ୍ଷାତ ରେ ନିଜର କୁକର୍ମ ସବୁ ସ୍ବୀକାର କଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:19
ମୁଁ କହୁ ନାହିଁ ଯେ ମୂର୍ତ୍ତି ବା ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଖାଦ୍ୟର ଗୁରୁତ୍ବ ଅଛି। ଏବଂ ମୁଁ ଏହା ମଧ୍ଯ କହୁନାହିଁ ମୂର୍ତ୍ତିଗୁଡ଼ିକ ଗୁରୁତ୍ବପୂର୍ଣ୍ଣ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:2
ତୁମ୍ଭମାନେେ ମନେପକାଅ ଯେ ବିଶ୍ବାସୀ ହବୋ ପୂର୍ବରୁ ତୁମ୍ଭମାନେେ କିପରି ବିପଥଗାମୀ ହାଇେ ମୂର୍ତ୍ତିପୂଜା କରିବାକୁ ଯାଉଥିଲା।
ଗୀତସଂହିତା 115:4
ଅନ୍ୟ ଜାତିଗଣର ଦବଗେଣ ସମାନଙ୍କେ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି। ଏହି ପ୍ରତିମାଗୁଡ଼ିକ ମନୁଷ୍ଯମାନଙ୍କ ହସ୍ତରେ ତିଆରି ହାଇେଥିଲେ।