ରେରିତମାନଙ୍କ କାର୍ଯ୍ୟର ବିବରଣ 13:13 in Oriya

ଓଡିଆ ଓଡିଆ ବାଇବେଲ ରେରିତମାନଙ୍କ କାର୍ଯ୍ୟର ବିବରଣ ରେରିତମାନଙ୍କ କାର୍ଯ୍ୟର ବିବରଣ 13 ରେରିତମାନଙ୍କ କାର୍ଯ୍ୟର ବିବରଣ 13:13

Acts 13:13
ପାଉଲ ଓ ତାହାଙ୍କର ବନ୍ଧୁମାନେ ପାଫ ନଗର ଛାଡ଼ି ସମୁଦ୍ର ପଥରେ ଫଫୂଲିଆର ପର୍ଗିକୁ ଆସିଲେ। କିନ୍ତୁ ଯୋହନ ମାର୍କ ସମାନଙ୍କେୁ ଛାଡ଼ି ୟିରୂଶାଲମକୁ ଫରେିଆସିଲେ।

Acts 13:12Acts 13Acts 13:14

Acts 13:13 in Other Translations

King James Version (KJV)
Now when Paul and his company loosed from Paphos, they came to Perga in Pamphylia: and John departing from them returned to Jerusalem.

American Standard Version (ASV)
Now Paul and his company set sail from Paphos, and came to Perga in Pamphylia: and John departed from them and returned to Jerusalem.

Bible in Basic English (BBE)
Then Paul and those who were with him went by ship from Paphos and came to Perga in Pamphylia: and there John went away from them and came back to Jerusalem.

Darby English Bible (DBY)
And having sailed from Paphos, Paul and his company came to Perga of Pamphylia; and John separated from them and returned to Jerusalem.

World English Bible (WEB)
Now Paul and his company set sail from Paphos, and came to Perga in Pamphylia. John departed from them and returned to Jerusalem.

Young's Literal Translation (YLT)
And those about Paul having set sail from Paphos, came to Perga of Pamphylia, and John having departed from them, did turn back to Jerusalem,

Now
when
Ἀναχθέντεςanachthentesah-nahk-THANE-tase

δὲdethay
Paul
ἀπὸapoah-POH

τῆςtēstase
company
his
and
ΠάφουpaphouPA-foo
loosed
οἱhoioo
from
περὶperipay-REE

τὸνtontone
Paphos,
ΠαῦλονpaulonPA-lone
came
they
ἦλθονēlthonALE-thone
to
εἰςeisees
Perga
ΠέργηνpergēnPARE-gane
in

τῆςtēstase
Pamphylia:
Παμφυλίας·pamphyliaspahm-fyoo-LEE-as
and
Ἰωάννηςiōannēsee-oh-AN-nase
John
δὲdethay
departing
ἀποχωρήσαςapochōrēsasah-poh-hoh-RAY-sahs
from
ἀπ'apap
them
αὐτῶνautōnaf-TONE
returned
ὑπέστρεψενhypestrepsenyoo-PAY-stray-psane
to
εἰςeisees
Jerusalem.
Ἱεροσόλυμαhierosolymaee-ay-rose-OH-lyoo-ma

Cross Reference

ରେରିତମାନଙ୍କ କାର୍ଯ୍ୟର ବିବରଣ 2:10
ଏବଂ ୟିହୂଦା, କାପ୍ପାଦକିଆ, ପନ୍ତ ଓ ଆସିଆ, ଫ୍ରୁଗିଆ ଓ ପ୍ରଫୁଲିଆ, ମିଶର ନିବାସୀ କୂରୀଣୀ ନିକଟବର୍ତ୍ତୀ ଲିବିଯା ପ୍ରଦେଶ ଲୋକେ ରୋମ ନଗରରୁ ଆସିଥିବା ତଥା କ୍ରୀତୀୟ ଓ ଆରବୀୟ ପରିଦର୍ଶକଗଣ। ଆମ୍ଭ ଭିତରୁ କେତଜେଣ ଜନ୍ମରୁ ଯିହୂଦୀ ଏବଂ ଅନ୍ୟ କେତକେ ଯିହୂଦୀ ଧର୍ମଗ୍ରହଣ କରିଥିବା ଲୋକମାନେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:12
ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ଯ କୁହା ଯାଉଥିଲା। ସଠାେରେ ଅନକେ ଲୋକ ଏକାଠି ହାଇେ ପ୍ରାର୍ଥନା କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:5
ସମାନେେ ସାଲାମି ନଗର ରେ ପହଞ୍ଚି ଯିହୂଦୀମାନଙ୍କର ସମାଜଗୃହଗୁଡ଼ିକରେ ପରମେଶ୍ବରଙ୍କର ବାକ୍ଯ ପ୍ରଚ଼ାର କଲେ। ଯୋହନ ମାର୍କ ମଧ୍ଯ ସମାନଙ୍କେୁ ସାହାୟ୍ଯ କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:24
ସମାନେେ ପିସିଦିଆ ଦଇେ ପଫୁଲିଆ ରେ ପହନ୍ଚିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:38
କିନ୍ତୁ ପାଉଲ ତାହାଙ୍କୁ ସାଙ୍ଗ ରେ ନ ନବୋପାଇଁ ଜାରେ ଦେଲେ, କାରଣ ସେ ପୂର୍ବରୁ ପଫୂଲିଆ ରେ ସମାନଙ୍କେ ସହିତ ଏହି କାର୍ୟ୍ଯ ରେ ସାଙ୍ଗ ରେ ନରହି ସମାନଙ୍କେୁ ତ୍ଯାଗ କରି ଚ଼ାଲି ଆସିଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:5
ତା'ପରେ ଆମ୍ଭେ କିଲିକିଯା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀ ରେ ପହଞ୍ଚିଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:13
ତା'ପରେ ପ୍ରବଳ ପବନ ଦକ୍ଷିଣ ଦିଗରୁ ବୋହିଲା। ଜାହାଜ ରେ ଥିବା ଲୋକମାନେ ଭାବିଲେ, ଆମ୍ଭେ ଯେଉଁ ପବନ ବହିବାଇଚ୍ଛା କରିଥିଲୁ, ତାହା ଆମ୍ଭେ ପାଇଲୁ। ତେଣୁ ଆମ୍ଭେ ଲଙ୍ଗର ଉେଠଇ କ୍ରୀତି ଉପଦ୍ବୀପର କୂଳକେୂଳେ ଯାତ୍ରା କଲୁ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:10
ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମାେ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟ ରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ବାଗତ କରିବ)।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:11
ଏବେ ମାେ ସହିତ କବଳେ ଲୂକ ଅଛନ୍ତି। ତୁମ୍ଭେ ଆସିଲା ବେଳେ ମାର୍କଙ୍କୁ ତୁମ୍ଭ ସହିତ ନଇେ ଆସିବ। ସେ ଏଠା ରେ ମାେ କାମ ରେ ଅତ୍ଯନ୍ତ ଆବଶ୍ଯକୀୟ ହାଇପୋରିବେ।