Acts 18:3
ସମାନେେ ତମ୍ବୁ ବ୍ଯବସାଯୀ ଥିଲେ। ପାଉଲ ମଧ୍ଯ ସହେି ବ୍ଯୟବସାଯୀ ଥିଲେ। ତେଣୁ ସେ ମଧ୍ଯ ସମାନଙ୍କେ ସହିତ ରହି ସହେି କାମ କଲେ।
Acts 18:3 in Other Translations
King James Version (KJV)
And because he was of the same craft, he abode with them, and wrought: for by their occupation they were tentmakers.
American Standard Version (ASV)
and because he was of the same trade, he abode with them, and they wrought, for by their trade they were tentmakers.
Bible in Basic English (BBE)
And because he was of the same trade, he was living with them, and they did their work together; for by trade they were tent-makers.
Darby English Bible (DBY)
and because they were of the same trade abode with them, and wrought. For they were tent-makers by trade.
World English Bible (WEB)
and because he practiced the same trade, he lived with them and worked, for by trade they were tent makers.
Young's Literal Translation (YLT)
and because of being of the same craft, he did remain with them, and was working, for they were tent-makers as to craft;
| And | καὶ | kai | kay |
| same of was he because | διὰ | dia | thee-AH |
| τὸ | to | toh | |
| the | ὁμότεχνον | homotechnon | oh-MOH-tay-hnone |
| craft, | εἶναι | einai | EE-nay |
| he abode | ἔμενεν | emenen | A-may-nane |
| with | παρ' | par | pahr |
| them, | αὐτοῖς | autois | af-TOOS |
| and | καὶ | kai | kay |
| wrought: | εἰργάζετο· | eirgazeto | eer-GA-zay-toh |
| for | ἦσαν | ēsan | A-sahn |
| their by | γὰρ | gar | gahr |
| occupation they were | σκηνοποιοὶ | skēnopoioi | skay-noh-poo-OO |
| tentmakers. | τήν | tēn | tane |
| τέχνην | technēn | TAY-hnane |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:12
ଆମ୍ଭର ଲାଗି ଆମ୍ଭେ ହାତ ରେ କାମ କରୁଛୁ, ଅତି କଠିନ ପରିଶ୍ରମ କରୁଛୁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:9
ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭମାନେେ ପରମେଶ୍ବରଙ୍କ ସୁସମାଚାର ପ୍ରଚାର କଲା ବେଳେ, ତୁମ୍ଭମାନେେ ଆମ୍ଭକୁ କିଛି ଦଇେ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଚାହିଁଲୁ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:34
ତୁମ୍ଭମାନେେ ଜାଣିଛ ଯେ, ମୁଁ ନିଜେ ମାରେ ଓ ମାେ ସହିତ ରହିଥିବା ଲୋକମାନଙ୍କର ଆବଶ୍ଯକତା ପୂରଣ କରିବା ପାଇଁ ନିଜ ହାତ ରେ କାର୍ୟ୍ଯ କରିଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:6
ଆଉ କବଳେ ବର୍ଣ୍ଣବବା ଓ ମୁଁ ନିଜ ନିଜର ଜୀବିକା ପାଇଁ କାମ କରୁଥିବୁ ?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:7
ମୁଁ ତୁମ୍ଭମାନଙ୍କୁ ବିନା ମୂଲ୍ଯ ରେ ପରମେଶ୍ବରଙ୍କ ସୁସମାଚାର ଦଇେଛି। ତୁମ୍ଭମାନଙ୍କୁ ମହତପୂର୍ଣ୍ଣ କରିବା ପାଇଁ ମୁଁ ନମ୍ର ହାଇେ ଯାଇଥିଲି। ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଭୁଲ କରିଥିଲି ?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:9
ତୁମ୍ଭମାନଙ୍କ ସହିତ ଥିବା ବେଳେ, ମାରେ ଆବଶ୍ଯକତା ଗୁଡ଼ିକ ପାଇଁ ମୁଁ ତୁମ୍ଭମାନଙ୍କୁ ହଇରାଣ କରି ନାହିଁ। ଯେଉଁ ଭାଇମାନେ ମାକିଦନିଆରୁ ଆସିଥିଲେ ସମାନେେ ମାରେ ସମସ୍ତ ଆବଶ୍ଯକତା ଗୁଡ଼ିକୁ ପୂରଣ କଲେ। ମୁଁ କୌଣସି ପ୍ରକାର ତୁମ୍ଭମାନଙ୍କ ଉପରେ ବୋଝ ହାଇେ ନାହିଁ ଓ ଭବିଷ୍ଯତ ରେ ମଧ୍ଯ କଦାପି ହବେି ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:13
ଅତଏବ, ଅନ୍ୟ ମଣ୍ଡଳୀଗୁଡ଼ିକ ଯାହା ପାଇ ଥିଲେ ତା'ସବୁ ତୁମ୍ଭମାନେେ ମଧ୍ଯ ପାଇଛ। କବଳେ ଗୋଟିଏ କଥା ତନ୍ମଧ୍ଯରୁ ଅଲଗା : ମୁଁ ତୁମ୍ଭମାନଙ୍କ ଉପରେ କବେେ ହେଲେ ଭାରସ୍ବରୂପ ନ ଥିଲି। ଏଥିପାଇଁ ମାେତେ କ୍ଷମା କରି ଦିଅ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:8
ମୂଲ୍ଯ ନ ଦଇେ ଆମ୍ଭେ କାହାରି ଘ ରେ ଭୋଜନ ଗ୍ରହଣ କରି ନାହୁଁ। ଆମ୍ଭମାନେେ କାହାରି ଉପରେ ଭାର ସ୍ବରୂପ ନ ହବେୁ ବୋଲି ସର୍ବଦା କର୍ମରତ ରହୁଥିଲୁ।